1 ଏଜ୍ରା ଇସ୍ୱରାର୍ ମନ୍ଦିର୍ ମୁଆଟିଏ ପାର୍ତ୍ନା କଃର୍ତି ରିଲା ଆର୍ ତାର୍ ଦସ୍ ମାନ୍ତିରିଲା। ଏଜ୍ରା ଇରଃକମ୍ କଃର୍ତି ରିଲାବଃଳ୍ କଃତେକ୍ ଲକ୍ ଇସ୍ରାଏଲାର୍ ଅଃଣ୍ଡ୍ରା ଆର୍ ଟକି ଆର୍ ହିଲାଟକିମଃନ୍ ତାର୍ ଚାରିବେଳ୍ତ୍ ଗଟେତଃୟ୍ ରୁଣ୍ଡିରିଲାୟ୍; ସେ ଲଃକ୍ମଃନ୍ ହେଁ ଜଃବର୍ କାନ୍ଦ୍ତି ରିଲାୟ୍। 2 ଇତାର୍ହଃଚ ଏଲମାର୍ ହିଲାମଃନ୍ ବିତ୍ରାର୍ ଜିହିଏଲାର୍ ହୟିସି ସକନିୟ ଏଜ୍ରାକେ ଉତୁର୍ ଦଃୟି କୟ୍ଲା, "ଅଃମିମଃନ୍ ନିଜାର୍ ଇସ୍ୱରାର୍ ବିରୁଦେ ସଃତ୍ ନଃମାନି ବିନ୍ ଜାତିର୍ ଟକିମଃନ୍କେ ବିବା କଃରିଆଚୁ; ଅୟିଲେକ୍ ହେଁ ଇ ବିସୟେ ଅଃବେ ହେଁ ଇସ୍ରାଏଲ୍ ହାଁୟ୍ ଆସା ଆଚେ। 3 ଇତାର୍ଗିନେ ଅଃମିମଃନ୍ ଅଃବେ ଅଃମାର୍ ମାପୁରାର୍ ଆର୍ ଅଃମିମଃନାର୍ ଇସ୍ୱରାର୍ ଆଦେସ୍ ମାନ୍ତା ଲକ୍ମଃନାର୍ ଉପ୍ଦେସ୍ ହଃର୍କାରେ ଇ ସଃବୁ ମାୟ୍ଜିମଃନ୍କେ ଆର୍ ସେମଃନାର୍ ସଃବୁ ହିଲାମଃନ୍କେ ଦୁର୍ କଃରୁକେ ଅଃମିମଃନାର୍ ଇସ୍ୱରାର୍ ସଃଙ୍ଗ୍ ନିୟମ୍ କଃରୁଆଁ; ଆରେକ୍, ଇରି ବିଦି ହଃର୍କାରେ କଃର୍ତା ଲଳା। 4 ତୁୟ୍ ଉଟ୍, କାୟିତାକ୍ ବଃଲେକ୍ ତର୍ ଉହ୍ରେ ଇ କାମାର୍ ବଜ୍ ଆଚେ ଆର୍ ଅଃମିମଃନ୍ ତର୍ ସଃଙ୍ଗ୍ କାମ୍ କଃରୁନ୍ଦ୍; ସାସ୍ ବାନ୍ଦି ଇ କାମ୍ କଃର୍।"
5 ଇତାକ୍ ଏଜ୍ରା ଉଟି ଇ କଃତା ହଃର୍କାରେ କାମ୍ କଃରୁକେ ଜାଜକ୍, ଲେବିୟ ଆର୍ ସଃର୍ନେ ଇସ୍ରାଏଲାର୍ ମୁଡ଼ିକାମଃନ୍କେ ସେତାକ୍ ସଃୟ୍ତ୍ କଃରାୟ୍ଲା ତବେ ସେମଃନ୍ ସଃୟ୍ତ୍ କଃଲାୟି।
