10 ଇ ଉଦାର୍ ବିସୟେ ବାବ୍ବାଦିମଃନ୍ ତୁମିମଃନାର୍ ଗିନେ ଟିକ୍ ଅୟ୍ଲାର୍ ଦଃୟାର୍ କଃତା ଆଗ୍ତୁ ଗଃଟ୍କଃତା କଃତା ଜାଣାୟ୍ଲାୟ୍, ଆରେକ୍ ସେ ମୁକ୍ତିର୍ କଃତା ଜଃତୁନେ ଲଳ୍ଲାୟ୍ ଆର୍ ନିକକଃରି ଦଃକ୍ଲାୟ୍ । 11 ୧:୧୧ ଜଃଡେବଃଳ୍ ବେଳା ଅୟ୍ଦ୍ କି ଜଃଡେବଃଳ୍ ବେଳା ଆସେଦ୍କ୍ରିସ୍ଟର୍ ଦୁକ୍ ବୟ୍ଗ୍ ଆର୍ ତାର୍ ହଃଚାର୍ ଜଃଜ୍ମାନାର୍ କଃତାୟ୍ ହୁର୍ବେହୁଣି ସାକିଦେତା ଲକ୍ ଜେ ସେମଃନାର୍ ମଃଜାର୍ କ୍ରିସ୍ଟର୍ ଆତ୍ମା, ସେ କୁୟ୍ରି କି କୁୟି ରଃକମାର୍ କାଳ୍କେ ଦଃକି କୟ୍ଆଚେ, ସେରି ସେମଃନ୍ ନିକକଃରି ଲଳ୍ଲାୟ୍ ।