1 କେ କଃଦିନଃକେଲେକ୍ ହେଁ ଦୁସ୍ଟ ହଃଳାୟିଦ୍; ମଃତର୍ ଦଃର୍ମିମଃନ୍ ସିଂହବାଗ୍ ହର୍ ସାସି।
2 ଦେସାର୍ ଅଃଦଃର୍ମ୍ ଗିନେ ଦେସାର୍ ଅଃନେକ୍ ସାସନ୍କାରି ବାରାଉତି; ମଃତର୍ ବୁଦିଆ ଆର୍ ଗ୍ୟାନିମଃନ୍କାର୍ ଗିନେ ଅଃନେକ୍ ସେତି ତିର୍ ଅୟିଦ୍।
3 ଜୁୟି ଗଃରିବ୍ ଲକ୍ ଇନସ୍ତାଲକ୍କେ କଃସ୍ଟ୍ ଦଃୟିଦ୍ , ତାସ୍ ନଃସ୍ଟ୍କଃର୍ତା ବଃର୍ସା ହାଣି ହର୍; ସେତି କାଉଁକେ ଅବାବ୍ ଅୟିଦ୍।
4 ବିଦି ନଃମାନ୍ତା ଲକ୍ମଃନ୍ ଦୁସ୍ଟକେ ମାୟିନ୍ କଃର୍ତି, ଆର୍, ଆଦେସ୍ ମାନ୍ତା ଲକ୍ମଃନ୍ ସେମଃନାର୍ ସଃଙ୍ଗ୍ ବିରଦ୍ କଃର୍ତି।
5 ମଃନ୍ଦ୍ ଲକ୍ମଃନ୍ ନିଆୟ୍ ବୁଜିନଃକେର୍ତି, ମଃତର୍ ଇସ୍ୱର୍କେ କଜ୍ତା ଲକ୍ମଃନ୍ ସଃବୁ ବିସୟି ବୁଜ୍ତି।
6 ଦୁୟ୍ବାଟ୍ ଚାଲ୍ତା ହେଟ୍କପଟ୍ୟା ଲକ୍ମଃନ୍ ମାଜନ୍ ଅୟିଲେକ୍ହେଁ ତାର୍ ବାଦୁଲେ ନିଜାର୍ ସିଦ୍ବାଟେ ଚାଲ୍ତା ଗଃରିବ୍ ଲକ୍ ବଃଲ୍।
7 ଜେ ବିଦି ମାନେଦ୍, ସେ ବୁଦିମାନ୍ ଲକ୍; ଜେ କାଉରାହେଟା ଲକ୍ ସଃଙ୍ଗ୍ ଅୟିଦ୍ ନିଜାର୍ ଉବାସିକେ ଲାଜ୍କଃରାୟିଦ୍।
8 ଜୁୟିଲକ୍ କଃଳନ୍ତର୍ ଆର୍ ବୁଦିସଃଙ୍ଗ୍ ନିଜାର୍ ଦଃନ୍ ବାଡାୟିଦ୍ , ସେ ଦୁକିଦିନାରି ଗିନେ ଦଃୟାକାରି ଅୟି ରୁଣ୍ଡାୟିଦ୍।
9 ଜୁୟିଲକ୍ ବିଦି ସୁଣୁକେ ନିଜାର୍ କାନ୍ ନଃଦେୟି , ତାର୍ ଗଃଉଆରି ହଃକା ଗୁର୍ନାର୍ ବିସୟି ଅୟିଦ୍।
10 ଜୁୟି ଲକ୍ ସଃଜାଲକେ ମଃନ୍ଦ୍ ବାଟେ କାଡାୟି ନଃୟିଦ୍ ସେ ନିଜେ କଃଣ୍ଲା କାଲେ ନିଜେ ଅଦ୍ରେଦ୍; ମଃତର୍ ସିଦ୍ ଲକ୍ ମଃଙ୍ଗଳ୍ ଅଃଦିକାର୍ କଃରେଦ୍।
11 ଦଃନିଲକ୍ ନିଜାର୍ ଆକାୟି ନିଜ୍କେ ଗିଆନି; ମଃତର୍ ବୁଦିଆ ଦୁକିଦିନାରି ଲକ୍ ତାର୍ ବିସୟେ ଜାଣେଦ୍।
12 ଦଃର୍ମିମଃନ୍ ଜିତ୍ଲେକ୍ ତାର୍ ଜଃଜ୍ମାନ୍ ଅୟିଦ୍; ମଃତର୍ ଦୁସ୍ଟମଃନାର୍ ଉନତି ଅୟିଲେକ୍ ଲକ୍ମଃନ୍ ନିଜ୍କେ ଲୁକାଉତି।
13 ଜେ ନିଜାର୍ ଅଃଦଃର୍ମ୍ ଲୁକାୟିଦ୍, ସେ ଉହ୍କାର୍ ହାୟ୍ନଃକେରେ ; ମଃତର୍ ଜୁୟିଲକ୍ ସେରି ମାନିକଃରି ଚାଡେଦ୍ ସେ ସେ ଦଃୟାହାୟିଦ୍। 14 ଜୁୟିଲକ୍ ସଃବୁବଃଳ୍ କଃରାପ୍ କାମ୍ କଃରୁକେ ଡିରେଦ୍ ସେ ଦନ୍ୟ; ମଃତର୍ ଜେ, ନିଜାର୍ ମଃନ୍କେ ଅଃଟୁଆ କଃରେଦ୍, ସେ ବିପଦେ ହଃଳେଦ୍।
