14 ଜଦି ଅଃମିମଃନ୍ ବିସ୍ୱାସି ବାୟ୍ବେଣି ମଃନ୍କେ ଲାଡ୍କଃରୁଲୁ, ଅଃମିମଃନ୍ ଜାଣୁଲୁ ଜେ ଅଃମିମଃନ୍ ମଃର୍ନ୍କେ ଜିଣିକଃରି ଜିବନେ ହଚି ଆଚୁ, ସେତାକ୍ ଅଃମିମଃନ୍ ବିସ୍ୱାସି ବାୟ୍ବେଣି ମଃନ୍କେ ଲାଡ୍ କଃରୁଲୁ । ଜେ ଲାଡ୍ ନଃକେରେ, ଅଃବେ ହେଁ ସେ ମଃର୍ନାର୍ ତଃଳେ ଆଚେ ।
Publicidade
Publicidade