1 ତଃବେ ଜୁୟ୍ଲକ୍ କଃତାମାନୁକେ ଇଚାକଃରେଦ୍, ସେ ତାର୍ ବୁଲ୍ ଚାଡୁକେ ଲାଡ୍ କଃରେଦ୍, ମଃତର୍ ଜେ ଆସିର୍ବାଦ୍ ଗୁର୍ନା କଃରେଦ୍ ସେ ହସୁ ସଃମାନ୍।
2 ସଃତ୍ ଲକ୍ ଇସ୍ୱର୍ ତଃୟ୍ହୁଣି ଦଃୟା ହାଉତି, ମଃତର୍ କଃରାପ୍ ମଃନ୍ବାବ୍ ମାନାୟିକେ ଦସିକଃରେଦ୍।
3 ଦୁସ୍ଟ୍ ରଃସ୍ତା ଦଃରି କୁୟି ମାନାୟ୍ ରଃକ୍ୟା ନଃଉତି। ମଃତର୍ ଦଃର୍ମି ଲକ୍ମଃନ୍ ବଃଲ୍କଃରି ରେତି।
4 ଗୁଣ୍କାରି ମାୟ୍ଜି ନିଜାର୍ ଡକ୍ରାସିର୍ ମୁକୁଟ୍ ହର୍; ମଃତର୍ ଜେ ଲାଜାର୍ କାମ୍ କଃରେଦ୍ ସେ ଡକ୍ରାସିର୍ ଆଡ୍ ନଃସ୍ଟ୍କାରି ଗାଉ ହର୍।
5 ଦଃର୍ମି ମଃନ୍କାର୍ ଚିନ୍ତା ଟିକ୍, ମଃତର୍ ଦୁସ୍ଟ୍ ମଃନ୍କାର୍ ବାବ୍ନା ଗୁର୍ନାର୍ ରଃୟିଦ୍।
6 ଦୁସ୍ଟ୍ମଃନ୍ ଲକ୍ମଃନ୍କେ ମଃର୍ନେ ମାର୍ତା କଃତା କଃଉତି, ସଃଜା ଲକ୍ମଃନ୍କାର୍ କଃତା ସେମଃନ୍କେ ରଃକ୍ୟା କଃରେଦ୍।
7 ଦୁସ୍ଟ୍ମଃନ୍ ହୁରାବାବେ ଉଟିହଃଳାଉତି, ମଃତର୍ ଦଃର୍ମି ମଃନ୍କାର୍ ଗଃର୍ ସଃବୁବଃଳ୍ ରଃୟିଦ୍।
8 ମାନାୟି ନିଜାର୍ ବଃଲ୍ ବୁଦିର୍ ଗିନେ ଜଃଜ୍ମାନ୍ ହାଉତି, ମଃତର୍ ସେ ମାନାୟ୍ ଜାର୍ ମଃନ୍ ଦୁସ୍ଟ୍ ଆର୍ ଅଃକାରିୟା ଲକ୍ ସେ ନିଚ୍ ଅୟିଦ୍।
9 ଜୁୟିଲକ୍ ତଃଳେ ହଃଳିଆଚେ, ଆର୍ ଜାର୍ ଚାକର୍ ଆଚେ, ସେ ଲକ୍ ଜୁୟିଲକାର୍ ନିଜାର୍ କାଦିନାୟି ନିଜ୍କେ ବଃଡ୍ହାଣ୍ ଦଃକାୟ୍ ଅୟିଦ୍ ତାର୍ ତଃୟିହୁଣି ସେ ଅଃଦିକ୍ ବଃଡ୍।
10 ଦଃର୍ମି ମାନାୟି ନିଜାର୍ ହସୁକେ ଲାଡ୍ କଃରେଦ୍, ମଃତର୍ ଦୁସ୍ଟ୍ମଃନ୍ ଦଃୟାନଃକେର୍ତି।
11 ଜେ ନିଜାର୍ ଜମିଲଃଗେ ଚାସ୍ କଃରେଦ୍, ସେ ଅଃଦିକ୍ କାଦି ହାୟିଦ୍;ଜେ ଅଃସାର୍କାମେ ମଃନ୍ଦଃୟିଦ୍ ସେ ନିର୍ବୁଦିୟା।
12 ଦୁସ୍ଟ ଲକ୍ମଃନ୍ ଚରିକଃଲା ଦଃନ୍କେ ଆସାକଃର୍ତି, ମଃତର୍ ଦଃର୍ମି ମଃନ୍କାର୍ ଚେର୍ ହଃଳ୍ ଦେତାର୍ ହର୍ ଅୟିଦ୍।
13 ଦୁସ୍ଟ୍ ମଃନ୍କାର୍ ଟଣ୍ଡେ ଅଃଦଃର୍ମାର୍ ହାନ୍ଦା ରଃୟିଦ୍,ମଃତର୍ ଦଃର୍ମିଲକ୍ମଃନ୍ ଦୁକେହୁଣି ରଃକ୍ୟା ହାଉତି।
