1 ତାର୍ହଃଚେ ମସା ଇସ୍ୱର୍କେ ଉତୁର୍ ଦିଲା, "ମଃତର୍ ଇସ୍ରାଏଲ୍ ଲଃକ୍ମଃନ୍ ମକ୍ ବିସ୍ୱାସ୍ ନଃକେର୍ତି ଆର୍ ମର୍ କଃତାକେ ଦିଆନ୍ ନଃଦେତି; ମଃତର୍ ସେମଃନ୍ କଃଉତି ଇସ୍ୱର୍ ମାପୁର୍ ତକ୍ ଦଃର୍ସନ୍ ନଃଦେୟ୍।"
2 ତଃବେ ମାପୁର୍ ତାକେ କୟ୍ଲା, "ତର୍ ଆତେ କାୟିରି ଆଚେ?" ସେ କୟ୍ଲା, "ଡାଙ୍ଗ୍।" 3 ତଃବେ ମାପୁର୍ କୟ୍ଲା, "ତାକେ ତଃଳେ ହଃକାଉ।" ତଃବେ ସେ ସେତାକ୍ ତଃଳେ ହଃକାୟ୍ଲାକେ ସେରି ସାହ୍ ଅୟ୍ଲି; ମସା ଡିରିକଃରି ସେତିହୁଣି ଦଃବୁଳ୍ଲା। 4 ସଃଡେବଃଳ୍ ମାପୁର୍ ମସାକେ କୟ୍ଲା, "ସେମଃନାର୍ ଦାଦି-ବାବୁମଃନାର୍ ଇସ୍ୱର୍, ବଃଲେକ୍ ଅବ୍ରାହାମାର୍ ଇସ୍ୱର୍, ଇସାକାର୍ ଇସ୍ୱର୍ ଆର୍ ଜାକୁବାର୍ ଇସ୍ୱର୍କେ ତୁୟ୍ ଦଃକି ଆଚ୍ସି, ଇରି ଜଃନ୍କଃରି ସେମଃନ୍ ସଃତ୍ କଃର୍ତି, 5 ଇତାର୍ ଗିନେ ଅବ୍ରାହାମ୍, ଇସାକ୍, ଜାକୁବର୍ ଇସ୍ୱର୍ କୟ୍ଲା ଇସ୍ୱର୍ ତକେ ଦଃକାୟ୍ ଅୟିଆଚେ ଇରି ଜାଣାଉଁକେ ତର୍ ଆତ୍ ଲାମାୟ୍ ସାହ୍ ଲେଞ୍ଜେ ଦଃର୍, ତଃବେ ସେ ଆତ୍ ଲାମାୟ୍ ସେ ତାର୍ ଲେଞ୍ଜ୍ ଦଃର୍ଲା, ତାର୍ ଆତେ ସେରି ଡାଙ୍ଗ୍ ଅୟ୍ଲି।"
6 ତାର୍ ହଃଚେ ଇସ୍ୱର୍ ମସାକେ କୟ୍ଲା, "ତୁୟ୍ ନିଜାର୍ ଆତ୍ ଉର୍ ଉହ୍ରେ ରଃକ୍।" ତଃବେ ମସା ତାର୍ ଆତ୍କେ ଉର୍ ଉହ୍ରେ ରଃକ୍ଲା, ଆର୍ ବାର୍କଃଲା, ତାର୍ ଆତ୍ ବଃଡ୍ରଗ୍ ସିତ୍ବଃସ୍ଲା ହର୍ ଦବ୍ ଅୟ୍ଲି। 7 ତାର୍ହଃଚେ ଇସ୍ୱର୍ କୟ୍ଲା, "ତର୍ ଆତ୍ ଆରେକ୍ ଗଟ୍ତର୍ ତର୍ ଉର୍ବୁକା ଉହ୍ରେ ସଂଙ୍ଗାଉ।" ତଃବେ ମସା ତାର୍ ଆତ୍କେ ଉର୍ବୁକା ଉହ୍ରେ ସଂଙ୍ଗାୟ୍ଲା, ସେମଃନ୍ ଜଦି ତକେ ସଃତ୍ ନଃକେର୍ତି, 8 ଆର୍ ତର୍ ସେ ହଃର୍ତୁ ଚିନେ ସଃତ୍ ନଃକେର୍ତି ତଃବେ ଇ ହଃଚେ ଅୟ୍ଲା ଚିନା ଦଃକି ସଃତ୍ କଃର୍ତି ଆରେକ୍ ଗଟ୍ତର୍ ନିଜାର୍ ଆତ୍ ଉର୍ବୁକା ଉହ୍ରେ ସଂଙ୍ଗାୟ୍ ବାର୍କଃଲା, ଆର୍ ସେରି ଆଗାର୍ ହର୍ ନିକ ଆତ୍ ଅୟ୍ଲି। 