1 ସୁସ୍ତାୟ୍ ଉତୁର୍ ଦିଲେକ୍ ରିସା ବାଙ୍ଗେଦ୍; ମଃତର୍ ରଃଟ୍କଃରି କୟିଲେକ୍ ରିସା ଉବ୍ଜାୟିଦ୍। 2 ଗିଆନିମଃନ୍କାର୍ କଃଉତା କଃତା ଗିଆନ୍ ଦଃୟିଦ୍; ମଃତର୍ ମୁର୍କ୍ ମଃନ୍କାର୍ ଟଣ୍ଡେ ହୁଣି କଃରାପ୍ କଃତା ବାରେଦ୍। 3 ଇସ୍ୱରାର୍ ଆକି ସଃବୁ ବଃଲ୍ ଆର୍ ମଃନ୍ଦ୍ ଦଃକେଦ୍। 4 ସାନ୍ତିର୍ କଃତା ଜିବନ୍ ଗଃଚ୍ ହର୍; ଆରେକ୍ କଃରାପ୍ କଃଉତା ଜିବ୍ ଆତ୍ମାକେ ନଃସ୍ଟ୍ କଃରେଦ୍। 5 ମୁର୍କ୍ ଲକ୍ ନିଜାର୍ ଉବାସିର୍ ସିକ୍ୟାକେ ମାନି ନଃକେରେ; ଆରେକ୍ ଜେ, ବଃଲାର୍ ଗିନେ ଉଳା ସୁଣି କଃତା ମାନେଦ୍, ସେ ବୁଦି ହାୟିଦ୍ 6 ଦଃର୍ମି ମଃନ୍କାର୍ ଗଃରେ ବେସି ଦଃନ୍ ସଃମ୍ପତି ରଃୟିଦ୍; ଆରେକ୍ ଦୁସ୍ଟ୍ ମଃନ୍କାର୍ କାମାଉଣି ଲଃଗେ ଦୁକ୍ ରଃୟିଦ୍। 7 ବୁଦିମାନ୍ ମଃନ୍କାର୍ କଃତା ଗିଆନ୍ ବାଟେଦ୍; ମଃତର୍ ମୁର୍କ୍ ଲକ୍ମଃନ୍କାର୍ ମଃନ୍ ସେନ୍ ନଃକେରେ। 8 ଦୁସ୍ଟ୍ ମଃନ୍କାର୍ ହୁଜା ଇସ୍ୱରାର୍ ତଃୟ୍ ଗୁର୍ନାର୍ ବିସୟ୍ ଅୟିଦ୍; ମଃତର୍ ସଃଜା ଲକାର୍ ଗଃଉଆରି ସେ ସୁଣେଦ୍। 9 ଦୁସ୍ଟ୍ ଲକ୍ମଃନ୍କାର୍ ଚାଲ୍ଚାଲ୍ତି ଇସ୍ୱରାର୍ ଗୁର୍ନାର୍ ବିସୟ୍; ମଃତର୍ ଜେ ଦଃର୍ମାର୍ ହଃଚେ ଜାୟିଦ୍ ତାକେ ଲାଡ୍ କଃରେଦ୍। 10 ବିନ୍ବାଟ୍ ଚାଲ୍ତା ଲକେ ଡଃଣ୍ଡ୍ ଗଃଟେଦ୍; ଆରେକ୍ ଜୁୟ୍ଲକ୍ ଉଣାସୁଣି ପେରିନାସେ ସେ ମଃରେଦ୍। 11 ହଃତାଳ୍ ଆର୍ ବିନାସ୍ ଟାଣ୍ ଇସ୍ୱରାର୍ ଆଗେ ଜାଣାହଃଳି ରଃୟିଦ୍; ଆରେକ୍ ମାନାୟିର୍ ମଃନ୍-ହଃରାଣ୍ କାୟି ଗୁପ୍ତ୍ ଅୟି ରେଉଁହାରେ ? 12 ଲିନ୍ଦାକାରି ଲକ୍ ବଃଲାର୍ଗିନେ କୟ୍ଲେକ୍ ଇଚା ନଃକେରେ, ସେ ଗିଆନିର୍ ଲଃଗେ ଜଃଉଁନଃଚେ। 13 ସଃର୍ଦା ମଃନ୍ ମୁଉଁକେ ସଃର୍ଦା କଃରେଦ୍; ଆରେକ୍ ଦୁକ୍ ଜିବନ୍କେ ନଃସ୍ଟ୍ କଃରେଦ୍। 14 ବୁଦିମାନ୍ ଲକାର୍ ମଃନ୍ ଗିଆନ୍ କଜେଦ୍; ମଃତର୍ ମୁର୍କ୍ ଲକ୍ମଃନ୍କାର୍ ଟଣ୍ଡ୍ ଅଗିଆନ୍କେ କାୟିଦ୍। 15 ଗଃରିବ୍ ଲକାର୍ ସଃବୁ ବଃଳ୍ ଅବାବ୍ ରଃୟିଦ୍; ମଃତର୍ ଜାର୍ ରଃୟିଦ୍ ସେ ସଃବୁବଃଳ୍ ସଃର୍ଦାୟ୍ ରଃୟିଦ୍। 16 ଅସାନ୍ତିର୍ ବେସି ଦଃନ୍ ତଃୟ୍ଃହୁଣି ଇସ୍ୱର୍କେ ଡିର୍ତାର୍ ବଃଲ୍। 17 ଅଃକାରି ମଃନ୍କାର୍ ଗଃରେ ହସୁ ମାସ୍ କାଦି ତଃୟ୍ହୁଣି, ସଃର୍ଦା ରିଲା ଗଃରେ ସାଗ୍ ବଃଲ୍। 