6 ଇତାର୍ହଃଚ ଏଜ୍ରା ଇସ୍ୱରାର୍ ମନ୍ଦିର୍ ମୁଆଟିଏ ହୁଣି ଉଟି ଇଲିୟାସିବର୍ ହୟିସି ଜିହନାନ୍ର ବଃକ୍ରାୟ୍ ଗଃଲା; ଆରେକ୍ ସେତି ହଚ୍ଲାକେ, ରୁଟି କି ହାଣି ନଃକାୟ୍ଲା; ବଃଲେକ୍ ସେ ଜିରୁସାଲମେ ବାଉଳି ଆସିରିଲା ଇସ୍ରାଏଲ୍ମଃନାର୍ ହାହାର୍ ହାଁୟ୍ ବେସି ରଃଦନ୍ କଃଲା। 7 ଇତାର୍ହଃଚ ଲଃକ୍ମଃନ୍ ଜିଉଦା ଆର୍ ଜିରୁସାଲେମ୍ ସଃବୁହାକ୍ ଜଃୟ୍ଲେ ହୁଣି ବାଉଳି ଆସିରିଲା ସଃବୁଲକାର୍ ଚଃମେ ପର୍ଚାର୍କଃରି କୟ୍ଲା, ସେମଃନ୍ ଜିରୁସାଲମେ ଏକ୍ଜୁଟ୍ ଅଃଉଅତ୍; 8 ଆରେକ୍, ଲକ୍ମଃନାର୍ ମୁଳିକାମଃନ୍ ଆର୍ ପାରାଚିନ୍ମଃନାର୍ ଆଦେସ୍ ହଃର୍କାରେ ଜୁୟ୍ଲକ୍ ତିନି ଦିନ୍ ବିତ୍ରେ ଜିରୁସାଲମେ ନାସେ, ତଃବେ ତାର୍ ସଃବୁ ସଃମ୍ପତି ଆଣା ଅୟ୍ଦ୍ ଆର୍ ତାକ୍ ଜଃୟ୍ଲେ ହୁଣି ଆୟ୍ଲା, ଦଃଳେ ହୁଣି ବାର୍ କଃରାଅୟ୍ଦ୍।
9 ତଃବେ ଜିଉଦା ଆର୍ ବିନ୍ୟାମିନାର୍ ସଃବୁ ଲକ୍ ତିନି ଦିନ୍ ବିତ୍ରେ ଜିରୁସାଲମେ ରୁଣ୍ଡ୍ଲାୟ୍, ଇରି ରିଲି ନଅ ମାସାର୍ ୨୦ ଦିନ୍ ରିଲି; ଆର୍ ସଃର୍ନେ ଲକ୍ ଇସ୍ୱରାର୍ ମନ୍ଦିରାର୍ ମୁଆଟିର୍ ମଣ୍ଡପେ ବଃସିରିଲାବଃଡ୍ କୁଟୁମ୍ ଆର୍ ବେସି ବଃର୍ସା ଅଃଉତି ରିଲାର୍ ଗିନେ ସଃବୁ ଲକ୍ ତଃର୍ତର୍ତି ରିଲାୟ୍।
10 ସଃଡେବଃଳ୍ ଏଜ୍ରା ଜାଜକ୍ ଟିଆ ଅୟି ସେମଃନ୍କେ କୟ୍ଲା, "ତୁମିମଃନ୍ ସଃତ୍କେ ଅଃମାନ୍ୟା କଃରି ଆଚାସ୍ ଆର୍ ଇସ୍ରାଏଲାର୍ ଦସ୍ ବାଡାଉଁକ୍ ବିନ୍ ଜାତିର୍ ଟକିମଃନ୍କେ ବିବା ଅୟି ଆଚାସ୍। 11 ମଃତର୍ ଅଃବେ ତୁମିମଃନାର୍ ଦାଦିବାବୁମଃନାର୍ ଇସ୍ୱର୍ ମାପୁରାର୍ ତାଣେ ନିଜାର୍ ଦସ୍ ମାନା ଆର୍ ତାର୍ ଇଚା ହୁରାକଃରା; ଆରେକ୍, ଇ ଦେସାର୍ ଲକ୍ମଃନାର୍ ତଃୟ୍ହୁଣି ଆର୍ ବିନ୍ ଦେସାର୍ ଟକିମଃନାର୍ ତଃୟ୍ହୁଣି ନିଜ୍ ନିଜ୍କେ ଅଃଲ୍ଗା କଃରା।" 