9 ଜଦି ସେମଃନ୍ ଇ ଜଳେକ୍ ଚିନା ଦଃକି ସଃତ୍ ନଃକେର୍ତି ଆର୍ ତର୍ କଃତାକେ ଦିଆନ୍ ନଃଦେତି, ତଃବେ ତୁୟ୍ ନିଳ୍ ଗାଡାର୍ ହାଣି ଆଣି ସୁକ୍ଲା ବୁଏଁ ଡାଳ୍ ସେରି ବଃନି ଅୟ୍ଦ୍।
10 ମଃତର୍ ମସା ଇସ୍ୱର୍କେ କୟ୍ଲା, "ଏ ମାପୁର୍ ଇତାର୍ ହୁର୍ବେ କି ତୁୟ୍ ନିଜାର୍ ଦଃଙ୍ଗ୍ଳା ସଃଙ୍ଗ୍ କଃତା-ବାର୍ତା କଃଲା ହଃଚେ ହେଁ ମୁୟ୍ ନିକ କଃତା କଃଉଁକେ ନଃଜାଣି। ମଃତର୍ ମୁୟ୍ କଃତା କଃଉଁକେ ଦିର୍ ଆର୍ ଗଟ୍ ତତ୍ଲା ମାନାୟ୍।" 11 ତଃବେ ଇସ୍ୱର୍ ତାକ୍ କୟ୍ଲା, "ମାନାୟ୍ର୍ ଟଣ୍ତ୍କେ କେଏ ତିଆର୍ କଃରି ଆଚେ? ଆରେକ୍ ମାନାୟ୍କେ କେଏ ଗୁଲା କି ବଃୟ୍ରା କି ଦଃକୁ ହାର୍ତାର୍ କି କାଣା କେଏ କଃରେଦ୍? ମୁୟ୍ ଇସ୍ୱର୍ ମାପୁର୍ କି ସେରି ନଃକେରି? 12 ତଃବେ ଅଃବେ ତୁୟ୍ ଜାଆ, ମୁୟ୍ ତର୍ ସଃଙ୍ଗ୍ ରଃୟ୍କଃରି ତକ୍ କଃତା କଃଉଁକେ ସିକାୟ୍ନ୍ଦ୍।" 13 ମଃତର୍ ମସା କୟ୍ଲା, "ଏ ମର୍ ଇସ୍ୱର୍ ମୁୟ୍ ତକ୍ ଗଃଉଆରି କଃରୁଲେ, ମକ୍ ନଃହେଟାୟ୍ ବିନ୍ ଗଟ୍ ଲକେ ହଃଟାଉ।"
14 ତାର୍ହଃଚେ ଇସ୍ୱର୍ ମସାର୍ ଉହ୍ରେ ରିସା ଅୟ୍ଲା, ସେତାକ୍ ସେ କୟ୍ଲା, "ଲେବିୟ ହାରଣ କି ତର୍ ବାୟ୍ ନୟ୍? ମୁୟ୍ ଜାଣି, ସେ ନିକକଃରି କଃତା କଃଉଁକେ ଜାଣେଦ୍। ଆର୍ ଦଃକ୍ ସେ ତର୍ ସଃଙ୍ଗ୍ କଃତାବାର୍ତା ଅଃଉଁକେ ଆସୁଲା; ଆରେକ୍ ସେ ତକ୍ ଦଃକି ସଃର୍ଦା ଅୟ୍ଦ୍। 15 ତୁୟ୍ ହାରଣ୍କେ କଃଉସି ଆର୍ ତାର୍ ଟଣ୍ତେ ବଃଚନ୍ ଦେସି, ମୁୟ୍ ତର୍ ସଃଙ୍ଗ୍ ଆର୍ ତାର୍ ସଃଙ୍ଗ୍ ରଃୟ୍ନ୍ଦ୍ ଆର୍ ତୁମି ଜାୟ୍ରି କଃଉଁକେ ଅୟ୍ଦ୍ ସେରି ମୁୟ୍ ତୁମିକେ କଃଉଁକେ ସଃକ୍ତି ଦଃୟ୍ନ୍ଦ୍। 