1 ଜୁୟ୍ମଃନ୍ କଃୟ୍ଦି ଅୟ୍ରିଲାୟ୍, ସେମଃନାର୍ ବିତ୍ରେ ନିଜାର୍ ଦେସାର୍ ଇ ଲଃକ୍ମଃନ୍ ସଃବୁ ଲକ୍ ଜିରୁସାଲେମ୍ ଆର୍ ଜିହୁଦାର୍ ଅଃହ୍ଣା ଅଃହ୍ଣାର୍ ଗଃଳେ ବାଉଳି ଆୟ୍ଲାୟ୍; ବାବିଲାର୍ ରଃଜା ନବକୁଦ୍ନିଜର୍ ଇମଃନ୍କେ ନୟ୍ଜାୟ୍ରିଲା। 2 ଏମଃନ୍ ଜିରୁବାବେଲ୍, ଜେସୁୟ, ନିହିମିୟା, ସରାୟ୍, ରିଏଲାୟ୍,ମର୍ଦକିୟ, ବିଲ୍ସନ୍, ମିସ୍ୱର୍,ବିଗ୍ବୟ୍, ରହୁମ୍, ଆର୍ ବାନା ସଃଙ୍ଗ୍ ବାଉଳି ଆୟ୍ଲାୟ୍। ଇସ୍ରାଏଲାର୍ ଅଃଣ୍ଡ୍ରାଲକାର୍ ଗଃଣିତା କଃଲେକ୍ ଇରି, 3 ପରିସୟର୍ ହଃୟ୍ସିମଃନ୍ ଦୁଇଅଃଜାର୍ ଏକ୍ ସଅ ସତୁରି ଦୁଇ ଲକ୍। 4 ସପଟିଅର୍ ହଃୟ୍ସିମଃନ୍ ତିନିସଅ ସତୁରି ଦୁଇ ଲକ୍। 5 ଆରହର୍ ହଃୟ୍ସିମଃନ୍ ସାତ୍ସଅ ସତୁରି ହାଞ୍ଚ୍ ଲକ୍। 6 ଜେସୁୟ ଆର୍ ଜୟାବର୍ ହୟ୍ସିମଃନାର୍ ବିତ୍ରେ ପହତ୍-ମୟାବର୍ ହଃୟ୍ସିମଃନ୍ ଦୁଇ ଅଃଜାର୍ ଆଟ୍ସ ବାରଲକ୍। 7 ଏଲମାର୍ ହୟିସିମଃନ୍ ଏକ୍ ଅଃଜାର୍ ଦୁଇ ସଅ ପଚାସ୍ ଚାରି ଲକ୍। 8 ସତୁର୍ ହଃୟ୍ସିମଃନ୍ ନଅସଅ ଚାଳିସ୍ ହାଞ୍ଚ୍ ଲକ୍। 9 ସକୟର୍ ହୟିସିମଃନ୍ ସାତ୍ ସଅ ସାଟେ ଲକ୍। 10 ବାନିର୍ ହୟିସିମଃନ୍ ଚଅସଅ ଚାଳିସ୍ ଦୁଇ ଲକ୍। 11 ବେବୟର୍ ହୟିସିମଃନ୍ ଚଅସଅ କଳେତିନି ଲକ୍। 12 ଅସ୍ଗଦର୍ ହୟିସିମଃନ୍ ଏକ୍ ଅଃଜାର୍ ଦୁଇସଅ କଳେଦୁଇ ଲକ୍। 13 ଅଦନିକାମର୍ ହଃୟ୍ସିମଃନ୍ ଚଅ ସଅ ସାଟେଚଅ ଲକ୍। 14 ବିଗ୍ବୟ୍ର୍ ହଃୟ୍ସିମଃନ୍ ଦୁଇ ଅଃଜାର୍ ପଚାସ୍ ଚଅ ଲକ୍। 15 ଅଦିନର୍ ହୟିସିମଃନ୍ ଚାରିସଅ ପଚାସ୍ଚାରି ଲକ୍। 16 ହିଜକିଅର୍ ବଂସେ ଜାତ୍ ଆଟର ତାର୍ ହଃୟ୍ସିମଃନ୍ ନବେଆଟ୍ ଲକ୍। 