1 ସାତ୍ ମାସ୍ ଅୟ୍ଲାକେ ଇସ୍ରାଏଲିୟମଃନ୍ ସେ ବଃସ୍ତିଏ ବାସାକଃଲାକେ, ସଃଡେବଃଳ୍ ଲଃକ୍ମଃନ୍ ଏକ୍ଅୟ୍ ସେ ଜିରୁସାଲମେ ରୁଣ୍ଡ୍ଲାୟ୍। 2 ସେତି ଜସଦକର୍ ହୟିସି ଜେସୁୟ ଆର୍ ତାର୍ ଜାଜକ୍ ବାଇମଃନ୍ ଆର୍ ସଲ୍ଟିୟେଲର୍ ହୟିସି ଜିରୁବାବେଲ୍ ଆର୍ ତାର୍ ବାୟ୍ସିମଃନ୍ ବାରାୟ୍ ଇସ୍ୱରାର୍ ଲକ୍ ମସା ସେ ବିଦିଏ ଲେକ୍ଲା ହଃର୍କାରେ ହମ୍ହୁଜା ଦେଉଁକେ ଇସ୍ରାଏଲାର୍ ଇସ୍ୱରାର୍ ବେଦି ହାଜ୍ଲାୟ୍। 3 ଆର୍ ସେମଃନ୍ ବିନ୍ବିନ୍ ଦେସାର୍ ଲକ୍ମଃନାର୍ ଗିନେ ଡିରିଜାୟ୍ ହୁଜା ବେଦିକେ ସେତିର୍ ଜିମି ଉହ୍ରେ ହଃକା ହାଜ୍ଲାୟ୍; ସେ ଉହ୍ରେ ଇସ୍ୱରାର୍ ଗିନେ ହମ୍ ହୁଜା ସଃକାଳ୍ୟା ଆର୍ ସଃଞ୍ଜୁଆ ହମ୍ହୁଜା ଦିଲାୟ୍। 4 ଇତାର୍ହଃଚ ସେମଃନ୍ ଲେକା ହଃର୍କାରେ ହଃତାର୍ କୁଳିଆର୍ ହଃର୍ବ୍ ମାନ୍ଲାୟ୍ ଆର୍ ହଃତିଦିନ୍ ଲଳା ହଃର୍କାରେ ଆର୍ ବିଦି ହଃର୍କାରେ ଗଃଣିତା ଇସାବେ ଦିନ୍କେ ହମ୍ହୁଜା ଦିଲାୟ୍। 5 ଇତାର୍ ହଃଚେ ହଃତିଦିନ୍ ହମ୍ହୁଜା ଆର୍ ଅଃମାସ୍ଦିନ୍ ଆର୍ ଇସ୍ୱର୍ ନିର୍ମୁଳ୍କଃଲା ସଃବୁ ହଃର୍ବ୍ ଆର୍ ମାପୁରାର୍ ଗିନେ ନିଜାର୍ ଇଚାୟ୍ ହୁଜାଦାନ୍ ଦେତା ଲଃକ୍ମଃନ୍ ହଃତିଲକ୍ ଦାନ୍ ଦେଉଁକେ ଦଃର୍ଲାୟ୍। 6 ସାତ୍ ମାସାର୍ ହଃର୍ତୁ ଦିନେ ହୁଣି ସେମଃନ୍ ଇସ୍ୱରାର୍ ଗିନେ ହମ୍ହୁଜା ଦେଉଁକେ ଆରୁମ୍ କଃଲାୟି; ମଃତର୍ ସଃଡେବଃଳ୍ ଇସ୍ୱରାର୍ ମନ୍ଦିରାର୍ ଜିମି ଆରୁମ୍ ଅୟ୍ନଃରିଲି।
7 ଆରେକ୍ ସେମଃନ୍ ପାରସ୍ୟର୍ ରଃଜା କରସ୍ କୟ୍ଲା ହଃର୍କାରେ ରାଜ୍ମିସ୍ତୁରି ଆର୍ ବାଡ଼ାୟ୍ ମଃନ୍କେ ଡାବୁ ଦିଲାୟ୍; ଆର୍ ଲିବାନନ୍ ତଃୟ୍ହୁଣି ଜାପତଃୟ୍ ରିଲା ସଃମ୍ନ୍ଦ୍ ହଃତେକ୍ ଏରସ୍ କାଟ୍ ଆଣୁକେ ସିଦନିୟ ଆର୍ ସରିୟ ଲକ୍ମଃନ୍କେ କାଦିହିଦି ଆର୍ ଚିକଣ୍ ଦିଲାୟ୍। 