1 ଜିରିମିୟର୍ ଟଣ୍ଡେ ହୁଣି ବାରୟ୍ଲାର୍ ଇରି ଇସ୍ୱରାର୍ କଃତା ହୁରୁଣ୍ ଅଃଉଁକେ ପାରସ୍ୟର୍ ରଃଜା କରସ୍ ଦେସ୍ ଚାଲାଉତା ବଃଳ୍ ହଃର୍ତୁ ବଃର୍ସ୍ ଇସ୍ୱର୍ ପାରସ୍ୟର୍ ରଃଜା କରସାର୍ ମଃନେ ଦିଲା,ସେ ନିଜାର୍ ରାୟିଜାର୍ ସଃବୁବାଟ୍ ପର୍ଚାର୍ କଃରାୟ୍ ଆର୍ ଲେକାୟ୍ ଇ କଃତା କଃଉଁକେ ଆଦେସ୍ ଦିଲା।
2 ପାରସ୍ୟର୍ ରଃଜା ଇରି କଃଉଁଲା, ଇସ୍ୱର୍ ସଃର୍ଗାର୍ ଜୁଗ୍ଜୁଗାର୍ ଇସ୍ୱର୍, ହୁର୍ତିବିର୍ ସଃବୁ ରାୟିଜ୍ ଅଃମିକେ ଦଃୟିଆଚେ; ଆର୍ ସେ ଜିଉଦା ଦେସାର୍ ଜିରୁସାଲେମ୍ ତଃୟ୍ ଅଃମିକେ ତାର୍ ଗିନେ ଗଟେକ୍ ପାର୍ତନାଗଃର୍ ବାନ୍ଦୁକେ ଅଃମିକେ କୟ୍ଆଚେ।
3 ତୁମିମଃନାର୍ ସବୁ ଲକ୍ମଃନାର୍ ବିତ୍ରେ ଜେହେଁ ଅଃଉଅତ୍ ଇସ୍ୱର୍ ସେମଃନାର୍ ଉହ୍କାର୍ କଃର, ଆର୍ ତୁୟ୍ ଜିଉଦା ଦେସାର୍ ଜିରୁସାଲମେ ଜାୟ୍କଃରି ଇସ୍ରାଏଲାର୍ ଇସ୍ୱରାର୍ ଜିରୁସାଲମେ ଗଃର୍ ହାଜ୍, ସେ ଅଃଉଁଲା ଇସ୍ୱର୍।
4 ଆର୍ ଜେଏ ହେଁ ଜୁୟ୍ତି ରଃୟ୍ ବାସ୍ କଃରୁଲାୟ୍, ତାର୍ ସେତି ରେତା ଲଃକ୍ମଃନ୍ ଇସ୍ୱରାର୍ ଗଃରାର୍ ଗିନେ ମଃନେହାଚି ଦିଲା ଦାନ୍କେ ଚାଡି ରୁହା ଆର୍ ସନା, ବିନ୍ବିନ୍ ଜିନିସ୍ ଆର୍ ହସୁ ଦଃୟି ତାର୍ ଉହ୍କାର୍ କଃରତ୍। 5 ସଃଡେବଃଳ୍ ଜିଉଦାର୍ ଆର୍ ବିନ୍ୟାମିନାର୍ ଦାଦିବାବୁମଃନାର୍ ମୁଳିକାମଃନ୍ ଆର୍ ଜାଜକ୍ମଃନ୍ ଆର୍ ଲେବିଅମଃନ୍, ବଃଲେକ୍ ଇସ୍ୱରାର୍ ପାର୍ତନାଗଃର୍ ହାଜୁ ଜଃଉଁକେ ଇସ୍ୱର୍ ଜୁୟ୍ଜୁୟ୍ ଲକାର୍ ମଃନ୍କେ ଚେତାୟ୍ ଦିଲା ସେମଃନ୍ ଉଟ୍ଲାୟ୍।
6 ଆର୍ ମଃନେହାଚି ଦିଲା ଦାନ୍କେ ଚାଡି ସେମଃନାର୍ ଚାରିଦିଗାର୍ ଲଃକ୍ମଃନ୍ ରୁହାର୍ କପା, ସନା, ବିନ୍ବିନ୍ ଜିନିସ୍ ଆର୍ ହସୁ ଆର୍ ବେସିମଲାର୍ ଜିନିସ୍ମଃନ୍ ମଃନ୍ଦିର୍ ହାଁୟ୍ ଦାନ୍ ଦିଲାୟ୍।
7 ଆର୍ ନବକୁଦ୍ନିଚର୍ ଇସ୍ୱରାର୍ ଗଃରାର୍ ସଃବୁ ଆସ୍ତିବାଡି ଜିରୁସାଲମେ ହୁଣି ଆଣି ନିଜାର୍ ଦେବ୍ତା ରିଲା ମଃନ୍ଦିରେ ସଃଙ୍ଗାୟ୍ରିଲା, କରସ୍ ରଃଜା ସେରି ସଃବୁ ବାର୍କଃରି ଆଣ୍ଲା।
8 ପାରସ୍ୟର୍ ରଃଜା କରସାର୍ ଟଃକା ସନାର୍ ମୁସ୍କାଦାରି ମିତ୍ରଦତର୍ ଆତେ ସେରି ଆଣାୟ୍ଲା ଜିଉଦାର୍ ଗନର୍ ସେସବସରକେ ସେସବୁକେ ଗଃଣିକଃରି ଦିଲା।
9 ସେ ଜିନିସାର୍ ଇସାବ୍ ଇରି; ତିରିସ୍ ଗଟ୍ ସନା ତାଳି,ଏକ୍ ଅଃଜାର୍ ରୁହା ତାଳି,ଏକ୍ ଉଣା ତିରିସ୍ ଚୁରି; 10 ତିରିସ୍ ଗଟ୍ ସନାର୍ କପାଗିନା ଚାରିସଅ ଦଃସ୍ ରୁହାର୍ ମଃଜିବଃତ୍ରିଆରି ମତା ଗିଲାସ୍ ଆର୍ ଅଃଜାର୍ ଗଟ୍ ବିନ୍ ଆଣ୍ଡିକଣ୍ଡି। 11 ସଃବୁ ମିସି ହାଞ୍ଚ୍ଅଃଜାର୍ ଚାରିସ ସନା ଆର୍ ରୁହାର୍ ଡକାଆଣ୍ଡି ରିଲି; କଃୟ୍ଦିମଃନ୍ ବାବିଲ୍ ତଃୟ୍ ହୁଣି ଜିରୁସାଲମେ ଆଣ୍ତାବଃଳ୍ ସେସବସର୍ ଇରିମଃନ୍ ଆଣ୍ଲା।