18 ମୁର୍କିଆ ଲକ୍ ମାଡ୍ଗଳ୍ କଃରାୟିଦ୍; ମଃତର୍ ସଃଜା ଲକ୍ ମାଡ୍ଗଳ୍ ସଃମାଦାନ୍ କଃରେଦ୍। 19 ଅଃଳ୍ସିଆର୍ ରଃସ୍ତା କାଟାବାଳ୍ ଅଚାୟ୍ଲା ହର୍ ମଃତର୍ ସଃଦଃର୍ମ୍ ଲକ୍ ମଃନ୍କାର୍ ରଃସ୍ତା ରାଜ୍ରଃସ୍ତା ହର୍ କଃରାଜାୟିଦ୍। 20 ବୁଦିମାନ୍ ହୟ୍ସି ଉବାସିର୍ ସଃର୍ଦା କଃରାୟିଦ୍; ମଃତର୍ ମୁର୍କ୍ ହୟିସି ନିଜାର୍ ଆୟ୍ସିକେ ଦୁକ୍ ଦଃୟିଦ୍। 21 ନିର୍ବୁଦିଆ କଃରାପ୍ କାମ୍ କଃରୁକ୍ ସଃର୍ଦା ଅୟିଦ୍; ମଃତର୍ ବୁଦିମାନ୍ ଲକ୍ ନିଜାର୍ ବାଟ୍ କେ ସଃଳ୍କ୍ କଃରେଦ୍। 22 ଜଜ୍ନା ଅବାବେ ମଃନ୍ହାଚ୍ଲା କାମ୍ ହୁରୁଣ୍ ନୟ୍; ମଃତର୍ ବେସି ମଃତ୍ରିର୍ ଗିଗେ ସେରି ତିର୍ ଅଃଉଁ ହାରେ। 23 ନିଜାର୍ ଟଣ୍ଡାର୍ ଉତୁର୍ ହାୟ୍ଁ ମାନାୟ୍ ସଃର୍ଦା ଅୟିଦ୍, ଆର୍ ସଃମାନ୍ ବେଳାୟ୍ ଉତୁର୍ ଦିଲେକ୍ ତାର୍ କଃତେକ୍ ବଃଲ୍! 24 ତଃଳେ ରେତା ହଃତାଳ୍କେ ଚାଡିକଃରି ବୁଜୁହାର୍ତା ଲକ୍ମଃନ୍କାର୍ ହାଁୟ୍ ଜିବନାର୍ ବାଟ୍ ଉହ୍ରେ ରଃୟିଦ୍। 25 ଗଃର୍ବି ଲକାର୍ ଗଃର୍ ଇସ୍ୱର୍ ବଃସ୍ଳାୟ୍ ହିଙ୍ଗେଦ୍; ମଃତର୍ ରାଣ୍ଡିଲକାର୍ ଜଃଗାର୍ ସଃନ୍ଦି ବାଚେଦ୍। 26 କଃରାପ୍ ଚିନ୍ତା ଇସ୍ୱରାର୍ ଗୁର୍ନାର୍ ବିସୟ୍; ମଃତର୍ ମଃନ୍କେ ସଃର୍ଦାକଃରାଉତା କଃତା ବଃଲ୍। 27 ଲଃବିଲକ୍ ନିଜାର୍ ଲକ୍କେ ଦୁକ୍ ଦଃୟିଦ୍, ମଃତର୍ ଜୁୟ୍ଲକ୍ ଲାଞ୍ଚ୍ ମାଗୁକେ ଗୁର୍ନା କଃରେଦ୍ ସେ ବାଚେଦ୍। 28 ଦଃର୍ମି ଲକାର୍ ମଃନ୍ ବାବିକଃରି କଃତା କୟିଦ୍; ମଃତର୍ ଦୁସ୍ଟ୍ମଃନ୍କାର୍ ମଃନ୍ କଃରାପ୍ କଃତା କୟ୍ହଃକାୟିଦ୍। 29 ଇସ୍ୱର୍ ଦୁସ୍ଟ୍ ମଃନ୍କାର୍ ତଃୟ୍ହୁଣି ଦୁରେ ରଃୟ୍ଦ୍; ଆରେକ୍, ଦଃର୍ମି ମଃନ୍କାର୍ ପାର୍ତନା ସୁଣେଦ୍। 30 ଆକିର୍ ଉଜାଳ୍ ମଃନ୍କେ ସଃର୍ଦା କଃରାୟିଦ୍; ଆରେକ୍ ବଃଲ୍ କବୁର୍ ଆଡ୍କେ ଅଃଟୁଆ କଃରେଦ୍। 31 ଜୁୟିଲକ୍ ଜିବନ୍ ହାଉତା ସିକ୍ୟା ସୁଣେଦ୍ ସେ ଗିଆନିମଃନାର୍ ସଃଙ୍ଗ୍ ବାସ୍କଃରେଦ୍। 32 ଜୁୟ୍ଲକ୍ ନିୟମ୍କେ ମାନିନଃକେରେ, ସେ ନିଜାର୍ ଜିବନ୍ କାଳ୍କେ ଚଟ୍ କଃରେଦ୍; ମଃତର୍ ଜେ ନିୟମ୍କେ ମାନେଦ୍ ସେ ନିଜାର୍ ଜିବନ୍କାଳ୍କେ ଅଃଦିକ୍ କଃରେଦ୍। 33 ଇସ୍ୱରାର୍ ବିସୟେ ଡିର୍ ଗିଆନ୍ ବୁଦି ଆର୍ ସିକ୍ୟା ହାଉଆସ୍ ଆସିର୍ବାଦ୍ ହାଉତା ଆଗ୍ତୁ ସୁଦ୍ ଆସେଦ୍।
Publicidade
Publicidade