16 ତର୍ ହାଁୟ୍ ହାରଣ ଲକ୍ମଃନ୍କେ କୟ୍ଦ୍ ସେ ତର୍ ବାଦୁଲେ କଃଉତା ଲକ୍ ଅୟ୍ଦ୍ ଆର୍ ତୁୟ୍ ତାର୍ ହାଁୟ୍ ଇସ୍ୱର୍ ହର୍ ଅଃଉସି। 17 ଆର୍ ତୁୟ୍ ଇ ଡାଙ୍ଗ୍ ଦଃର୍, ବଃଲେକ୍ ଇ ଡାଙ୍ଗ୍ ତର୍ ଆତେ ରିଲେକ୍ ଇ ସଃବୁ ଚିନା ଦଃକାଉଁକେ ହାର୍ସି।"
18 ତାର୍ହଃଚେ ମସା ନିଜାର୍ ସଃତ୍ରାସି ଜିତ୍ର ହାକ୍ ବାଉଳି ଜାୟ୍ କୟ୍ଲା, "ଦଃର୍ମ୍କଃରି ମଃକ୍ ମିସର୍ ଦେସେ ଜଃଉଁକେ ସେଲ ଦେଏ ମୁୟ୍ ମର୍ ଲକ୍ମଃନ୍କେ ଦଃକୁକେ ମଃନ୍କଃରୁଲେ, ଆର୍ ସେମଃନ୍ କଃନ୍କାର୍ ଆଚ୍ତି, ଇରି ଜାଣୁକେ ମଃନ୍କଃରୁଲେ, ସେମଃନ୍ ଆଜି ହଃତେକ୍ ବାଚି ଆଚ୍ତି କି ନାୟ୍?" ତଃବେ ଜିତ୍ର ମସାକେ କୟ୍ଲା, "ତୁୟ୍ ସୁସ୍ତାୟ୍ ଜାଆ।" 19 ଆର୍ ଇସ୍ୱର୍ ମିଦିୟନ୍ ଦେସେ ମସାକେ କୟ୍ରିଲା, "ତୁୟ୍ ମିସର୍ ଦେସେ ବାଉଳି ଜାଆ; ଜୁୟି ଲଃକ୍ମଃନ୍ ତକ୍ ମାରୁକେ କଜ୍ତି ରିଲାୟ୍, ସେମଃନ୍ ମଃରି ଆଚ୍ତି।" 20 ତଃବେ ମସା ତାର୍ ଡକୁର୍ସିକ୍ ଆର୍ ତାର୍ ହୟ୍ସିମଃନ୍କେ ଗଃଦ ଉହ୍ରେ ବଃସାୟ୍ ମିସର୍ ଦେସେ ବାଉଳି ଗଃଲା, ଆରେକ୍ ସେ ନିଜାର୍ ଆତେ ଇସ୍ୱରାର୍ ସେ ଡାଙ୍ଗ୍ ନିଲା। 21 ତାର୍ହଃଚେ ଇସ୍ୱର୍ ମସାକେ କୟ୍ଲା, ସୁଣ୍ ତୁୟ୍ ମିସର୍ ଦେସେ ବାଉଳି ଗଃଲେକ୍ ମୁୟ୍ ତର୍ ଆତେ ଜୁୟି ସଃବୁ କାବାଅଃଉତା କାମ୍ କଃରୁକେ ଦଃୟି ଆଚି ସେରି ପାରର୍ ମୁଏଁ କଃର୍ସି, ମଃତର୍ ମୁୟ୍ ତାର୍ ମଃନ୍ ଅଃଟୁଆ କଃରିନ୍ଦ୍; ତଃବେ ସେ ଲକ୍ମଃନ୍କେ ମିସର୍ ଦେସ୍ ଚାଡିକଃରି ଜଃଉଁକେ ନଃଦେୟ୍। 