1 ବୁଦିରିଲା ମାୟ୍ଜି ନିଜାର୍ ଗଃର୍କେ ବୁଦିର୍ ସଃଙ୍ଗ୍ ବଃନାୟିଦ୍; ମଃତର୍ ବୁଦି ନଃରିଲା ମାୟ୍ଜି ନିଜାର୍ ଆତେ ଗଃର୍କେ ନଃସ୍ଟ୍ କଃରେଦ୍।
2 ଜେ ନିଜାର୍ ସଃଜାମଃନେ ଚାଲ୍ଚାଲ୍ତି କଃରେଦ୍ ସେ ଇସ୍ୱର୍କେ ଡିରେଦ୍, ମଃତର୍ କଃରାପ୍ ଲକ୍ ଇସ୍ୱର୍କେ ଗୁର୍ନା କଃରେଦ୍।
3 ବୁଦି ନଃୟ୍ଲା ଲକାର୍ କଃତା ବିପଦ୍ ଆଣେଦ୍,ଆର୍ ବୁଦିରିଲା ଲକାର୍ କଃତା ସେମଃନ୍କେ ରଃକ୍ୟା କଃରେଦ୍।
4 ଜୁଣ୍ଟାଣେ ବଃୟିଲ୍ ନାୟିଁ ସେଟାଣେ ହାଚି ନାୟିଁ, ବଃୟିଲାର୍ ସଃକ୍ତିୟେ ବେସି ହାଚି ଅୟିଦ୍।
5 ସଃତାର୍ ଲକ୍ ସଃତ୍ ସାକି ଦଃୟିଦ୍, ମଃତର୍ ମିଚ୍ ଲକ୍ ମିଚ୍ ସାକି ଦଃୟିଦ୍।
6 ନିନ୍ଦାକାରି ଲକ୍ ଗିଆନ୍ କଜ୍ଲେକ୍ ହାଉଁ ନଃହାରେ; ମଃତର୍ ବୁଦିମାନ୍ ଲକାର୍ ହାଁୟ୍ ଗିଆନ୍ ସଃହଜ୍।
7 ମୁର୍କ୍ ଲକାର୍ ଚଃମେ ଗଃଲେକ୍, ତୁମି ଗିଆନାର୍ କଃତା ହାଉଁ ନଃହାରାସ୍।
8 ଚଃତୁର୍ ଲକ୍ମଃନ୍ ଗିଆନାର୍ ସଃଙ୍ଗ୍ ନିଜାର୍ ବାଟ୍ ବାଚେଦ୍ ମଃତର୍ ମୁର୍କ୍ ଲକ୍ ଅଗିଆନେ ଜଃଟ୍ୟାୟ୍ ଅୟିଦ୍।
9 ହାହି ମଃନ୍ ଦସ୍କେ ସାମାନ୍ୟ ବଃଲି ବାବ୍ତି, ମଃତର୍ ସଃଜା ଲକ୍ମଃନ୍କାର୍ ତଃୟ୍ ଆସିର୍ବାଦ୍ ରଃୟିଦ୍।
10 ନିଜାର୍ ଦୁକ୍ ନିଜାର୍ ମଃନ୍ସେ ଜାଣେ, ଆର୍ ବିନ୍ ଲକ୍ମଃନ୍ ତୁମାର୍ ସଃର୍ଦାୟ୍ ସାହା ନଃକେର୍ତି।
11 ଦୁସ୍ଟ୍ ମଃନ୍କାର୍ ଗଃର୍ ନଃସ୍ଟ୍ ଅୟ୍ଦ୍, ମଃତର୍ ସଃଜା ଲକ୍ମଃନ୍କାର୍ ଗଃର୍ ବଃଲ୍ ଅୟିଦ୍।
12 ମାନାୟ୍ ମଃନ୍କାର୍ ଆକି ଲଃଗେ କୁୟି କୁୟି ରଃସ୍ତା ନିକ ଡିସ୍ତିରଃୟ୍ଦ୍ ; ମଃତର୍ ସେସ୍କେ ମଃର୍ନାର୍ ରଃସ୍ତା ରଃୟିଦ୍।
13 ନିଚଳ୍ତାବଃଳ୍ ମଃନ୍ଦୁକ୍ ଆସେଦ୍: ଆର୍ ସଃର୍ଦାର୍ ସେସ୍ ଦୁକ୍।
