20 ହୁର୍ବ୍ କାଳେ ନହର୍ ବଃଳ୍ ଜାଜ୍ ହାଜ୍ତା ବଃଳ୍, ଜଃଡେବଃଳ୍ ଇସ୍ୱର୍ ବେସିଦିନ୍ ସଃମ୍ବାଳିକଃରି ଜାଗ୍ତି ରିଲା, ସଃଡେବଃଳ ସେମଃନ୍ ଅଃମାନ୍ୟା ଅୟ୍ରିଲାୟ୍ । ସେ ଜାଜେ ହୁରିକଃରି ଅଃଳକ୍ ଲକ୍ ବଃଲେକ୍ ଅଃକାୟ୍ ଆଟ୍ ଲକ୍, ରାଜିବୁଡା ହାଣାୟ୍ହୁଣି ରଃକ୍ୟା ହାୟ୍ଲାୟ୍ । 21 ବାପ୍ତିସମ୍ ସେରଃକମ୍, ବଃଲେକ୍ ଗଃଗାଳାର୍ ମେଳି ଦଃଉତାର୍ ନାୟ୍, ମଃତର୍ ଇସ୍ୱରାର୍ ହାକ୍ ନିର୍ମୁଳ୍ ଜିବନ୍ ହାଉଁକେ ପାର୍ତ୍ନା ଜିସୁ କ୍ରିସ୍ଟର୍ ଆରେକ୍ ଉଟ୍ଲାର୍ ଗିନେ ଅଃବେ ତୁମିମଃନ୍କେ ମୁକ୍ତି କଃରୁଲି । 22 ସେ ଜିସୁ କ୍ରିସ୍ଟ ସଃର୍ଗେ ଜାୟ୍ ଇସ୍ୱରାର୍ କାତାବାଟ୍ୟା ବଃସିଆଚେ, ଆର୍ ଦୁତ୍ମଃନ୍, ଅଃଦିକାରିମଃନ୍ ଆର୍ ସଃକ୍ତିକାରିମଃନ୍ ତାର୍ ତଃଳେ ଆଚ୍ତି ।
Publicidade
Publicidade