12 ସଃଡେବଃଳ୍ ସଃର୍ନେ କୁଟୁମ୍ ଉତୁର୍କଃରି ଆଉଲି ଅୟି କୟ୍ଲାୟ୍, ତୁୟ୍ ଜାୟ୍ରି କୟ୍ଲିସ୍, ସେରି "ଅଃମିମଃନ୍ କଃରୁନ୍ଦ୍। 13 ମଃତର୍ ଲଃକ୍ମଃନ୍ ଗାଦେକ୍ ଆର୍ ଅଃବେ ବେସି ବଃର୍ସାର୍ ସଃମୟ୍, ଆର୍ ଅଃମିମଃନ୍ ହଃଦାୟି ଟିଆ ଅଃଉଁକେ ନଃହାରୁ, ଆର୍ ଇରି ଗଟେକ୍ କି ଦୁୟ୍ ଦିନାର୍ କାମ୍ ନୟ୍; ବଃଲେକ୍ ଇ ବିସୟେ ଅଃମିମଃନ୍ ବିରଦ୍ କଃରି ବଃଡେ ହାହ୍ କଃରିଆଚୁ।
14 ଇତାର୍ଗିନେ ସଃର୍ତେ କୁଟୁମ୍ ହାଁୟ୍ ଅଃମାର୍ ଅଃଦିକାରିମଃନ୍ ବାଚ୍ତାର୍ ଆରେକ୍ ଅଃମିମଃନାର୍ ଇସ୍ୱରାର୍ ବଃଡେ ରିସା ଅଃମାର୍ ଉହ୍ରେ ନଃହେଳ୍ତା ହଃତେକ୍ ଆର୍ ଇ କାମ୍ ହୁରା ଅଃଉତା ହଃତେକ୍ ଅଃମିମଃନାର୍ ଗଃଳାର୍ ଜୁୟି ଲଃକ୍ମଃନ୍ ବିନ୍ ଦେସାର୍ ଟକିମଃନ୍କେ ବିବା କଃରିଆଚ୍ତି, ସେ ସଃବୁଲକ୍ ଟିକ୍ ବେଳାୟ୍ ଆସତ୍ ଆର୍ ସେମଃନାର୍ ସଃଙ୍ଗ୍ ହଃତି ଗଃଳାର୍ ପାରାଚିନ୍ମଃନ୍ ଆର୍ ବିଚାର୍କଃରୁମଃନ୍ ଆସତ୍।"
15 ଇ କଃତା ବିରୁଦେ ଅସାହେଲାର୍ ହୟିସି ଜନାତନ୍ ଆର୍ ତିକ୍ବରାର୍ ହୟିସି ଜିହସିୟ ଇ ଦୁୟ୍ ଲକ୍ ହଃକା ଉଟ୍ଲାୟ୍, ଆର୍ ମସୁଲମ୍ ଆର୍ ଲେବିର୍ ସାବେତାୟି ସେମଃନ୍କେ ଆଡିଅୟ୍ଲାୟ୍।
16 ମଃତର୍ ବନ୍ଦିତଃୟ୍ ହୁଣି ଆସିରିଲା ଲଃକ୍ମଃନ୍ ସେ ହଃର୍କାର୍ କାମ୍ କଃଲାୟି। ଆରେକ୍, ଏଜ୍ରା ଜାଜକ୍ ସେ ଲକ୍ମଃନ୍କେ ବାଚ୍ଲା, ଜୁୟ୍ଲକ୍ମଃନ୍ ଗଃର୍କୁଟୁମେ ମୁକ୍ୟା ରିଲାୟ୍। ହଃତି ଗଃର୍କୁଟୁମାର୍ ଏକ୍ଲା ଲେକା ଲକେ ବାଚ୍ଲାୟ୍; ସେମଃନ୍ ଦଃସ୍ ମାସାର୍ ହଃର୍ତୁ ଦିନ୍ ସେରି କଜୁକେ ବଃସ୍ଲାୟ୍। 17 ଆରେକ୍, ସେମଃନ୍ ହଃର୍ତୁ ମାସାର୍ ହଃର୍ତୁ ଦିନ୍ବଃଳ୍ ବିନ୍ ହର୍ ଦେସି ଟକି-ବିବାଅୟ୍ଲା ଅଃଣ୍ଡ୍ରା ସଃବୁଲକାର୍ ବିଚାର୍ କଃରୁକେ ସଃରାୟ୍ଲାୟ୍।