14 ଜେ କଃରାପ୍ ଲକ୍ ସେ ନିଜାର୍ କଃଲା କାମାର୍ ହଃଳ୍ ହାୟିଦ୍, ଜେ ବଃଲ୍ ଲକ୍ ତାକାର୍ ବଃଲ୍କାମାର୍ ହାଁୟ୍ ସେମଃନ୍ ସଃନ୍ମତ୍ ହାଉତି।
15 ନିର୍ବୁଦିୟା ଲକ୍ ସଃବୁକଃତା ବିସ୍ବାସ୍ କଃରେଦ୍; ମଃତର୍ ଚଃତୁର୍ ଲକ୍ ଗୁଣ୍ମଦୁର୍ ସଃବୁ ବୁଜେଦ୍।
16 ବୁଦି ରିଲା ଲକ୍ ଡିରେଦ୍ ଆର୍ କଃରାପ୍ କାମ୍ ସଃବୁ ଆସ୍ର ନଃକେରେ; ମଃତର୍ ମୁର୍କ୍ ଲକ୍ କାମ୍କିୟାଲ୍ ବାବି କଃରାପ୍ କାମ୍ କଃରେଦ୍।
17 ଜେ ବେଗି ରିସା ଅୟିଦ୍, ସେ କଃରାପ୍ କାମ୍ କଃରେଦ୍; ଆରେକ୍ ଜେ ବୁଦିମାନ୍ ସେ ଚିମ୍ରା ରଃୟିଦ୍।
18 ଜଃଗ୍ରାତ୍ ନାୟିଲା ଲକ୍ମଃନ୍ ଅଗିଆନାର୍ ଅଃଦିକାର୍ ହାଉତି; ମଃତର୍ ଚଃତୁର୍ ଲକ୍ ଗିଆନାର୍ ମୁକୁଟ୍ ହିନ୍ଦ୍ତି।
19 କଃରାପ୍ ଲକ୍ମଃନ୍ ବଃଲ୍ ଲକାର୍ ମୁଁୟେ ମୁଣ୍ଡ୍ ତଃଳେ କଃର୍ତି ଆର୍ ଦୁସ୍ଟ୍ମଃନ୍ ଦଃର୍ମି ମଃନ୍କାର୍ ଆଗେ ମୁଣ୍ଡ୍ ତଃଳେ କଃର୍ତି।
20 ଗଃରିବ୍ ଲକ୍କେ ନିଜାର୍ ହଃଳ୍ସା ଗଃରାର୍ ଲକ୍ ଗୁର୍ନା କଃର୍ତି; ମଃତର୍ ମାଜନ୍ ଲକ୍କେ ବେସି ସଃଙ୍ଗ୍ ଅଃଉତି।
21 ଜୁୟି ଲକ୍ ନିଜାର୍ ହଃଳ୍ସାର୍ ଲକ୍କେ ଗୁର୍ନା କଃରେଦ୍,ସେ ହାହ୍ କଃରେଦ୍; ମଃତର୍ ଜୁୟ୍ଲକ୍ ଗଃରିବ୍ ଲକ୍କେ ଦଃୟା କଃରେଦ୍ ସେ ଆସିର୍ବାଦ୍ ହାୟିଦ୍।
22 ଲକାର୍ କଃରାପ୍ ଚିନ୍ତା କଃର୍ତା ଲକ୍ କାୟ୍ ନଃସ୍ଟ୍ ନଃଉତି ? ମଃତର୍ ବଃଲ୍ ଚିନ୍ତା କଃର୍ତି ସେମଃନ୍କାର୍ ତଃୟ୍ ସଃତ୍ ଆର୍ ଦଃୟା ରଃୟିଦ୍।
23 ସଃବୁ କାମାର୍ କଃସ୍ଟାର୍ ହଃଳ୍ ଆଚେ; ଆରେକ୍ କାମ୍ ନଃକେରି ଟଣ୍ଡେ ଅଃବ୍କା କଃତା କୟିଲେକ୍ ଗଃରିବ୍ ହଃକା ଅୟିଦ୍।
24 ଗିଆନିମଃନ୍କାର୍ ମୁକୁଟ୍ ସେମଃନ୍କାର୍ ଦଃନ୍; ଆର୍ ମୁର୍କ୍ମଃନ୍କାର୍ ଗିନେ ଅଃବ୍କା ଅଗିଆନି ଆଚେ।