22 ଆରେକ୍ ତୁୟ୍ ପାରକେ କଃଉସି, ଇସ୍ୱର୍ କଃଉଁଲା, "ଇସ୍ରାଏଲ୍ ମର୍ ହିଲା ମର୍ ହଃର୍ତୁ ହିଲା; 23 ଇସ୍ୱର୍ କଃଉଁଲା, ଇସ୍ରାଏଲ୍ ଅଃଉଁଲା ମର୍ ହଃର୍ତୁ ଜଃର୍ନ୍ ଅୟ୍ଲା ହିଲା ଆର୍ ମୁୟ୍ ତକ୍ କଃଉଁଲେ, ତୁୟ୍ ମର୍ ହଅକେ ମର୍ ସେବା କଃରୁକେ ଚାଡିଦେ। ଜଦି ତୁୟ୍ ସେମଃନ୍କେ ଚାଡି ନଃଦେସି ତଃବେ ମୁୟ୍ ତର୍ ହଃର୍ତୁ ଜଃର୍ନ୍ ଅୟ୍ଲା ହଅକେ ଅଃତ୍ୟା କଃରିନ୍ଦ୍।"
24 ମିସର୍ ଜାତା ବାଟେ ମସା ଗଟ୍ ଜଃଗାୟ୍ ତୁମ୍କଃରି ରାତି କଃଟାୟ୍ଲା, ଇସ୍ୱର୍ ମସାକେ ସେତି ବେଟ୍ ହାୟ୍ଁ ତାକ୍ ମାରୁକେ ଚେସ୍ଟା କଃଲା। 25 ସଃଡେବଃଳ୍ ସିପରା ଗଟ୍ ଲାଗୁଣ୍ କଃଟ୍ରା ଦଃରି ନିଜାର୍ ହୟ୍ସିକେ ସୁନତ୍ କଃରି ସେ ଟିହ୍ଚାମ୍ ମସାର୍ ଗଡ୍ ତଃଳେ ହଃକାୟ୍ କୟ୍ଲି "ତୁୟ୍ ମର୍ ବଃନି ଲାଡାର୍ ଅଃଣ୍ତ୍ରା।" 26 ଇତାର୍ ହଃଚେ ଇସ୍ୱର୍ ତାକେ ଚାଡିଦିଲା ତଃବେ ସେ ମାୟ୍ଜି କୟ୍ଲି ସୁନତାର୍ ଗିନେ ବଃନିର୍ ଅଃଣ୍ଡ୍ରା। 27 ତାର୍ହଃଚେ ଇସ୍ୱର୍ ହାରଣକେ କୟ୍ଲା, "ତୁୟ୍ ମସା ସଃଙ୍ଗ୍ ମିସୁକେ ତାର୍ ମରୁବଃଟାକେ ଜାଆ।" ତଃବେ ସେ ଜାୟ୍ ଇସ୍ୱରାର୍ ହଃର୍ବାତେ ତାର୍ ସଃଙ୍ଗ୍ ମିସି ତାକ୍ ଚୁମ୍ଲା। 28 ସଃଡେବଃଳ୍ ମସା ଇସ୍ୱର୍ ହଃଟାୟ୍ ରିଲା ସଃବୁ କଃତା ଆର୍ ସଃବୁ କାବାଅଃଉତା ଚିନା ହାରଣକେ ଜାଣାୟ୍ଲା। 29 ତଃବେ ମସା ଆର୍ ହାରଣ ସଃଙ୍ଗେ ଜାୟ୍କଃରି ଇସ୍ରାଏଲାର୍ ପାରାଚିନ୍ ମଃନ୍କେ ଗଟେତଃୟ୍ ରୁଣ୍ତାୟ୍ଲାୟ୍। 30 ଆରେକ୍ ହାରଣ ମସାକେ ଇସ୍ୱର୍ କୟ୍ଲା ସଃବୁ କଃତା ଜାଣାୟ୍ଲା ଆର୍ ମସା ଲକ୍ମଃନାର୍ ଆଗେ କାବା ଅଃଉତା ଚିନା ଦଃକାୟ୍ଲା। 31 ସେ କଃତାୟ୍ ଲଃକ୍ମଃନ୍ ବିସ୍ୱାସ୍ କଃଲାୟି, ଜଃଡେବଃଳ୍ ସେମଃନ୍ ସୁଣ୍ଲାୟ୍ ଜେ, ଇସ୍ୱର୍ ସେମଃନାର୍ କଃସ୍ଟ ଦଃକି ଆଚେ, ଇ କଃତା ସୁଣି ସେମଃନ୍ ଇସ୍ୱର୍କେ ଜୁଆର୍ କଃରି ପାର୍ତନା କଃଲାୟି, ଆର୍ ତାର୍ ସେବା କଃଲାୟି।