18 ଜାଜକ୍ମଃନାର୍ ହିଲାମଃନାର୍ ବିତ୍ରେ ଜୁୟ୍ମଃନ୍ ବିନ୍ ଦେସାର୍ ଟକିମଃନ୍କେ ବିବା ଅୟ୍ରିଲାୟ୍, ସେମଃନ୍ ଅଃଉଁଲାୟ୍, ଜସଦକର୍ ହୟିସି ଜେସୁୟର୍ ହିଲାମଃନ୍ ଆର୍ ତାର୍ ବାୟ୍ମଃନାର୍ ବିତ୍ରେ ମାସେୟ, ଇଲିଏସର୍, ଜାରିବ ଆର୍ ଗଦଲିୟ।
19 ଏମଃନ୍ ନିଜାର୍ ନିଜାର୍ ଡକୁର୍ସିକେ ଚାଡୁନ୍ଦ୍ ବଃଲି ଆତ୍ ରଃକି ସଃୟ୍ତ୍ କଃଲାୟି; ଆରେକ୍ ଦସି ଅୟ୍ଲାର୍ ଗିନେ ସେମଃନ୍ ନିଜାର୍ ନିଜାର୍ ଦସାର୍ ହାଁୟ୍ ମଃନ୍ଦାର୍ ଗଟେକ୍ ଗଟେକ୍ ମେଣ୍ଡା ହୁଜା ଦିଲାୟ୍। 20 ଆରେକ୍, ଇମେରାର୍ ହିଲାମଃନାର୍ ବିତ୍ରେ ହନାନି ଆର୍ ସବଦିୟ 21 ଆର୍ ହାରିମର୍ ହିଲାମଃନାର୍ ବିତ୍ରାର୍ ମାସେୟ, ଏଲିୟ, ସମଇୟ, ଜିହିୟେଲ୍ ଆର୍ ଉସିୟ;
22 ଆରେକ୍ ପସହୁରାର୍ ହିଲାମଃନାର୍ ବିତ୍ରାର୍ ଇଲିହ-ଏନୟ, ମାସେୟ, ଇସ୍ମାୟେଲ, ନତନେଲ୍, ଜସାବଦ୍ ଆର୍ ଇଲିୟାସା। 23 ଆରେକ୍, ଲେବିୟମଃନାର୍ ବିତ୍ରାର୍ ଜସାବଦ୍, ଆର୍ ସିମିୟି ଆର୍ କଲାୟ, ଇତାକ୍ କଲ୍ଟି ବଃଲି କଃଉତି, ପତାହିୟ, ଜିଉଦା ଆର୍ ଇଲିୟେସର୍;
24 ଆରେକ୍, ଗିତ୍କଃଉମଃନାର୍ ବିତ୍ରାର୍ ଇଲିୟାସିବ; ଜାଗୁଆଳିମଃନାର୍ ବିତ୍ରାର୍ ସଲୁମ୍ ଆର୍ ଟେଲମ୍ ଆର୍ ଉରି। 25 ଇସ୍ରାଏଲ୍ ବିତ୍ରାର୍ ପରିସୟର୍ ହିଲାମଃନାର୍ ବିତ୍ରାର୍ ରମିୟ, ଜିସିୟ, ମଲ୍କିୟ,ମିୟାମିନ୍, ଇଲିୟାସର୍, ମଲ୍କିୟ ଆର୍ ବନାୟ। 26 ଏଲମାର୍ ହିଲାମଃନାର୍ ବିତ୍ରାର୍ ମତନିୟ, ଜିକରିୟ, ଆର୍ ଜିୟେଲ୍ ଆର୍ ଅବ୍ଦି ଆର୍ ଜିରେମତ୍ ଆର୍ ଏଲିୟ। 