1 ଅଙ୍ଗୁର୍ରଃସ୍ ଲିନ୍ଦାକଃରି, ମଃଦ୍ ମାଡ୍ଗଳ୍କାରି;ଜେହେଁ ସେରି କାୟି ବୁଲ୍କଃରେଦ୍, ସେ ଗିଆନି ନୟି।
2 ରଃଜାର୍ ବୟିଙ୍କାର୍ ସିମାବାଗାର୍ ଗଃର୍ଜାଣ୍ ହର୍; ଜେ ତାର୍ ରିସା ଜାତ୍ କଃରାୟିଦ୍, ସେ ନିଜାର୍ ଜିବନ୍ ବିରୁଦେ ହାହ୍ କଃରେଦ୍।
3 ମାଡ୍ଗଳ୍ ନଃଚ୍ତାର୍ ମାନାୟିର୍ ଜଃଜ୍ମାନ୍; ମଃତର୍ ହଃତି ମୁର୍କ୍ଲକ୍ ଗଃଣ୍ଡ୍ଗଳ୍ କଃରେଦ୍।
4 ଅଃଳ୍ସିଆ ସିତ୍ଗିନେ ଅଃଳ୍ କଃରୁକେ ନଃଚେ; ତଃବେ ତାସ୍ କାଟ୍ତା ସଃମୟେ କଜ୍ଲେକ୍ ହେଁ କାୟିରି ହାୟ୍ ନଃକେର।
5 ମାନାୟିର୍ ମଃନାର୍ ଜଜ୍ନା ଗବିର୍ ହାଣିହର୍ ମଃତର୍ ବୁଦିଆ ଲକ୍ ସେରି ବାର୍କଃରେଦ୍।
6 ବେସି ଲକ୍ ନିଜାର୍ ନିଜାର୍ ଦଃୟାର୍ ବିସୟି ଜାଣାଉତି; ମଃତର୍ ସଃତ୍ ଲକ୍ କେ ହାଉଁହାରେ ?
7 ଜୁୟି ଦଃର୍ମିଲକ୍ ନିଜାର୍ ନିର୍ମଃୟା ସଃଙ୍ଗ୍ ବେବାର୍ କଃରେଦ୍, ତାର୍ ହଃଚେ ତାର୍ ହିଲାମଃନ୍ ଆସିର୍ବାଦ୍ ହାଉତି।
8 ଜୁୟି ରଃଜା ବିଚାର୍ ଆସନେ ବଃସେଦ୍ ସେ ନିଜାର୍ ଆକାୟି ମଃନ୍ଦ୍ ବିସୟିମଃନ୍ ଉଡାୟି ଦଃୟିଦ୍।
9 ମୁଁୟି ନିଜାର୍ ମଃନ୍ ନିର୍ମୁଳ୍ କଃରି ଆଚି, ମୁଁୟି ନିଜାର୍ ହାହେ ହୁଣି ନିର୍ମୁଳ୍ ଅୟି ଆଚି ଇରି କେ କଃଉଁହାରେ।
10 ନାନାରଃକମ୍ କେଜି ନିକ୍ତି ତୁଳ୍ତାର୍ ଆର୍ ନାନାରଃକମ୍ କେଜିଗୁନ୍ଡୁର୍ ମଲ୍ ଜୁଳେକ୍ ହେଁ ସଃମାନ୍ ହର୍ ଇସ୍ୱରାର୍ ଆକାୟି ଗୁର୍ନା ଜୟିଗ୍।
11 ନିଜାର୍ କାମ୍ ନିର୍ମୁଳ୍ ଆର୍ ସଃଳ୍କ୍ କି ନାୟି ଇରି ଗଟେକ୍ ହିଲାହେଁ ନିଜାର୍ କାମେ ନିଜେ ଜାଣାୟିଦ୍।
12 ସୁଣୁକ୍ କାନ୍ ଆର୍ ଦଃକ୍ତା ଆକି ଇ ଜଳେକ୍କେ ଇସ୍ୱର୍ ତିଆର୍ କଃରିଆଚେ।
13 ନିଦ୍କେ ଲାଡ୍କଃରାନାୟି ନୟିଲେକ୍ ତୁମି ଗଃରିବ୍ ଅଃଉଆସ୍ ;ତୁମାର୍ ଆକି ଉଗାଳା, ତଃବେ କାଦିୟେ ସଃଲ୍ମତ୍ ଅଃଉଆସ୍।
14 ଗେନ୍ତା ଲକ୍ କୟିଦ୍ "ନିକନାୟ୍, ନିକନାୟ୍" ମଃତର୍ ନିଜାର୍ ବାଟେ ଗଃଲାବଃଳ୍ ଗଃର୍ବ୍ କଃରେଦ୍।
15 ସନା ଆଚେ ଆର୍ ଅଃନେକ୍ ମୁକ୍ତା ହେଁ ଆଚେ, ମଃତର୍ ଗିଆନାର୍ ଅଟି ଅଲେକାର୍ ମଲ୍।
