1 ସଃଡେବଃଳ୍ ମସା ଆର୍ ଇସ୍ରାଏଲ୍ ଲଃକ୍ମଃନ୍ ମାପୁରାର୍ ନାଉଁଏ ଇ ଗିତ୍ କୟ୍ଲାୟ୍, "ଅଃମି ମାପୁରାର୍ ନାଉଁଏ ଗିତ୍ କଃଉଁଆ, ବଃଲେକ୍ ଅଃଦିକ୍ ମାୟ୍ନ୍ କାରି ଅୟିଆଚେ; ଗଳା ଆର୍ ଗଳାଚଃଗୁମଃନ୍କେ ସଃମ୍ନ୍ଦ୍ ବିତ୍ରେ ବୁଡାୟ୍ ଆଚେ," 2 ମାପୁର୍ ଅଃଉଁଲା ମର୍ ବଃଳ୍ ଆର୍ ଗିତ୍ ସେ ମର୍ ଉଦାର୍କାରି ଅୟିଆଚେ, ସେ ମଃର୍ ଜେହବା, ମୁୟ୍ ତାର୍ ଗୁଣ୍ ଗାୟ୍ଁନ୍ଦ୍; ସେ ଅଃମାର୍ ଦାଦିବାବୁର୍ ଇସ୍ୱର୍ ଅଃମି ତାର୍ ଗୁଣ୍ ଗାଉଁନ୍ଦ୍। 3 ମାପୁର୍ ଜୁଜ୍ ବିର; ଜିଅବା ତାର୍ ନାଉ। 4 ସେ ପାରର୍ ରଃତ୍ ଆର୍ ସଃୟ୍ନ୍ମଃନ୍କେ ସଃମ୍ନ୍ଦ୍ ବିତ୍ରେ ବୁଡାୟ୍ ଆଚେ; ପାର ରଃଜା ବାଚ୍ଲା ବିରମଃନ୍ ସୁପ୍ ସଃମ୍ନ୍ଦ୍ ବିତ୍ରେ ବୁଡି ଆଚ୍ତି। 5 ଡେଙ୍ଗ୍ ହାଣି ସେମଃନ୍କେ ଡାହି ଆଚେ, ସେମଃନ୍ ଟେଳା ବୁଡ୍ଲା ହର୍ ଡେଙ୍ଗ୍ ଜାଣାୟି ବୁଡ୍ଲାୟ୍। 6 ଏ ମାପୁର୍ ତର୍ କାତା ଆତ୍ ବଃଳେ ଜଃଜ୍ମାନ୍ ଅଃଉଅ; ଏ ମାପୁର୍ ତର୍ କାତା ଆତ୍ ସଃତ୍ରୁକେ ଗୁଣ୍ତ୍ଗୁଣ୍ତା କଃରେଦ୍। 7 ତୁୟ୍ ତର୍ ଜଃଜ୍ମାନେ ନିଜାର୍ ବିରଦିମଃନ୍କେ ବଃସମ୍ କଃରିଆଚ୍ସି; ତୁୟ୍ ତର୍ ରିସାର୍ ଜୟ୍ ହଃଟାଉ ସେରି ସେମଃନ୍କେ ହିରି ହର୍ ବଃସମ୍ କଃରେଦ୍। 8 ତର୍ ନାସିର୍ ହୁଣ୍ତାଣେ ହାଣିରାସି ଅୟି ଗଟେତଃୟ୍ ଅୟ୍ଲି, ଜାତା ଗାଡ୍ କୁଡ୍ ହର୍ ଟିଆ ରିଲି; ସଃମ୍ନ୍ଦାର୍ ମଃଜାୟ୍ ଡେଙ୍ଗ୍ ହାଣି ଜଃମ୍ଲି। 9 ସଃତ୍ରୁ କୟ୍ଲା, ମୁୟ୍ ସେମଃନାର୍ ହଃଚେ କଃଦି ଜାୟ୍, ମୁୟ୍ ସେମଃନ୍କେ ଦଃରିନ୍ଦ୍, ମୁୟ୍ ଚର୍ଲା ଦଃନ୍କେ ବାଟାକଃରି ନଃୟ୍ନ୍ଦ୍; ସେମଃନାର୍ ଉହ୍ରେ ମର୍ ଇଚା ହୁର୍ନ୍ ଅୟ୍ଦ୍। ମୁୟ୍ ମର୍ କଃଣ୍ତା ତିକୁଣ୍ କଃରିନ୍ଦ୍, ମର୍ ଆତ୍ ସେମଃନ୍କେ ନାସ୍ କଃରେଦ୍। 10 ମଃତର୍ ତୁୟ୍ ତାକେ ହୁକିକଃରି ଉଡାୟ୍ ଦିଲିସ୍; ଆର୍ ସଃମ୍ନ୍ଦେ ସେମଃନ୍କେ ସିସୁଆ ଗୁଳା ହର୍ ବୁଡାୟ୍ଲିସ୍। 