1 ମାପୁର୍ ମସାକେ କୟ୍ଲା, "ମୁୟ୍ ତକ୍ ପାର ରଃଜାର୍ ଚଃମେ ଇସ୍ୱର୍ ହର କଃରିଆଚି, ଆର୍ ତର୍ ବାୟ୍ ହାରଣ ତର୍ ବାବ୍ବାଦି ଅୟ୍ଦ୍। 2 ମୁଁୟ୍ ତକ୍ ଜାୟ୍ ଜାୟ୍ରି କୟ୍ନ୍ଦ୍, ସେରି ସଃବୁ ତୁୟ୍ ହାରଣକେ କଃଉସି, ଆରେକ୍ ତର୍ ହାଁୟ୍ ହାରଣ ଇସ୍ରାଏଲ୍ ଲକ୍ମଃନ୍କେ ମିସର୍ ଦେସେହୁଣି ଚାଡି ଦେଉଁକେ ପାର ରଃଜାକେ କୟ୍ଦ୍। 3 ମଃତର୍ ମୁଁୟ୍ ପାରର୍ ମଃନ୍ ଅଃଟୁଆ କଃରିନ୍ଦ୍, ଆରେକ୍ ମିସର୍ ଦେସେ ମୁୟ୍ ଚିନା ଆର୍ ବୁତେକ୍ କାବାଅଃଉତାର୍ କଃରିନ୍ଦ୍। 4 ଅୟିଲେକ୍ ହେଁ ପାର ତୁମିମଃନାର୍ କଃତା ନଃସୁଣେ, ଇତାର୍ ଗିନେ ମୁୟ୍ ମିସର୍ ଦେସ୍କେ ବେସି ଦଃଣ୍ତ୍ ଦଃୟ୍ନ୍ଦ୍ ଆର୍ ତାର୍ ହଃଚେ ମୁୟ୍ ମର୍ ଲକ୍ମଃନ୍କେ ମିସର୍ ଦେସେହୁଣି ବାର୍କଃରି ଆଣିନ୍ଦ୍। 5 ଆରେକ୍ ମୁୟ୍ ମିସର୍ ବିରୁଦେ ନିଜାର୍ ଆତ୍ ଉଟାୟ୍ କଃରି ସେମଃନାର୍ ବିତ୍ରେହୁଣି ଇସ୍ରାଏଲ୍ ଲକ୍ମଃନ୍କେ ବାର୍କଃରି ଆଣ୍ତାବଃଳ୍ ମୁଁୟ୍ ଜିଅବା ବଃଲି ସେରି ସେମଃନ୍ ଜାଣ୍ତି।"
6 ତାର୍ ହଃଚେ ମସା ଆର୍ ହାରଣ ସେହଃର୍କାରେ କଃଲାୟି, ସେମଃନ୍ ମାପୁର୍ ବଲ୍ ହଃର୍କାରେ କାମ୍ କଃଲାୟି। 7 ପାର ସଃଙ୍ଗ୍ କଃତା-ବାର୍ତା କଃଲାବଃଳ୍ ମସାକେ ଅସେ ବଃର୍ସ୍ ଆର୍ ହାରଣକେ ଅସେ ତିନି ବଃର୍ସ୍ ଅୟ୍ରିଲି।
8 ମାପୁର୍ ମସା ଆର୍ ହାରଣକେ କୟ୍ଲା, 9 "ପାର ଜଦି ତୁମିକେ କାବାଅଃଉତା ଚିନା ଦଃକାଉଆ ବଃଲି କୟ୍ଦ୍, ତଃବେ ତୁୟ୍ ହାରଣକେ କଃଉସି, ତର୍ ଡାଙ୍ଗ୍ ନଃୟ୍ ପାରର୍ ମୁଉଁ ତଃଳେ ହଃକାଉ; ତଃବେ ସେ ଡାଙ୍ଗ୍ ସାହ୍ ଅୟ୍ଦ୍।" 