14 ମାନାୟ୍ ନିଜାର୍ ମୁଁଆର୍ ହଃଳାର୍ ସଃତ୍ ହାୟିଦ୍, ଆରେକ୍ ମାନାୟିର୍ ନିଜେକଃଲା କାମାର୍ ହଃଳ୍ ତାକେ ଦିଆଜାୟିଦ୍।
15 ମୁର୍କ୍ ଲକାର୍ ବାଟ୍ ତାର୍ ନିଜାର୍ ଗିନେ ବଃଲ୍, ମଃତର୍ ଜେ ଗିଆନି ଲକ୍ ସେ ବଃଲ୍ ଉପ୍ଦେସ୍ ସୁଣେଦ୍।
16 ମୁର୍କ୍ ଲକାର୍ ରିସା ହଟାତ୍ ବାରେଦ୍; ମଃତର୍ ଚଃତୁର୍ ଲକ୍ ଲାଜ୍କେ ଡାହେଦ୍।
17 ସଃତ୍ଲକ୍ ନିୟମାର୍ କଃତା କୟିଦ୍; ମଃତର୍ ଜେ ମିଚୁଆ ସେ ମଃନେହାଚି ମିଚ୍ସାକି ଦଃୟିଦ୍।
18 କାର୍ କାର୍ କଃତା କଃଣ୍ଡାସଃଙ୍ଗ୍ ମାର୍ଲା ହର୍ ଲାଗେଦ୍;ମଃତର୍ ଗିଆନିମଃନାର୍ କଃତା ସୁସ୍ତିର୍ ଲାଗେଦ୍।
19 ସଃତ୍ ଲକ୍ମଃନ୍କାର୍ କଃତା ସଃବୁ ବଃଳ୍ ରଃୟିଦ୍, ମଃତର୍ ମିଚୁଆ ଲକ୍ମଃନ୍କାର୍ କଃତା ଅଃଳକ୍ ଦିନ୍ ରଃୟିଦ୍।
20 ଅନିସ୍ଟ୍ ଚିନ୍ତା କଃର୍ତା ଲକ୍ମଃନ୍କାର୍ ହୁର୍ଦୟ୍ ବିତ୍ରେ ମିଚ୍ମଃୟା ରଃୟିଦ୍ , ମଃତର୍ ସୁସ୍ତିର୍ ସିକ୍ୟା ଦେତା ଲକ୍ମଃନ୍କାର୍ ମଃନ୍ ସଃର୍ଦାୟି ରଃୟିଦ୍।
21 ଦଃର୍ମି ମଃନ୍କାର୍ ହାଁୟ୍ ବିପଦ୍ ନଃଗେଟେ; ମଃତର୍ ଦୁସ୍ଟ୍ ଲକ୍ ସଃବୁ ବିପଦ୍ ଲଃଗେ ବୁଡିମଃର୍ତି।
22 ମିଚୁଆ ଲକ୍ମଃନ୍କାର୍ କଃତା ଇସ୍ୱରାର୍ ଗୁର୍ନାର୍ ବିସୟି; ମଃତର୍ ଜେମଃନ୍ ଜଃବାଉ ରଃକ୍ତି , ସେମଃନ୍କେ ସେ ସଃଲ୍ମତ୍ ଅୟିଦ୍।
23 ଚଃତୁର୍ ଲକ୍ ନିଜାର୍ ଗିଆନ୍ ଦଃକାଣିଆ ନଃକେରେ; ମଃତର୍ ମୁର୍କ୍ ମଃନ୍କାର୍ ମଃନ୍ ଅଗିଆନ୍ ବାର୍କଃରେଦ୍।
24 କାମ୍କଃର୍ତା ଆତ୍ ଅଃଦିକାର୍ କଃରେଦ୍, ମଃତର୍ ଅଃଳ୍ସିଆ ଲକ୍ ବେଟି କଃଟେଦ୍।
25 ମାନାୟିର୍ ଦୁକ୍, ମଃନ୍କେ ତଃଳେହଃକାୟିଦ୍ , ମଃତର୍ ବଃଲ୍ ବାକ୍ୟ ତାର୍ ସଃର୍ଦା କଃରାୟିଦ୍।
26 ଦଃର୍ମି ଲକ୍ ନିଜାର୍ ହଃଳ୍ସାର୍ ଲକାର୍ ରଃସ୍ତା ଦଃକାୟିଦ୍; ମଃତର୍ ଦୁସ୍ଟ୍ ମଃନ୍କାର୍ ରଃସ୍ତା ସେମଃନ୍କେ ବୁଲାୟିଦ୍।
27 ଅଃଳ୍ସିଆ ମାନାୟି ମାରିରିଲା ହସୁକେ ରାନ୍ଦିକାଉଁକେ ନଃଜାଣେ ଆର୍ ମଃତର୍ କଃସ୍ଟକଃର୍ତା ଲକ୍ ବେସିମଲାର୍ ସଃମ୍ପତି ହାୟିଦ୍।
28 ଦଃର୍ମି ରଃସ୍ତାୟି ଜିବନ୍ ରଃୟିଦ୍; ଆରେକ୍ ସେ ରଃସ୍ତାୟି ଗଃଲେକ୍ ମଃର୍ନ୍ ନଃରେୟି।