15 ଜେ ଜିସୁକେ ଇସ୍ୱରାର୍ ହୟିସି ବଃଲି ମାନେଦ୍ ଇସ୍ୱର୍ ତାର୍ ତଃୟ୍ ଆଚେ ଆର୍ ସେ ଇସ୍ୱରାର୍ ତଃୟ୍ ଆଚେ । 16 ଆରେକ୍ ଅଃମିମଃନାର୍ ଗିନେ ଇସ୍ୱରାର୍ ଜୁୟି ଲାଡ୍ ଆଚେ, ସେରି ଅଃମିମଃନ୍ ଜାଣି ଆଚୁ, ଆର୍ ବିସ୍ୱାସ୍ କଃରି ଆଚୁ । ଇସ୍ୱର୍ ତ ଲାଡ୍; ଜେ ଲାଳେ ରଃୟ୍ଦ୍ ସେ ଇସ୍ୱରାର୍ ତଃୟ୍ ରଃୟ୍ଦ୍ ଆର୍ ଇସ୍ୱର୍ ତାର୍ ତଃୟ୍ ରଃୟ୍ଦ୍ ।