15 ଜଃନ୍କଃରି ଗଃର୍ଜାଣ୍କାରି ସିମାବାଗ୍ ଆର୍ ବୁଲ୍ତା ବାଲୁ ; ସେହର୍ ଦୁକିଦିନାରି ଲକାର୍ ଉହ୍ରେ ଦୁସ୍ଟ୍ ସାସନ୍କାରି।
16 ଜୁୟି ମୁଳିକା ବୁଦି ନାୟିଲାର୍, ସେହେଁ ବେସି ଆର୍ଲା ଅୟିଦ୍, ମଃତର୍ ଜେ ଲଃବ୍କେ ଗୁର୍ନା କଃରେଦ୍ , ସେ ନିଜାର୍ ଦିନ୍ ବାଡାୟିଦ୍।
17 ଜଦି କୁୟିଲକ୍ ଅଃତ୍ୟାକଃରି ଦସିଅୟିଦ୍, ସେ କାଲ୍ହଃତେକ୍ ଜାୟିଦ୍; ତାକେ କେ ନଃତେବାଉଅ।
18 ଜୁୟି ଲକ୍ ସିଦ୍ବାବେ ଚାଲେଦ୍, ସେ ରଃକ୍ୟା ହାୟିଦ୍ ; ମଃତର୍ ଜେ ନିଜାର୍ ଦୁସ୍ଟ୍ ବାଟେ ଚାଲେଦ୍ ସେ ହଃଟାତ୍ ଅଦ୍ରେଦ୍।
19 ନିଜାର୍ ଜଃମି ଜେ କଃସେଦ୍, ସେ ଜଃବର୍ କାଦି ହାୟିଦ୍; ଆର୍ ଜେ ଅଃସାର୍ ଲକାର୍ ହଃଚେ ଜାୟିଦ୍, ତାର୍ ଜଃବର୍ ଅବାବ୍ ଅୟିଦ୍।
20 ନିର୍ଦସି ଆସିର୍ବାଦେ ଅଃଦିକ୍ ବାଡିଜାୟିଦ୍ ; ମଃତର୍ ଜେ ଦଃନି ଅଃଉଁକେ ମଃନ୍କଃରେଦ୍ , ସେ ଜଃନ୍କଃଲେକ୍ ହେଁ ଡଃଣ୍ଡ୍ ହାୟିଦ୍।
21 ମୁକ୍ମେଟ୍ ଦଃକି ବିଚାର୍ କଃର୍ତାର୍ ବଃଲ୍ ନାୟି। କି କଃଣ୍ଡେକ୍ ରୁଟିର୍ ଗିନେ ଅଃଦଃର୍ମ୍ କଃର୍ତାର୍ ବଃଲ୍ ନାୟ୍।
22 କଃରାପ୍ ମଃନ୍ବାବ୍ ଲକ୍ ଦଃନ୍ ହଃଚେ ଦଃବ୍ଳେଦ୍ ,ମଃତର୍ ତାକେ ଅବାବ୍ ମାଡିବଃସେଦ୍ ବଃଲି ଜାଣି ନଃକେରେ।
23 ଜିବେ ଗାଣେଞ୍ଜ୍କଃତା କଃଉତା ବାଦୁଲେ, ମାନାୟିକେ ବଃଲାର୍ଗିନେ କଃଉତା ଲକ୍ ସେସେ ବେସି ଆସିର୍ବାଦ୍ ହାୟିଦ୍।
24 ଜେ ନିଜାର୍ ଆୟା କି ଉବାର୍ ଦଃନ୍ ଚରିକଃରି କାୟିଦ୍ ଇତି ସେ ଅଃଦଃର୍ମ୍ କଃର୍ତାଲକାର୍ ସଃଙ୍ଗୁଆଳି।
25 ଆସ୍ୟାଲକାର୍ ଜିବନ୍ ଗଃଣ୍ଡ୍ଗଳ୍ ଆଣେଦ୍ , ମଃତର୍ ଜେ ଜେହବା ଉହ୍ରେ ଆସ୍ର କଃରେଦ୍, ବଃଲ୍ହଃଳେଦ୍।
26 ଜେ ନିଜାର୍ ମଃନେ ଆସ୍ରକଃରେଦ୍, ସେ ମୁର୍କ୍, ମଃତର୍ ଜେ ଗିଆନେ ଚାଲେଦ୍ ସେ ରଃକ୍ୟା ହାୟିଦ୍।
27 ଜେ ଦରିଦ୍ରକେ ଦାନ୍କଃରେଦ୍, ତାର୍ ଅବାବ୍ ନୟି; ମଃତର୍ ଜେ ଦଃକିକଃରି ହେଁ ନଃଦେକ୍ଲାହର୍ ଅୟିଦ୍ ସେ ଅଃନ୍କା ସାୟିପ୍ ହାୟିଦ୍।
28 ଦୁସ୍ଟମଃନ୍ ମାଜନ୍ ଅୟିଲେକ୍ , ଲକ୍ମଃନ୍ ନିଜ୍କେ ଲୁକାଉତି; ମଃତର୍ ସେମଃନ୍ ନଃସ୍ଟ ଅୟିଲେକ୍ , ଦଃର୍ମିମଃନ୍ ବାଡିଜାତି।