17 ବେତ୍ସୟର୍ ହଃୟ୍ସିମଃନ୍ ତିନିସଅ କଳେତିନି ଲକ୍। 18 ଜରାହର୍ ହିଲାମଃନ୍ ସଏ ବାର ଲକ୍। 19 ହସୁମର୍ ହିଲାମଃନ୍ ଦୁଇସଅ ତେର ଲକ୍। 20 ଗିଦରର୍ ହିଲାମଃନ୍ ନବେହାଞ୍ଚ୍ ଲକ୍। 21 ବେତଲିହିମ୍ ଗଃଳାର୍ ହିଲାମଃନ୍ ସଏ ତେଇସ୍ ଲକ୍। 22 ନଟପର ବଃସ୍ତି ଲକ୍ ପଚାସ୍ ଚଅ ଲକ୍। 23 ଅନାତତର୍ ବଃସ୍ତି ଲକ୍ ସଏ କଳେଆଟ୍ ଲକ୍। 24 ଆସ୍ମାବତର୍ ବଃସ୍ତି ହଃୟ୍ସିମଃନ୍ ଚାଲିସ୍ ଦୁଇଲକ୍। 25 କିରିୟତ୍ ଜିଆରିମ୍ ଆର୍ କପିରା ବେରତା ବଃସ୍ତତିର୍ ହିଲାମଃନ୍ ସାତ୍ସଅ ଚାଲିସ୍ ଏକ୍ ଲକ୍। 26 ରାମା ଆର୍ ଗେବାର୍ ହିଲାମଃନ୍ ଚଅସଅ କଳେ ଏକ୍ ଲକ୍। 27 ମକ୍ମସର୍ ବଃସ୍ତିର୍ ଲକ୍ମଃନ୍ ସଏ ବାଇସ୍ ଲକ୍। 28 ବେତେଲର୍ ଆର୍ ଅୟର୍ ବଃସ୍ତିର୍ ଲକ୍ ଦୁଇସଅ ତେଇସି ଲକ୍ 29 ନବରାର୍ ହିଲାମଃନ୍ ପଚାସ୍ଦୁଇ ଲକ୍। 30 ମଗ୍ବିସ୍ ତାର୍ ହିଲାମଃନ୍ ସଏ ପଚାସ୍ଚଅ ଲକ୍। 31 ବିନ୍ ଏଲମାର୍ ବଃସ୍ତିର୍ ହିଲାମଃନ୍ ଏକ୍ ଅଃଜାର୍ ଦୁଇସଅ ପଚାସ୍ଚାରି ଲକ୍। 32 ହରିର୍ ହିଲାମଃନ୍ ତିନିସଅ କଳେ ଲକ୍। 33 ଲୁଦ୍ ଆର୍ ହାଦିଦ୍ ଆର୍ ଅନର୍ ହିଲାମଃନ୍ ସାତ୍ସଅ ପଚିସ୍ ଲକ୍। 34 ଜିରିହର୍ ବଃସ୍ତିର୍ ହିଲାମଃମ୍ ତିନିସଅ ଚାଳିସ୍ ହାଞ୍ଚ୍ ଲକ୍। 35 ସନାୟର୍ ହିଲାମଃନ୍ ତିନି ଅଃଜାର୍ ଚଅସଅ ତିରିସ୍ ଲକ୍। 36 ଜାଜକ୍ମଃନ୍; ଜେସୁୟ ବଂସାର୍ ଜିଦୟର ହିଲାମଃନ୍ ନଅସଅ ସତୁରି ତିନି ଲକ୍ 37 ଇମେରର୍ ହିଲାମଃନ୍ ଏକ୍ ଅଃଜାର୍ ପଚାସ୍ଦୁଇ ଲକ୍। 38 ପସ୍ହୁରର୍ ହିଲାମଃନ୍ ଏକ୍ ଅଃଜାର୍ ଦୁଇସଅ ଚାଳିସ୍ ସାତ୍ ଲକ୍। 