27 ଆର୍ ଆରେକ୍, ସତୁର୍ ହିଲାମଃନାର୍ ବିତ୍ରାର୍ ଇଲିହ-ଏନୟ, ଇଲିୟାସିବ ଆର୍ ମତନିୟ ଆର୍ ଜିରେମତ୍ ଆର୍ ସାବଦ୍ ଆର୍ ଅସିସା 28 ଆର୍ ବେବୟର୍ ହିଲାମଃନାର୍ ବିତ୍ରାର୍ ଜିହହାନନ୍, ହନାନିୟ, ସବେୟ, ଅତଲୟ;
29 ଆରେକ୍, ବାନିର୍ ହିଲାମଃନାର୍ ବିତ୍ରାର୍ ମସୁଲମ୍, ମଲୁକ ଆର୍ ଅଦାୟା, ଜାସୁବ ଆର୍ ସାଲ, ଜିରେମତ୍। 30 ଆର୍ ପହତ୍-ମୟାବର୍ ହିଲାମଃନାର୍ ବିତ୍ରାର୍ ଅଦନ୍ ଆର୍ କଲାଲ୍, ବନାୟ, ମାସେୟ, ମତନିୟ, ବସଲେଲ୍ ଆର୍ ବିନୁଇ ଆର୍ ମନସି;
31 ଆରେକ୍, ହାରିମାର୍ ହିଲାମଃନାର୍ ବିତ୍ରାର୍ ଇଲିୟେସର୍, ଜିସିୟ, ମଲ୍କିୟ୍, ସମଇୟ, ସିମିୟନ୍; 32 ବିନ୍ୟାମିନ୍, ମଲୁକ, ସମରିୟ; 33 ହସୁମର୍ ହିଲାମଃନାର୍ ବିତ୍ରାର୍ ମତନିୟ, ମତତ, ସାବଦ୍, ଇଲିପେଲଟ୍, ଜିରେମୟ, ମନସି, ସିମିୟି,
34 ବାନିର୍ ହିଲାମଃନାର୍ ବିତ୍ରାର୍ ମାଦୟ, ଅମ୍ରାମ୍ ଆର୍ ଉୟେଲ; 35 ବନାୟ, ବେଦିୟା, କଲୁହୁ; 36 ବନିୟ, ମରେମତ୍, ଇଲିୟାସିବ; 37 ମତନିୟ, ମତନୟ ଆର୍ ଜାସୟ;
38 ଆରେକ୍, ବାନି ଆର୍ ବିନୁଇ, ସିମିୟି;
39 ସେଲିମିୟ ଆର୍ ନାତନ୍ ଆର୍ ଅଦାୟା;
40 ମଗଦ୍ବୟ, ସାସୟ, ସାରୟ;
41 ଅସରେଲ୍ ଆର୍ ସେଲିମିୟ, ସମରିୟ;
42 ସଲୁମ, ଅମରିୟ, ଜସେପ୍।
43 ନବର୍ ହିଲାମଃନାର୍ ବିତ୍ରାର୍ ଜିୟୟେଲ, ମତତିୟ, ସାବଦ୍, ସବିନ, ଜଦୟ ଆର୍ ଜୟେଲ୍, ବନାୟ;
44 ଏମଃନ୍ ସଃବୁଲକ୍ ବିନ୍ ଜାତିର୍ ଟକିମଃନ୍କେ ସଃଙ୍ଗାୟ୍ ରିଲାୟ୍; ଆରେକ୍ ସେ ଟକିମଃନାର୍ ହେଟେ ହୁଣି କଃତିଲକାର୍ ହିଲାଟକି ଜଃର୍ନ୍ ଅୟ୍ରିଲାୟ୍।