1 ଆର୍ ତୁମି ଦୁହ୍ଣି ହଡାଉଁକେ ସିଟିମ୍ କାଟାର୍ ଗଟେକ୍ ବେଦି ତିଆର୍ କଃରାସ୍। 2 ସେରି ଗଟେ ଆତ୍ ଲଃମ୍ ଆର୍ ଗଟେ ଆତ୍ ଅଃସାର୍ ଆର୍ ଚାରିକନିଆ ଅୟ୍ଦ୍, ଆରେକ୍, ଦୁୟ୍ ଆତ୍ ଉଚ୍ ଅୟ୍ଦ୍; ଆର୍ ତାର୍ ସିଙ୍ଗ୍ମଃନ୍ ବେଦି ସଃଙ୍ଗ୍ ମିସି କଃରି ଅୟ୍ଦ୍ 3 ବେଦିର୍ ହଃଚ୍କେ ଆର୍ ଚାରିବାଟ୍ ଆର୍ ସିଙ୍ଗ୍ ନିର୍ମୁଳ୍ ସନାୟ୍ ଡାଳାଉଅସ୍ ଆର୍ ତାର୍ ଚାରିବେଳ୍ତ୍ ସନାର୍ କଃତି କଃରାସ୍। 4 ଆରେକ୍ ତାର୍ କଃତି ତଃଳେ ଦୁୟ୍ ବାଟ୍ୟାର୍ ଜୁଳେକ୍ ଲଃଗେ ସନାର୍ ଜୁଳେକ୍ ଜୁଳେକ୍ ମଃଣ୍ଡଳା କଃରାସ୍ ଆର୍ ସେରି ବଃଉତା ହାଁୟ୍ ଅୟ୍ଦ୍। 5 ସେ ଟେଙ୍ଗା ସିଟିମ୍ କାଟେ ତିଆର୍ କଃରି ସନା ଡାଳାଉଆସ୍। 6 ଆରେକ୍ ମୁଁୟ୍ ଜୁୟି ଜଃଗାୟ୍ ତୁମାର୍ ସଃଙ୍ଗ୍ ବେଟ୍ ଅୟ୍ନ୍ଦ୍, ସେ ଜଃଗାୟ୍, ବଃଲେକ୍ ନିୟମ୍ ହେଳିର୍ ଉହ୍ରେ ରିଲା ହାହ୍ ଡାହ୍ତା ମୁଆଟି ନିୟମ୍ ହେଳିର୍ ଆଗାଳିର୍ ପର୍ଦା ହଃଚିଆର୍ ଆଗାଳି ସେରି ରଃକାସ୍। 7 ହାରଣ ତାର୍ଉହ୍ରେ ବାସ୍ନା ଦୁହ୍ଣି ହଡାୟ୍ଦ୍, ସେ ସଃବୁଦିନ୍ ସଃକାଳ୍ୟା ଦିହ୍ ଦଃଉତା ବଃଳ୍ ସେ ଦୁହ୍ଣି ହଡାୟ୍ଦ୍। 8 ଆରେକ୍ ସଃଞ୍ଜ୍ବଃଳ୍ ହାରଣ ଦିହ୍ ଲାଗାଉତା ବଃଳ୍ ଦୁହ୍ଣି ହଡାୟ୍ଦ୍, ସେତାକ୍ ତୁମିମଃନାର୍ ବଃଉଁସ୍ ବଃଉଁସ୍ ହଃତେକ୍ ମାପୁରାର୍ ମୁୟେଁ ସଃବୁ ଦିନ୍ ସଃବୁ ବଃଳ୍ ଦୁହ୍ଣି ହଡାଉଆସ୍। 9 ତୁମିମଃନ୍ ସେ ବେଦି ଉହ୍ରେ ବିନ୍ କୁୟି ଦୁହ୍ଣି କି ହମ୍ହୁଜା କି ଅଃର୍ନ୍ଦାନ୍ ଦିଆସ୍ ନାୟ୍ ଆର୍ ତାର୍ ଉହ୍ରେ ସୁର୍ତା ଅଙ୍ଗୁର୍ ରଃସ୍ ଡାଳାନାୟ୍। 10 ଆରେକ୍ ହାରଣ ହାହ୍ କେମା ହାଁୟ୍ ବଃର୍ସ୍କେ ତରେକ୍ ବେଦିର୍ ସିଙ୍ଗ୍ ଉହ୍ରେ ହାହ୍ କେମା କଃରେଦ୍; ଆର୍ ତୁମିମଃନ୍ ବଃଉଁସ୍ ବଃଉଁସ୍ ହଃତେକ୍ ବଃର୍ସ୍କେ ତରେକ୍ ହାହ୍ ମୁକ୍ତ୍ ଗିନେ ହୁଜାର୍ ବଃନି ତାର୍ ଉହ୍ରେ ହାହ୍ କେମା କଃରାସ୍ ଇ ବେଦି ଅଃଉଁଲି ମାପୁରାର୍ ହାଁୟ୍ ବଃଡେ ପବିତ୍ର।