25 ସଃତ୍ ସାକି ଦେତା ଲକ୍ ବିନ୍ ଲକାର୍ ଜିବନ୍ ବାଚାୟିଦ୍ ; ମଃତର୍ ଜେ ମିଚ୍କଃତା ଉଡାଳି ବୁଲେଦ୍ ସେ ବିନ୍ଲକେ ଦୁକ୍ ଦଃୟିଦ୍।
26 ଇସ୍ୱର୍କେ ଡିର୍ତାର୍ ବିସ୍ୱାସ୍କେ ଅଃଟୁଆ କଃରେଦ୍; ଆର୍ ତାର୍ ହିଲାମଃନ୍ ରେଉଁକେ ବିପଦ୍ନୟିଲା ଜଃଗା ହାଉତି।
27 ମଃର୍ନାର୍ ହାନ୍ଦାୟ୍ହୁଣି ଲେଉଟାୟ୍ ଆଣୁକେ ଇସ୍ୱରାର୍ ବିସୟ୍ ଡିର୍ ଜିବନାର୍ ଜଃର୍ନିୟାହାଣି ହର୍।
28 ରଃୟିତ୍ ବୁତେକ୍ ଅୟିଲେକ୍ ରଃଜାର୍ ମାୟିନ୍ ବାଡେଦ୍; ଲକ୍ ଅବାବେ ମାଜନାର୍ ବିନାସ୍ ଅୟିଦ୍।
29 ଜେ ରିସା ତେବାୟିଦ୍ ସେ ବଃଡ୍ ଗିଆନି , ଜେ ଚଃନେକ୍କେ ରିସାଅୟ୍ଦ୍ ସେ ଅଗିଆନି ବଃଲି ଜାଣାହଃଳେଦ୍।
30 ସାନ୍ତିର୍ ମଃନ୍ହଃରାଣ୍ ଗଃଗାଳାର୍ ଜିବନ୍ ହର୍; ଆର୍ ଅଃକାର୍ ଆଡ୍ମଃନ୍ ନଃସ୍ଟ୍ ଅୟିଲା ହର୍।
31 ଜୁୟ୍ଲକ୍ମଃନ୍ ଗଃରିବ୍ ଲକ୍କେ ଆର୍ଲା କଃର୍ତି, ସେ ତାର୍ ଉବ୍ଜାଣ୍କାରିକେ ଲିନ୍ଦା କଃରେଦ୍; ଆରେକ୍ ଜେ ଦରିଦ୍ରକେ ଦଃୟା କଃରେଦ୍ ସେ ଇସ୍ବର୍କେ ଲାଡ୍ କଃରେଦ୍।
32 ଦୁସ୍ଟ୍ ଲକ୍ ନିଜାର୍ କଃରାପ୍ କାମେହୁଣି ନଃସ୍ଟ୍ ଅୟିଦ୍, ମଃତର୍ ମଃର୍ନ୍କାଳେ ଦଃର୍ମି ଲକ୍ମଃନ୍କେ ଜଃଗା ମିଳେଦ୍।
33 ସିକ୍ୟା ବୁଦିମାନ୍ ମଃନ୍କାର୍ ହୁର୍ଦୟ୍ ବିତ୍ରେ ରଃୟିଦ୍; ଆରେକ୍ ମୁର୍କ୍ ମଃନ୍କାର୍ ଲଃଗେ ସେରି ନଃରେୟ୍।
34 ଦଃର୍ମିମଃନ୍କାର୍ ରାୟ୍ଜ୍ ଉନତି ଅୟିଦ୍; ମଃତର୍ ହାହି ଲକ୍ମଃନ୍କାର୍ ଅପ୍ମାନ୍ ଅୟିଦ୍।
35 ବୁଜୁହାର୍ତା ଦାସ୍ ରଃଜାର୍ ତଃୟ୍ ଦଃୟା ହାୟିଦ୍; ଆରେକ୍ ଜେ ଅପ୍ମାନ୍ ଉବ୍ଜାଣ୍ କଃରେଦ୍ ତାର୍ ଉହ୍ରେ ଇସ୍ବର୍ ରିସା ଅୟିଦ୍।