39 ହାରିମର୍ ହିଲାମଃନ୍ ଏକ୍ ଅଃଜାର୍ ସଃତର ଲକ୍। 40 ଲେବିଅମଃନ୍କେ ଗଃଣ୍ଲେକ୍ ସଃବୁ; ହଦବିଅର୍ ହିଲାମଃନାର୍ ବିତ୍ରେ ଜେସୁୟ ଆର୍ କଦମିୟେଲର୍ ହିଲାମଃନ୍ ସତୁରି ଚାରି ଲକ୍। 41 ଗିତ୍ କଃଉତା ଲକ୍ମଃନ୍; ଆସ୍ପର୍ ହିଲାମଃନ୍ ଏକସଅ କଳେଆଟ୍ ଲକ୍। 42 ମନ୍ଦିର୍ ଦୁଆରେ ଜାଗୁମଃନ୍; ସଲୁମର୍ ହିଲାମଃନ୍ ଆଟେରର୍ ହିଲାମଃନ୍ ଟଲ୍ମନର୍ ହିଲାମଃନ୍, ଅକୁବର୍ ହିଲାମଃନ୍,ହଟିଟାର୍ ହିଲାମଃନ୍,ସବୟର୍ ହିଲାମଃନ୍, ସବୁ ମିସି ଏକ୍ସଅ ଏକ୍ ଉଣା ଚାଲିସ୍ ଲକ୍। 43 ମନ୍ଦିର୍ ସେବାକାରି ଲଃକ୍ମଃନ୍; ସିହର୍ ହିଲାମଃନ୍, ହସୁପର୍ ହିଲାମଃନ୍,ଟଦାୟତର୍ ହିଲାମଃନ୍। 44 କରସର୍ ହିଲାମଃନ୍, ସିୟର୍ ହିଲାମଃନ୍, ପାଦନାର୍ ହିଲାମଃନ୍। 45 ଲବାନର୍ ହିଲାମଃନ୍, ହଗାବର୍ ହିଲାମଃନ୍, ଆକୁବର୍ ହିଲାମଃନ୍; 46 ହାଗାବର୍ ହିଲାମଃନ୍,ସମ୍ଲାୟି, ହାନନ୍, 47 ଗିଦେଲର୍ ହିଲାମଃନ୍, ଗହରର୍ ହିଲାମଃନ୍, ରାୟାର୍ ହିଲାମଃନ୍; 48 ରତ୍ସିନର୍ ହିଲାମଃନ୍, ନକଦର୍ ହିଲାମଃନ୍, ଗସମର୍ ହିଲାମଃନ୍, 49 ଉସର୍ ହିଲାମଃନ୍, ପାସେହର୍ ହିଲାମଃନ୍, ବେସୟର୍ ହିଲାମଃନ୍; 50 ଆସ୍ନାର୍ ହିଲାମଃନ୍, ମିନୁନିମର୍ ହିଲାମଃନ୍, ନପିସିମର୍ ହିଲାମଃନ୍, 51 ବକ୍ବୁକର୍ ହିଲାମଃନ୍, ହପୁପାର୍ ହିଲାମଃନ୍, ହର୍ହୁରାର୍ ହିଲାମଃନ୍, 52 ବସ୍ଲୁତର୍ ହିଲାମଃନ୍, ମହିଦାରାର୍ ହିଲାମଃନ୍, ହର୍ସାର୍ ହିଲାମଃନ୍; 53 ବର୍କସର୍ ହିଲାମଃନ୍, ସିସେରା ହିଲାମଃନ୍, ତେମହର୍ ହିଲାମଃନ୍, 54 ନତ୍ସିହର୍ ହିଲାମଃନ୍, ହଟିପାର୍ ହିଲାମଃନ୍; 55 ସଲମଃନାର୍ ଦାସ୍ମଃନାର୍ ହିଲାମଃନ୍, ସଟୟର୍ ହିଲାମଃନ୍, ହସପେରତର୍ ହିଲାମଃନ୍,ପରୁଦର୍ ହିଲାମଃନ୍; 56 ଜାଳାର ହିଲାମଃନ୍, ଦର୍କଣାର୍ ହିଲାମଃନ୍, ଗିଦେଲର୍ ହିଲାମଃନ୍, 57 ସପଟିୟର୍ ହିଲାମଃନ୍, ହଟିଲର୍ ହିଲାମଃନ୍, ପକେରତ୍-ହତ୍ସବାୟ୍ମର୍ ହିଲାମଃନ୍, ଆମିର୍ ହିଲାମଃନ୍; 58 ମନ୍ଦିରେ କାମ୍ କଃର୍ତି ରିଲା ଲକମଃନ୍ ଆର୍ ସଲ୍ମନାର୍ ଦାସ୍ମଃନ୍କାର୍ ହିଲାମଃନ୍କାର୍ ସଃବୁ ମିସି ତିନିସଅ ନବେ ଦୁଇ ଲକ୍। 59 ଆରେକ୍ ତେଲ୍-ମେଲହର୍, ତେଲ୍ହର୍ସା, କରୁବ୍, ଅଦନ,ଆର୍ ଇମେର୍, ଇ ସବୁଟାଣେ ହୁଣି ଲକ୍ମଃନ୍ ଆୟ୍ଲାୟ୍,ମଃତର୍ ସେମଃନ୍ ଇସ୍ରାଏଲ୍ ଲକ୍ବଃଲି ନିଜାର୍ ନିଜାର୍ ଉବାସିମଃନାର୍ ବଃଉଁସ୍ ଆର୍ ଗସ୍ଟିର୍ ବଃଲି ଦଃକାଉଁ ନାହାର୍ଲାୟ୍, ସେ ଲକ୍ମଃନ୍ ଇରି ବଃଲେକ୍, 60 ଦଲାୟର୍ ହିଲାମଃନ୍, ଟବିୟର୍ ହିଲାମଃନ୍, ନକଦର୍ ହିଲାମଃନ୍, ଚଅସଅ ପଚାସ୍ଦୁଇ ଲକ୍। 61 ଜାଜକ୍ମଃନାର୍ ହିଲାମଃନାର୍ ବିତ୍ରେ ହବାୟର୍ ହିଲାମଃନ୍, ହକ୍ଲସର୍ ହିଲାମଃନ୍, ବର୍ସଲୟର୍ ହିଲାମଃନ୍, ଇ ବର୍ସଲୟ ଗିଲିଦିଅ ବର୍ସଲୟର୍ ଗଟେକ୍ ଜିସି ରିଲି, ତାକେ ବିବା କଃଲାକେ ତାର୍ ନାଉ ହଃର୍କାରେ ଡାକ୍ହୁଟା ଅୟ୍ରିଲାୟ୍। 62 ଇମଃନ୍କାର୍ ବଃଉଁସ୍ ବାଡ୍ଲା ହଃର୍କାରେ ଗଃଣିତା କଃଲା ଲକ୍ମଃନାର୍ ବିତ୍ରେ ଅଃହ୍ଣାମଃନାର୍ ବଃଉଁସ୍ ବାଡ୍ଲା ଲେକା କଜ୍ଲାୟ୍, ମଃତର୍ ହାଉଁ ନାହାର୍ଲାୟ୍; ସେତାକ୍ ଇମଃନ୍ ବିଟାଳ୍ ବଃଲାୟ୍ ଅୟି ଜାଜକ୍, ହଃଦେ ହୁଣି ବାରୟ୍ ଗଃଲାୟି 63 ଆରେକ୍ ସାସନ୍କଃରୁ ସେମଃନ୍କେ କୟ୍ଲା, ଉରିମ୍ ଆର୍ ତୁମିମ୍ ଦଃରୁ,କୁୟି ଜାଜକ୍ ହେଁ ଜାତ୍ ନଃଉତା ହଃତେକ୍ ସେମଃନ୍ ପବିତ୍ର ଜିନିସ୍ ନଃକାତି। 