10 ତଃବେ ମସା ଆର୍ ହାରଣ ପାର ଲଃଗେ ଜାୟ୍ ମାପୁର୍ କୟ୍ଲା ହଃର୍କାରେ କାମ୍ କଃଲାୟି; ଆରେକ୍ ହାରଣ ପାର ଆର୍ ତାର୍ ସଃଙ୍ଗ୍ କାମ୍ କଃର୍ତା ଦାସ୍ମଃନାର୍ ମୁୟେଁ ନିଜାର୍ ଡାଙ୍ଗ୍ ତଃଳେ ହଃକାୟ୍ଲାକେ ସେରି ସାହ୍ ଅୟ୍ଲି। 11 ତଃବେ ପାର ତାର୍ ହଃଣ୍ତିତ୍ ଆର୍ ଜାଦୁକାରିକେ କୁଦାୟ୍ଲା; ମିସରାର୍ ଜାଦୁକାରି ହେଁ ଅହ୍ଣାମଃନାର୍ ଜାଦୁବିଦ୍ୟା କଃରି ସେହର୍ କଃଲାୟି। 12 ବଃଲେକ୍ ସେମଃନ୍ ତାକାର୍ ଡାଙ୍ଗ୍କେ ତଃଳେ ହଃକାୟ୍ଲାକେ ସେରିମଃନ୍ ସାହ୍ ଅୟ୍ଲି; ମଃତର୍ ହାରଣାର୍ ଡାଙ୍ଗ୍ ସେମଃନାର୍ ଡାଙ୍ଗ୍କେ ଗିଳ୍ଲି। 13 ତଃବେ ମାପୁର୍ କୟିଲା କଃତା ହଃର୍କାରେ ପାରର୍ ମଃନ୍ ଅଃଟୁଆ ଅୟ୍ଲି, ଆର୍ ସେ ସେମଃନାର୍ କଃତା ନଃସୁଣ୍ଲା।
14 ତାର୍ ହଃଚେ ମାପୁର୍ ମସାକେ କୟ୍ଲା, "ପାରର୍ ମଃନ୍ ଅଃଟୁଆ ଅୟିଆଚେ, ସେ ଲକ୍ମଃନ୍କେ ଜଃଉଁକେ ଚାଡି ନଃଦେଉଁଲା।" 15 ଇତାର୍ ଗିନେ ପାର ସଃକାଳ୍ ବଃଳ୍ ଗାଡେ ଜାୟ୍ଦ୍ ନିଳିଆ ଗାଡ୍ କଃଣ୍ତାୟ୍ ଜାୟ୍ ପାରକେ ମିସୁକେ ଜାଗିରିଆ, ଜୁୟି ଡାଙ୍ଗ୍ ସାହ୍ ଅୟ୍ରିଲି, ସେରି ହେଁ ସଃଙ୍ଗେ ନିଆ। 16 ଆରେକ୍ ପାରକେ କଃଉଆ ଏବ୍ରିମଃନାର୍ ଇସ୍ୱର୍ ମକ୍ ତର୍ ହାକ୍ ହଃଟାୟ୍ କୟ୍ଲା, "ତୁୟ୍ ଅଃମାର୍ ଲକ୍ମଃନ୍କେ ମରୁବଃଟାୟ୍ ସେବା କଃରୁକେ ଚାଡି ଦେ; ମଃତର୍ ତୁୟ୍ ଅଃବେ ହଃତେକ୍ ଇ କଃତା ସୁଣି ନଃକେଲିସ୍।" 17 "ମାପୁର୍ ଇ କଃତା କଃଉଁଲା," ମୁୟ୍ ଜେ ମାପୁର୍ ସେରି ତୁୟ୍ ଇରି ଦଃକି ଜାଣ୍ସି ଦଃକ୍ ମୁୟ୍ ମର୍ ଆତାର୍ ଇ ଡାଙ୍ଗ୍ ନିଳ୍ ଗାଡାର୍ ହାଣି ଉହ୍ରେ ମାର୍ସି, ତଃବେ ସେରି "ବଃନି ଅୟ୍ଦ୍।" 