6 ଇତାର୍ ଗିନେ ତୁମିମଃନ୍ ସଃର୍ଦା କଃରା, ଅଃୟ୍ଲେକ୍ହେଁ ଅଃବେ ଅଃଳକ୍ ଦିନାର୍ ଗିନେ ତୁମିମଃନ୍କେ ଗାଦା ପରିକ୍ୟାୟ୍ ଦୁକ୍ବୟ୍ଗ୍ କଃରୁକେ ଅୟ୍ଦ୍ । 7 ଜଃନ୍କଃରି ଜୟେ ପରିକ୍ୟା ଅୟି ନଃସ୍ଟ୍ ଅଃଉତା ସନା ତଃୟ୍ହୁଣି ଅଃଦିକ୍ ବଃଡେ ମଲ୍ ତୁମିମଃନାର୍ ପରିକ୍ୟା ଜିଣ୍ଲା ବିସ୍ୱାସ୍, ସେରି ଜିସୁ କ୍ରିସ୍ଟର୍ ଆସ୍ତା ବଃଳ୍ ଗୁଣାର୍ ଆର୍ ଜଃଜ୍ମାନାର୍ ଆର୍ ମାୟ୍ନାର୍ କଃତା ଅୟ୍ଦ୍ 8 ତୁମିମଃନ୍ ତାକ୍ ନଃଦେକି ଲାଡ୍ କଃରୁଲାସ୍, ଆରେକ୍ ଅଃବେ ହେଁ ନଃଦେକ୍ଲେକ୍ ହେଁ ତାର୍ତଃୟ୍ ବିସ୍ୱାସ୍ କଃରି, କଃତାୟ୍ କୟ୍ନଃଉତାର୍ ଆର୍ ଜଃଜ୍ମାନ୍ କଃରି ସଃର୍ଦାୟ୍ ସଃର୍ଦା ଅଃଉଁଲାସ୍, 9 ସେ ବିସ୍ୱାସାର୍ ହଃଳ୍ ହର୍ ତୁମିମଃନାର୍ ଆତ୍ମାର୍ ମୁକ୍ତି, ହାୟ୍ଆଚାସ୍ ।
Publicidade
Publicidade