64 ରୁଣ୍ଡ୍ଲା ସଃବୁ ସଃମାଜାର୍ ଲକ୍ ଚାଲିସ୍ ଦୁଇଅଃଜାର୍ ତିନିସଅ ସାଟେ ଲକ୍ ରିଲାୟ୍। 65 ଇରି ଚାଡି ସେମଃନାର୍ ଦାସ୍ଦାସି ସାତ୍ ଅଃଜାର୍ ତିନିସଅ ତିରିସ୍ ସାତ୍ ଲକ୍ ରିଲାୟି ଆରେକ୍ ସେମଃନାର୍ ଗିତ୍ କଃଉତା ଟକି ଅଃଣ୍ଡ୍ରା ଲଃକ୍ମଃନ୍ ଦୁଇସଅ ରିଲାୟି। 66 ସେମଃନାର୍ ସାତ୍ସଅ ତିରିସ୍ ଚଅ ଗଟ୍ ଗଳା ରିଲାୟ୍; ଦୁଇସଅ ଚାଳିସ୍ ହାଞ୍ଚ୍ଗଟ୍ କଚର ରିଲାୟି; 67 ଚାରିସଅ ତିରିସ୍ ହାଞ୍ଚ୍ଗଟ୍ ଉଟ୍ ରିଲାୟ୍,ଚଅ ଅଃଜାର୍ ସାତ୍ସଅ କଳେଗଟ୍ ଗଃଦ ରିଲାୟ୍। 68 ଇତାର୍ ହଃଚେ ଉବାସିର୍ ବଃଉଁସାର୍ କଃତିଗଟ୍ ମୁଳିକା ଲକ୍ମଃନ୍ ଇସ୍ୱରାର୍ ଜିରୁସାଲେମ୍ ଗଃରେ ଆୟ୍ଲାକେ, ଇସ୍ୱରାର୍ ସେ ଗଃର୍ ରିଲା ଟାଣେ ସେ ଗଃର୍ ବାନ୍ଦୁକେ ମଃନେହାଚି ଦାନ୍ ଦିଲାୟ୍।
69 ସେମଃନ୍ ଅଃହ୍ଣା ଅଃହ୍ଣାର୍ ସଃକ୍ତି ହଃର୍କାରେ ସେ କାମାର୍ ବଃଣ୍ଡାରେ ସାଟେ ଏକ୍ ପାଉଣ୍ଡାର୍ ସନା ଟଃକା ଆର୍ ହାଞ୍ଚ୍ ଅଃଜାର୍ ପାଉଣ୍ଡ୍ ରୁହା ଆର୍ ଜାଜକ୍ମଃନାର୍ ଗିନେ ଏକ୍ ସଅ ବଃସ୍ତର୍ ଦିଲାୟ୍।
70 ଆରେକ୍ ଜାଜକ୍ମଃନ୍ ଆର୍ ଲେବିୟମଃନ୍ ଆର୍ ଜିରୁସାଲମ୍ ଚଃମେ ରେତା କଃତିଲକ୍ମଃନ୍, ଆର୍ ଗିତ୍ କଃଉମଃନ୍ ଆର୍ ଦୁଆରେ ଜାଗୁମଃନ୍ ଆର୍ ମଃନ୍ଦିରେ ହୁଜେରି ମଃନ୍କାର୍ ସଃଙ୍ଗ୍ କାମ୍ କଃର୍ତା ଲକ୍ ନିଜାର୍ ନିଜାର୍ ଗଃଳେ ଆର୍ ଇସ୍ରାଏଲ୍ ଜାକ ନିଜାର୍ ନିଜାର୍ ବଃସ୍ତିଏ ବାସ୍ କଃଲାୟି।