11 ଏ ମାପୁର୍, ତର୍ ସଃମାନ୍ ଆର୍ କୁୟି ଦେଉତା ଆଚେ କି? ନାୟ୍, ତର୍ ହର୍ ଆରେକ୍ କେ ହେଁ ନାୟ୍ ତୁୟ୍ ପବିତ୍ର। ତୁୟ୍ କାବା ଅଃଉତା ସଃକ୍ତିଏ ହୁର୍ନ୍, ତୁୟ୍ ବଃଡେ କାବା ଅଃଉତା କାମ୍ କଃର୍ସି। 12 ତୁୟ୍ ତର୍ କାତା ଆତ୍ ଉଟାୟ୍ଲିସ୍, ଆର୍ ହୁର୍ତିବି ସେମଃନ୍କେ ଗିଳ୍ଲି। 13 ମଃତର୍ ତୁୟ୍ ତର୍ ଦଃୟାୟ୍ ରଃକ୍ୟା କଃର୍ଲା ଲକ୍ମଃନ୍କେ କାଡାୟ୍ ନେଉଁଲିସି। ତୁୟ୍ ନିଜାର୍ ସଃକ୍ତିଏ ସେମଃନ୍କେ ତୁୟ୍ ବାସା କଃର୍ତା ପବିତ୍ର ଜଃଗାୟ୍ ବାଟ୍ କାଡାୟ୍ ନେଉଁଲିସ୍। 14 ଲଃକ୍ମଃନ୍ ଇରି ସୁଣି; ଡିରିଗଃଲାୟ୍, ଆର୍ ପଲେସ୍ଟିୟ ଲଃକ୍ମଃନ୍ ଡିର୍କେ ତଃର୍ତଃରୁକେ ଦଃର୍ଲାୟ୍। 15 ଇଦମାର୍ ନେତାମଃନ୍ ଡିର୍ଲାୟ୍, ମୟାବର୍ ସଃକ୍ତିକାରି ଲଃକ୍ମଃନ୍ ଡିର୍ମାଡେ ଦଃଲ୍କି ଜଃଉଁଲାୟ୍; କିଣାନାର୍ ଲଃକ୍ମଃନ୍ ସେମଃନାର୍ ସାସ୍ ଆରାୟ୍ଲାୟ୍। 16 ଡିର୍ ଆର୍ ଚଃମ୍କା ସେମଃନ୍କେ ଚାହୁଲି; ଏ ମାପୁର୍ ଜଃଡେବଃଳ୍ ହଃତେକ୍ ତର୍ ଲଃକ୍ମଃନ୍ ବାରାୟ୍ ନଃଜାତି, ସଃଡେବଃଳ୍ ହଃତେକ୍, ତୁୟ୍ ମୁକ୍ଳାୟ୍ଲା ଲଃକ୍ମଃନ୍ ବାରାୟ୍ ନଃଜାତି ସଃଡେବଃଳ୍ ହଃତେକ୍ ତର୍ ଡେଣାର୍ ସଃକ୍ତି ଗିନେ ସେମଃନ୍ ବଃସ୍ଲା ଟେଳା ହର୍ ଚୁଲ୍ବୁଲ୍ ନଃଉତି। 17 ଏ ମାପୁର୍, ତୁୟ୍ ନିଜାର୍ ଗିନେ ଗଟେକ୍ ଟାଣ୍ ତିଆର୍ କଃରିଆଚ୍ସି, ମାପୁର୍ ତର୍ ଆତ୍ ଜୁୟି ଦଃର୍ମ୍ ଜଃଗା ତିଆର୍ କଃରିଆଚେ, ତୁୟ୍ ସେମଃନ୍କେ ଆଣି ଅଃହ୍ଣାର୍ ସେ ହଃର୍ବାତେ ତାହୁନ୍ କଃର୍ସି। 18 ମାପୁର୍ ଜୁଗେ ଜୁଗେ ରାଜ୍ କଃରେଦ୍।
19 ବଃଲେକ୍ ପାରର୍ ଗଳା, ରଃତ୍ ଆର୍ ଗଳାଚଃଗୁ ଲଃକ୍ମଃନ୍ ସଃମ୍ନ୍ଦ୍ ବିତ୍ରେ ହୁର୍ଲାକେ ମାପୁର୍ ସେମଃନାର୍ ଉହ୍ରେ ଆରେକ୍ ଗଟ୍ତର୍ ସଃମ୍ନ୍ଦାର୍ ହାଣି ଆଣ୍ଲା; ମଃତର୍ ଇସ୍ରାଏଲ୍ ଲଃକ୍ମଃନ୍ ସୁକ୍ଲା ବଃଟାୟ୍ ଇଣ୍ଡ୍ଲା ହର୍ ସଃମ୍ନ୍ଦ୍ ବିତ୍ରେ ଇଣ୍ଡ୍ଲାୟ୍। 20 ତାର୍ହଃଚେ ହାରଣାର୍ ବେଣ୍ସି ମରିୟମ୍ ଜେକି ବାବ୍ବାଦିନି ରିଲି, ସେ ଜୁମ୍କା ଦଃରି ଗଃଲି ଆର୍ ତାର୍ ହଃଚେ ହଃଚେ ବିନ୍ ମାୟ୍ଜିମଃନ୍ ହେଁ ଜୁମକା ଦଃରି ନାଚି ନାଚି ବାରାୟ୍ଲାୟ୍। 21 ସଃଡେବଃଳ୍ ମରିୟମ୍ ଲକ୍ମଃନ୍କେ କୟ୍ଲି, ତୁମିମଃନ୍ "ମାପୁରାର୍ ନାଉଁଏ ଗିତ୍ କଃଉଆ, ବଃଲେକ୍ ସେ ଅଃଦିକ୍ ମାୟଃନ୍ ଅୟି ଆଚେ; ସେ ଗଳା ଆର୍ ଗଳା ଚଃଗୁମଃନ୍କେ ସଃମ୍ନ୍ଦେ ବୁଡାୟ୍ଲା ଆଚେ।"