18 ଗାଡେ ରିଲା ମାଚ୍ ସଃବୁ ମଃରିଜାତି ଆର୍ ଗାଡ୍ ଗଃନ୍ଦି ଜାୟ୍ଦ୍; ଆର୍ ମିସରାର୍ ଲଃକ୍ମଃନ୍ ଗାଡାର୍ ହାଣି କାଉଁ ନଃହାର୍ତି। 19 ତାର୍ହଃଚେ ମାପୁର୍ ମସାକେ କୟ୍ଲା, "ହାରଣକେ ଇ କଃତା କଃଉ, ତୁୟ୍ ତର୍ ଡାଙ୍ଗ୍ ନଃୟ୍ ମିସର୍ ଦେସାର୍ ହାଣି ଉହ୍ରେ, ବଃଲେକ୍ ସେତିର୍ ଗାଡ୍, ନାଳ୍, ବଃନ୍ଦ୍ ଆର୍ ଚିଉଆ ଇ ସଃବୁ ଉହ୍ରେ ଅଃହ୍ଣାର୍ ଆତ୍ ଉଟାଉ, ତଃବେ ସଃବୁ ହାଣି ବଃନି ଅୟ୍ଦ୍; ଆରେକ୍ ମିସର୍ ଦେସାର୍ ସଃବୁ ଗଃଚ୍ ଡକାର୍ ଆର୍ ଟେଳା ଡକାର୍ ହାଣି ହେଁ ବଃନି ଅୟ୍ଦ୍।" 20 ମସା ଆର୍ ହାରଣ ମାପୁର୍ କୟ୍ଲା ହଃର୍କାରେ ସେରଃକମ୍ କଃଲାୟି; ସେ ଡାଙ୍ଗ୍କେ ନଃୟ୍ ପାର ଆର୍ ତାର୍ ଦାସ୍ମଃନାର୍ ମୁଏଁ ନିଳ୍ ଗାଡାର୍ ହାଣି ଉହ୍ରେ ଡାଙ୍ଗ୍ ମାର୍ଲାୟ୍; ତଃବେ ଗାଡାର୍ ସଃବୁ ହାଣି ବଃନି ଅୟିଲି। 21 ଆରେକ୍ ଗାଡାର୍ ମାଚ୍ ସଃବୁ ମଃଲାୟ୍ ଆର୍ ନିଳ୍ ଗାଡ୍ ଗଃନ୍ଦି ଗଃଲି, ସେତାକ୍ ମିସରାର୍ ଲଃକ୍ମଃନ୍ ଗାଡାର୍ ହାଣି କାଉଁକେ ନଃହାର୍ଲାୟ୍ ମିସର୍ ଦେସାର୍ ସଃବୁ ହାଣି ବଃନି ଅୟ୍ଲି। 22 ସଃଡେବଃଳ୍ ମିସରାର୍ ଜାଦୁକାରିମଃନ୍ ହେଁ ଅଃହ୍ଣାମଃନାର୍ ଜାଦୁ କଃଲାୟି; ସେତାକ୍ ମାପୁର୍ କଃତା ହଃର୍କାରେ ପାରର୍ ମଃନ୍ ଅଃଟୁଆ ଅୟିଲି ଆର୍ ମସା ଆର୍ ହାରଣାର୍ କଃତା ନଃସୁଣ୍ଲା। 23 ପାର୍ ମସାର୍ ବିସୟେ ମଃନ୍ ନଃଦେୟ୍ ମୁଉଁ ବୁଲାୟ୍ ତାର୍ ଗଃରେ ଗଃଲା। 24 ଆରେକ୍ ସଃବୁ ମିସରିୟମଃନ୍ ନିଳ୍ ଗାଡାର୍ ହାଣି କାଉଁକେ ନଃହାର୍ଲାକ୍ କାତା ହାଣି ଗିନେ ଗାଡାର୍ ସଃବୁ ହାକ୍ କାଲ୍ କଃଣ୍ଲାୟ୍।
25 ଇସ୍ୱର୍ ଗାଡାର୍ ହାଣିକେ ମାରିକଃରି ସାତ୍ ଦିନ୍ ଜିଣି ଗଃଲିବେ।