1 ତୁମି କାଲିର୍ ବିସୟେ ଗଃର୍ବ୍କଃତା କଃଉଆ ନାୟି; କାୟିକଃରୁକ୍ବଃଲେକ୍ ଗଟେକ୍ ଦିନ୍ କାୟିରି ଗଃଟେଦ୍, ସେରି ତୁମିକେ ଜାଣାନାୟ୍।
2 ବିନ୍ ଲକ୍ ତୁମିକେ ଜଃଜ୍ମାନ୍ କଃର ମଃତର୍ ତୁମାର୍ ନିଜାର୍ ଟଣ୍ଡ୍ ନଃକେର; ବିନ୍ଲକ୍ କଃର; ମଃତର୍ ତୁମାର୍ ନିଜାର୍ ଟଣ୍ଡ୍ ସେରି ନଃକେର।
3 ଟେଳା ଆର୍ ବାଲି ବେସି ବଃଜ୍; ମଃତର୍ ଅଗିଆନିର୍ ରିସା ସେ ଜଳେକାର୍ ତଃୟିହୁଣି ଅଃଦିକ୍ ବଜ୍।
4 ରିସା ଦଃୟାନୟିଲାର୍ ଆର୍ ରିସା ନାସ୍କାରି ; ମଃତର୍ ମଃନେ କଃଚ୍ତାର୍ ଆଗେ କେ ଟିଆ ଅଃଉଁହାରେ।
5 ଗୁପ୍ତବାବେ ଲାଡ୍ନଃକେରି ବଃଲାର୍ଗିନେ ଉଳ୍ତାର୍ ନିକ।
6 ଉହ୍କାର୍କାରିର୍ ମାଡ୍ ଲାଡ୍କଃରେଦ୍; ମଃତର୍ ସଃତ୍ରୁର୍ ଚୁମ୍ତାର୍ ନିକନାୟି।
7 ହେଟ୍ହୁର୍ଲା ଲକ୍ ମଃଉ ଚିକଣ୍ ମଃନ୍ ନଃକେରେ; ମଃତର୍ ବୁକାର୍ଲକେ ହିତାରି ହେଁ ସୁଆଦ୍ ଲଗେଦ୍।
8 ଜୁୟି ଲକ୍ ନିଜାର୍ ଟାଣ୍ଚାଡି ବୁଲେଦ୍, ସେ ଗୁଡାୟିହୁଣି ଉଡିବୁଲ୍ତା ଚେଳେହର୍।
9 ଚିକଣ୍ ଆର୍ ବାସ୍ନା ଦୁହ୍ନି ମଃନେ ସଃଲ୍ମତ୍ କଃରାୟିଦ୍, ମିତ୍ରର୍ ହୁର୍ଦୟେହୁଣି ବାରାଉତା ବଃଲ୍ ସିକ୍ୟା ସୁଆଦ୍ ଲାଗେଦ୍।
10 ନିଜାର୍ ମିତ୍ର ଆର୍ ବାପାର୍ ମିତ୍ରକେ ଚାଡାନାୟି ; ଆର୍ ତୁମାର୍ ବିବ୍ତି ଦିନେ ନିଜାର୍ ବାଇର୍ ଗଃରେ ଜଃହାନାୟି; ଦୁରିରିଲା ବାଇତଃୟିହୁଣି ଲଃଗେ ରିଲା ହଃଳ୍ସା ଲକ୍ ନିକ।
11 ଏ ମର୍ ହଅ ଗିଆନି ଅଃଉ ଆର୍ ମର୍ ମଃନେ ସଃର୍ଦା କଃରାଉ; ତଃବେ ମୁଁୟି ନିଜାର୍ ଲିନ୍ଦାକାରିକେ ଉତୁର୍ ଦେଉଁ ହାରି।
12 ଚଃତୁର୍ ଲକ୍ ବିବ୍ତିବଃଳ୍ ନିଜ୍କେ ଲୁକାୟିଦ୍ ; ମଃତର୍ ଜଃଗ୍ରାତ୍ ନୟିଲା ଲକ୍ ଆଗ୍ତୁ ଜାୟ୍ ଡଃଣ୍ଡ୍ ହାୟିଦ୍।
13 ଜୁୟିଲକ୍ ନଃଜାଣ୍ତା ଲକାର୍ ଗିନେ ଦାୟି ଅୟିଦ୍ , ତାର୍ ବଃସ୍ତର୍ ନେଉଅ; ଆର୍ ଜେ ବିନ୍ଲକାର୍ ମାୟ୍ଜି ଗିନେ ଲାଗାହାରି ଅୟିଦ୍ ତାକେ ବଃନ୍ଦାରଃକ।