22 ମସା ଇସ୍ରାଏଲ୍ ଲକ୍ମଃନ୍କେ ସୁପ୍ ସଃମ୍ନ୍ଦ୍ ତଃୟ୍ ହୁଣି ବାଟ୍ ଦଃରାୟ୍ଲା, ଆରେକ୍ ସେମଃନ୍ ସୁର୍ ମରୁବଃଟା ହାକ୍ ଇଣ୍ଡ୍ଲାୟ୍, ସେମଃନ୍ ମଃରୁବଃଟାୟ୍ ତିନି ଦିନ୍ହଃତେକ୍ ଇଣ୍ଡ୍ଲାୟ୍, ସେ ଲଃକ୍ମଃନ୍ ଗୁଳିକ୍ ହେଁ ହାଣି ନଃହାୟ୍ଲାୟ୍। 23 ତିନି ଦିନ୍ ହଃଚେ ସେମଃନ୍ ମାରା ବଃଲି ଗଟ୍ ଟାଣେ ହଚ୍ଲାୟ୍ ସେତି ହାଣି ରିଲି, ମଃତର୍ ହିତା ହାଣି ସେତାର୍ ଗିନେ ସେ ହାଣି କାଉଁ ନଃହାର୍ଲାୟ୍, ସେତାର୍ ଗିନେ ସେ ଜଃଗାର୍ ନାଉ ଅୟ୍ଲି, ମାରା, ବଃଲେକ୍ ହିତା। 24 ଜଃଡେବଃଳ୍ ଲଃକ୍ମଃନ୍ ମସାର୍ ବିରୁଦେ ଲିନ୍ଦାକଃରି କୟ୍ଲାୟ୍, "ଅଃମିମଃନ୍ କାୟିରି ସୁରୁଆଁ?" 25 ମସା ମାପୁରାର୍ ତଃୟ୍ ପାର୍ତ୍ନା କଃଲାକେ ମାପୁର୍ ତାକ୍ ଗଟ୍ରଃକମ୍ ଡାଣ୍ଡ୍ ଦଃକାୟ୍ଲା ମସା ସେରି ନଃୟ୍ ଜାଣାୟି ହଃକାୟ୍ଲାକେ ହାଣି ମଃଦୁର୍ ଅୟ୍ଲି; ସେ ଜଃଗାୟ୍ ମାପୁର୍ ସେମଃନ୍କେ ବିଦି ଆର୍ ବଲ୍ ଦିଲା। ସେତି ସେ ସେମଃନ୍କେ ପରିକ୍ୟା କଃଲା।
26 ତାର୍ହଃଚେ ସେ କୟ୍ଲା, "ତୁମି ଜଦି ଅଃହ୍ଣାର୍ ମାପୁର୍ ଇସ୍ୱରାର୍ କଃତାୟ୍ ମଃନ୍ଦିଆନ୍ କଃରାସ୍, ଆର୍ ତାର୍ ଆକାୟ୍ ଜାୟ୍ରି ନିକ ସେରି କଃରାସ୍, ତାର୍ ବଲ୍ ମାନାସ୍ ଆର୍ ତାର୍ ବିଦି ସଃବୁ ମାନାସ୍, ତଃବେ ମୁୟ୍ ମିସରାର୍ ଲକ୍ମଃନ୍କେ ଜୁୟି ସଃବୁ ରଗ୍ ବଗ୍ କଃରାୟ୍ଲୁ, ସେରି ସଃବୁ ତୁମିମଃନ୍ ବଗ୍ ନଃକେରାସ୍; ବଃଲେକ୍ ମୁୟ୍ ତୁମାର୍ ସୁସ୍ତ୍କାରି ମାପୁର୍।"
27 ଇତାର୍ହଃଚ ସେମଃନ୍ ଏଲିମ୍ ବଃଲି ଗଟ୍ ଜଃଗାୟ୍ ହଚ୍ଲାୟ୍, ସେତି ବାର ଗଟ୍ ଜଃର୍ନିଆ ହାଣି ଆର୍ ସତୁରି ଗଟ୍ କଃଜ୍ରି ଗଃଚ୍ ରିଲି; ସେତାକ୍ ସେମଃନ୍ ସେତି ହାଣି ଚଃମେ କୁଳିଆ କଃଲାୟି।