16 ନଃଜାଣ୍ଲା ଲକେ ଜେ ଦାୟି ଅୟିଦ୍ ତାର୍ ବଃସ୍ତର୍ ନିଆ;ଆରେକ୍ ଜେ କି ବେସି ଲକାର୍ ଗିନେ ଜାମିନ୍ ଅୟିଦ୍ ତାକେ ବଃନ୍ଦା ରଃକା।
17 ମିଚେ ଅଃର୍ଜ୍ଲା କାଦି ମାନାୟିକେ ସୁଆଦ୍ ଲାଗେଦ୍; ମଃତର୍ ହଃଚେ ତାର୍ ଟଣ୍ଡେ ଗଡି ବଃର୍ତି ଅୟିଲା ହର୍ ଅୟିଦ୍।
18 ଜଜ୍ନାର୍ ଦଃୟି ହଃତି ବିଚାର୍ ତିର୍ ଅୟିଦ୍; ମଃତର୍ ନିକ ଉପ୍ଦେସ୍ ନଃୟି ଜୁଜ୍ କଃରା।
19 ଜେ ଚଣ୍ଡିକଃତା କୟ୍ବୁଲେଦ୍ ସେ ଗୁପ୍ତ୍ କଃତା କଃରେଦ୍; ଇତାର୍ଗିନେ ନିଜାର୍ ଟଣ୍ଡ୍ ଜେ ମେଲାକଃରି ରଃକେଦ୍, ତାର୍ ସଃଙ୍ଗ୍ ମିସାବିଳା କଃରା ନାୟି।
20 ଜେ ନିଜାର୍ ଆୟା ଉବାକେ ସାୟିପ୍ ଦଃୟିଦ୍, ଅଃନ୍ଦାରେ ତାର୍ କୁପି ଲିବିଜାୟିଦ୍।
21 ହଃର୍ତୁ କାୟି ଅଃଦିକାର୍ ହଟାତ୍ ମିଳୁହାରେ ; ମଃତର୍ ସେତିର୍ ସେସ୍ ଆସିର୍ବାଦ୍ ମିସିନଃରେୟି।
22 "ଅଃମି ଅନିସ୍ଟକାରିର୍ ଡଃଣ୍ଡ୍ ଦେଉଁଆ" ଅଃନ୍କା କଃତା କଃଉଆ ନାୟି, ଇସ୍ୱରାର୍ ତଃୟି ଆସ୍ରକଃରା , ସେ ତୁମିକେ ରଃକ୍ୟା କଃରେଦ୍।
23 ନାନାରଃକମ୍ କେଜିଗୁନ୍ଡୁ ଇସ୍ୱରାର୍ ଗୁର୍ନାର୍ ବିସୟି, ଆର୍ ଟିକ୍ନାୟିଲା ନିକ୍ତିୟେ ନାହ୍ତାର୍ ବଃଲ୍ ନାୟି।
24 ଇସ୍ୱରାର୍ ତଃୟିହୁଣି ମାନାୟିର୍ ହାଦ୍ ଚାଲେଦ୍;ସେତାକ୍ ମାନାୟି ନିଜାର୍ ବାଟ୍ କଃନ୍କଃରି ବୁଜେଦ୍ ?
25 ଇରି ପବିତ୍ର ବଃଲି ହଃଟାତ୍ କଃଉତାର୍ ଆର୍ ମାନତ୍ କଃଲାହଃଚେ ବିଚାର୍ କଃର୍ତାର୍ ମାନାୟିକେ ହାନ୍ଦା ହର୍।
26 ଗିଆନି ରଃଜା ଦୁସ୍ଟମଃନ୍କେ କୁଲାୟ୍ ହୁଣିହଃକାୟିଦ୍ ଆର୍ ସେମଃନାର୍ ଉହ୍ରେ ସଃଗୁଳ୍ ଚକା ମାଡାୟିଦ୍।
27 ମାନାୟ୍ର୍ ଆତ୍ମା ଇସ୍ୱରାର୍ କୁପି, ସେରି ମଃନ୍ବିତ୍ରେରିଲା ସଃବୁ ବିସୟ୍ ଦଃକେଦ୍।
28 ଦଃୟା ଆର୍ ସଃତ୍ ରଃଜାକେ ରଃକ୍ୟା କଃରେଦ୍ ;ଆର୍ ଦଃୟାର୍ ଗିନେ ତାର୍ ସିଙ୍ଗାସଣ୍ ତିର୍ ରଃୟିଦ୍।
29 ଜୁବାଲକାର୍ ବଃଳ୍ ସେମଃନାର୍ ସଃଜ୍,ବୁଡାମଃନାର୍ ହାକ୍ଲା ବାଳ୍ ସେମଃନାର୍ ମାୟିନ୍।
30 ଗଃଗାଳେ କଃସ୍ଟ ଦେତାର୍ ମଃନ୍ଦ୍ ବିସୟି ଦୁର୍ କଃରେଦ୍, ମଃନ୍ବିତ୍ରାର୍ କଃସ୍ଟ୍ ଅଃମାର୍ ରଃସ୍ତା ବାଦ୍ଲାୟିଦ୍।