10 ସାସ୍ତରେ ଲେକା ଆଚେ,
"ଜଦି ଜେ ଜିବନେ ସୁକ୍ ବୟ୍ଗ୍ କଃରୁକେ
ଆର୍ ସୁକାର୍ ଦିନ୍ ଦଃକୁକ୍ ମଃନ୍ କଃରେଦ୍,
ସେ କଃରାପ୍ କଃତାୟ୍ ଅଃହ୍ଣାର୍ ଜିବ୍କେ
ଆର୍ ଦଃର୍ମ ଜଃଟ୍ତା କଃତାୟ୍ ହୁଣି ଅଃହ୍ଣାର୍ ଟଣ୍ଡ୍କେ ମଦା କଃର ।
11 ସେ କଃରାପ୍ କାମ୍ ଚାଡିକଃରି ସଃତ୍ କାମ୍ କଃର;
ସେ ସୁସ୍ତା କଜି ତାର୍ ହଃଚେ ହଃଚେ ଜଃଉଅ ।