8 ଇସ୍ୱର୍ ଜିରୁସାଲେମ୍ ଗଃରେ ସେମଃନ୍ ଆୟ୍ଲାର୍ ଦୁଇ ବଃର୍ସାର୍ ଦୁଇ ମାସ୍ ଆୟ୍ଲାକେ ସଲ୍ଟିଏଲର୍ ହୟିସି ଜିରୁବାବେଲ୍ ଆର୍ ଜସଦକର୍ ତାର୍ ହୟିସି ଜେସୁୟ ଆର୍ ସେମଃନାର୍ କଃତିଲକ୍ ଜାଜକ୍ମଃନ୍ ଆର୍ ଲେବିୟ ବାୟ୍ମଃନ୍ ଆର୍ କଃୟ୍ଦି ଜିରୁସାଲମେ ଆସିରିଲା ସଃବ୍କେ ଆରୁମ୍ କଃରି ଇସ୍ୱରାର୍ ଗଃର୍ କାମ୍ ଦଃକାସୁଣା କଃରୁକେ କଳେ ବଃର୍ସ୍ ତଃୟ୍ ହୁଣି ଅଃଦିକ୍ ବଃର୍ସାର୍ ଲେବିମଃନ୍କେ ବାଚ୍ଲାୟ୍। 9 ସଃଡେବଃଳ୍ ଜେସୁୟ ତାର୍ ହୟସି ଆର୍ ବାୟ୍ସିମଃନ୍ କଦମିଏଲ୍ ଆର୍ ତାର୍ ହଃୟ୍ସିମଃନ୍ ଜିଉଦାର୍ ହଃୟ୍ସିମଃନ୍ ଇସ୍ୱରାର୍ ଗଃରେ କାମ୍ କଃରୁମଃନ୍କେ କାମ୍ କଃରାଉଁକେ ଗଟେତଃୟ୍ ଟିଆ ଅୟ୍ଲାୟ୍, ହେନାଦଦର୍ ହଃୟ୍ସିମଃନ୍, ସେମଃନାର୍ ହୟ୍ସିମଃନାର୍ ହଃୟ୍ସିମଃନ୍, ସେମଃନ୍ ମନ୍ଦିର୍ ବାନ୍ଦୁକେ ଦାୟିତ୍ ନିଲାୟ୍ ଇମଃନ୍ ଲେବିୟ ଲକ୍। 10 ଆର୍ ମଃନ୍ଦିର୍ ବାନ୍ଦୁମଃନ୍ ଗଃରାର୍ ଜିମି ହଃକାଉତାବଃଳ୍ ସେମଃନ୍ ଇସ୍ରାଏଲାର୍ ରଃଜା ଦାଉଦ୍ ତିର୍ କଃଲା ହଃର୍କାରେ ଇସ୍ୱରାର୍ ଗୁଣ୍ଗାଉଁକେ ନିଜାର୍ ନିଜାର୍ ବଃସ୍ତର୍ ହିନ୍ଦିରିଲା ଜାଜକ୍ମଃନ୍କେ ତୁରି ସଃଙ୍ଗ୍ ଆର୍ ଆସ୍ପରାର୍ ହିଲାମଃନ୍ ଲେବିୟମଃନ୍କେ ଉଲୁଡ଼ିହାଡ଼ି ଟିଆ କଃଲାୟି। 11 ଆର୍ ସେମଃନ୍ ଇସ୍ୱର୍କେ ଦନ୍ୟବାଦ୍ ଆର୍ ଜୁଆର୍ କଃରି ଗିତ୍ କୟ୍ଲାୟ୍, " ସେ ଉହ୍କାର୍କାରି ବଃଲେକ୍ ଇସ୍ରାଏଲାର୍ ହାୟ୍ଁ ତାର୍ ଲାଡ୍ ଜୁଗ୍ଜୁଗାର୍ ଇସ୍ୱରାର୍" ଗଃରେ ଜିମି ବଃସାଉଁକେ ସେମଃନ୍ ଇସ୍ୱର୍କେ ଗୁଣ୍ ଗାଉତାବଃଳ୍ ସଃବୁ ଲକ୍ ବେସି ସଃବଦେ ଗିତ୍ କୟ୍ଲାୟ୍। 12 ମଃତର୍ ଜୁୟି ଜାଜକ୍, ବଃଉଁସାର୍ ଅଃନେକ୍ ବୁଡାଲକ୍ମଃନ୍ ହଃର୍ତୁ ଗଃର୍, ସେମଃନାର୍ ଆକାୟ୍ ଦଃକିରିଲାୟ୍ ଇ ଗଃରାର୍ ଜିମି ବଃସାଉତାବଃଳ୍ ଦଃକି ସେମଃନାର୍ ବିତ୍ରେ ଅଃନେକ୍ ଲକ୍ ବେସି ସଃବଦ୍କଃରି କାନ୍ଦ୍ଲାୟ୍ ଆର୍ ଅଃନେକ୍ ଲକ୍ ସଃର୍ଦାୟ୍ ବେସି ସଃବଦେ ଗିତ୍ କଃୟ୍ଲାୟ୍। 13 ସେତାକେ ଲକ୍ମଃନାର୍ କାନ୍ଦ୍ଣା ସଃବଦ୍ ଆର୍ ଗିତ୍ କଃଉତାର୍ ସଃବଦ୍ ଜାଣା ନଃହେଳ୍ଲି; କାୟିତାକ୍ ବଃଲେକ୍ ଲଃକ୍ମଃନ୍ ବଡେ ସଃବଦ୍ କଃଲାୟି, ସେତିର୍ ସଃବଦ୍ ବଃଡେ ଦୁରି ହଃତେକ୍ ଗଃଲି।