14 ତୁମି ତୁମାର୍ ସଃଙ୍ଗାର୍ ଲକ୍ମଃନ୍କେ ବର୍ ସଃକାଳେ ଜୁଆର୍ କଃରି ଉଟାଉତାର୍ ସେରି ସାୟ୍ପ୍ ଅଃଉଁହାରେ।
15 ବେସି ବଃର୍ସାବଃଳ୍ ବେସି ହାଣି ଅଦ୍ରେଦ୍ ଆର୍ କଃର୍ନିୟାଣି ମାୟିଜି ଇ ଜଳେକ୍ ସଃମାନ୍। 16 ଜେ ତାକେ ଟେବାୟିଦ୍, ସେ ହଃବନ୍କେ ଟେବାୟିଲାହର୍ ଆର୍ ତାର୍ କାତାଆତେ ଚିକଣ୍ ଦଃର୍ଲାହର୍।
17 ଜଃନ୍କଃରି ଲଃଉଆ ଲଃଉଆକେ ଦାର୍ କଃରେଦ୍, ସେନ୍ ମାନାୟ୍ ଏକ୍ ଆରେକାର୍ ହଃର୍ଚାଳ୍ କଃରାୟିଦ୍।
18 ଜେ ଡୁମୁର୍ ଗଃଚ୍କେ ଜଃତୁନ୍ କଃରେଦ୍ ସେ ସେତିର୍ ହଃଳ୍ କାୟିଦ୍ ; ଆର୍ ଜେ ନିଜାର୍ ସାଉକାରାର୍ କଃତା ଦିଆନ୍ ଦଃୟିଦ୍ ସେ ମାୟିନ୍ ହାୟିଦ୍।
19 ଜଃନ୍କଃରି ହାଣାୟ୍ ମୁଉଁର୍ ସାୟ୍ ଡିସେଦ୍ , ସେନ୍କଃରି ହୁର୍ଦ୍ ମାନାୟିକେ ମାନାୟି ଜାଣେଦ୍।
20 ଜଃନ୍କଃରି ହଃତାଳ୍ ଆର୍ ବିନାସ୍ ଟାଣ୍ କଃବେ ହେଁ ସଃଲ୍ମତ୍ ନାୟି, ସେନ୍ ମାନାୟିର୍ ଆକି କଃବେ ହେଁ ସଃନ୍ତୁସ୍ଟି ନୟି।
21 କୟିତଃୟ୍ ରୁହା, ଆର୍ ସନା ହଡାୟିଲେକ ସୁଦ୍ ବଃଲି ଜାଣାହଃଳେଦ୍, ସେହର୍ ଗୁଣ୍ ଦଃକି ମାନାୟିକେ ଜାଣୁକେ ଅୟିଦ୍।
22 ତୁମି ଗଅଁ ସଃଙ୍ଗ୍ ଅଗିଆନ୍କେ ଡିକିୟେ କଟ୍ଲେକ୍ହେଁ ତାର୍ ଅଗିଆନ୍ ଚାଡିନଃକେରେ।
23 ତୁମି ନିଜାର୍ ମେଣ୍ଡାମଃନାର୍ ଅଃବୁସ୍ତା ଜାଣୁକେ ଜଃଗ୍ରାତ୍ ଅଃଉଆ, ଆର୍ ନିଜାର୍ ହସୁମଃନାର୍ ବିସୟେ ବଃଲ୍ବାବେ ଦିଆନ୍ ଦିଆସ୍। 24 କାୟିତାକ୍ବଃଲେକ୍ ଦଃନ୍ ସଃବୁଦିନ୍ ରଃୟ୍ ନଃକେରେ ଆର୍ ମୁକୁଟ୍ କାୟିରି ପିଳିର୍ପିଳି ହଃତେକ୍ ରଃୟିଦ୍ ? 25 ରଃନ୍ କାଟ୍ଲେକ୍ ଆରେକ୍ କଃଉଁଣା ରଃନ୍ ଉଟେଦ୍ , ଆର୍ ହଃର୍ବାତ୍ମଃନାର୍ ରଃନ୍ ରୁଣ୍ଡାଉଁକେ ଅୟିଦ୍। 26 ମେଣ୍ଡା ହିଲାମଃନ୍ ତୁମିକେ ବଃସ୍ତର୍ ଦେତି; ଆର୍ ଚେଳି ତୁମାର୍ ହଃଦାର୍ ଗିନେ ବିକି ମଲ୍ ହାଉଆସ୍। 27 ଆର୍ ଚେଳି ଦୁଦ୍ ତୁମାର୍ ଆର୍ ଗଃରାର୍ ଲକ୍ କାଉଁକେ ଅୟିଦ୍; ଆର୍ ତୁମାର୍ ଦାସିମଃନାର୍ ଗିନେ ଉହ୍କାର୍ ଅୟିଦ୍।