11 ଆରେକ୍ ମାପୁର୍ ମସାକେ ଇ କଃତା କୟ୍ଲା, 12 "ଜଃଡେବଃଳ୍ ତୁୟ୍ ଗଃଣ୍ଲା ଲକ୍ମଃନାର୍ ଇସାବ୍ ହଃର୍କାରେ ଇସ୍ରାଏଲ୍-ଲକ୍ମଃନ୍କେ ଗଃଣ୍ତି କଃର୍ସି, ସଃଡେବଃଳ୍ ସେମଃନ୍ ହଃତି ଲକ୍ ଅଃହ୍ଣା ଅଃହ୍ଣାର୍ ଜିବନାର୍ ଗିନେ ମାପୁର୍କେ କେତିର୍ ବଃର୍ନା ଦେଉଅତ୍, ତଃବେ ସେମଃନାର୍ ବିତ୍ରେ ଗଃଣ୍ତି ବଃଳ୍ କାୟିହେଁ ବିପ୍ତି ନଃହୟ୍। 13 ଜୁୟି ଲକ୍ମଃନ୍କେ ଗଃଣିତା କଃରାଅୟ୍ଦ୍ ସେମଃନ୍ ଅଦା ସେକଲ୍ ଦେତି (କଳେ ଗେରାୟ୍ ଗଟେ ସେକଲ୍) ସେ ଅଦା ସେକଲ୍ ମାପୁର୍ ହାଉତାର୍ ଅୟ୍ଦ୍। 14 କଳେ ବଃର୍ସ୍ କି ସେତିହୁଣି ଅଃଦିକ୍ ବଃର୍ସ୍ ବଃୟ୍ସାର୍ ଜେ ଗଃଣିତା ଲକ୍ମଃନାର୍ ବିତ୍ରେ ଆସେଦ୍, ସେ ଲକ୍ ମାପୁର୍କେ ଇ ବେଟି ଦଃୟ୍ଦ୍। 15 ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ ହଃରାଣ୍ ଗିନେ କେତି ହୁରୁଣ୍ କଃର୍ତା ହାଁୟ୍ ମାପୁର୍କେ ସେ ଦାନ୍ ସଃର୍ହି ଦେତା ବଃଳ୍ ଦଃନି ଲକ୍ ଆଦାତୁଳା ତଃୟ୍ହୁଣି ଅଃଦିକ୍ ଦେଅ ନାୟ୍ ଆରେକ୍ ଗଃରିବ୍ ଲକ୍ ଆଦାତୁଳା ତଃୟ୍ହୁଣି ଉଣା ନଃଦେଅ। 16 ଆର୍ ତୁୟ୍ ଇସ୍ରାଏଲ୍-ଲକ୍ମଃନାର୍ ତଃୟ୍ହୁଣି ସେ ହାହ୍କେମାର୍-ରୁହା ଟଃକା ନଃୟ୍ ପବିତ୍ର ତୁମ୍ ହାୟ୍ଁ କଃର୍ଚ୍ କଃର୍ସି; ସେରି ତୁମିମଃନାର୍ ହଃରାଣାର୍ କେତି ହୁରୁଣ୍ ହାଁୟ୍ ଇସ୍ରାଏଲ୍-ଲକ୍ମଃନାର୍ ମଃନେ ଏତାଉଁକେ ମାପୁରାର୍ ଚଃମେ ରଃୟ୍ଦ୍।"
17 ଇତାର୍ହଃଚ ମାପୁର୍ ମସାକେ କୟ୍ଲା, 18 "ତୁୟ୍ ଦଃଉତା ହାଁୟ୍ ହିତୁଳାର୍ କୁଣ୍ଡ୍ ଆର୍ ତାର୍ ହିତୁଳାର୍ ବାଣିହିଣ୍ଡା ତିଆର୍ କଃରାସ୍; ଆରେକ୍, ପବିତ୍ର ତୁମ୍ ଆର୍ ବେଦି ମଃଜି ଜଃଗାୟ୍ ସଃଙ୍ଗାୟ୍ ସେ ବିତ୍ରେ ହାଣି ହୁରାଉଆସ୍। 19 ଆର୍ ହାରଣ ଆର୍ ତାର୍ ହଃୟ୍ସିମଃନ୍ ସେତି ଅଃହ୍ଣା ଅଃହ୍ଣାର୍ ଆତ୍ ଆର୍ ଗଡ୍ ଦଃଉତି। 20 ସେମଃନ୍ ପବିତ୍ର ତୁମ୍ ବିତ୍ରେ ହୁର୍ତା ବଃଳ୍ ଜଃନ୍କଃରି ନଃମେର୍ତି, ଇତାର୍ଗିନେ ଜାଣାୟି ନିଜ୍ ନିଜ୍କେ ଦଃଉଅତ୍; କି ମାପୁରାର୍ ସେବା ହାୟ୍ଁ, ବଃଲେକ୍ ଜୟେ ହଡାୟ୍ ଦେତା ବଗ୍ ଦୁହ୍ଣି ହଡାଉଁକେ ବେଦି ଲଃଗେ ଆସ୍ତା ବଃଳ୍ ଜଃନ୍କଃରି ନଃମେର୍ତି, 21 ଇତାର୍ ଗିନେ ସେମଃନ୍ ନିଜାର୍ ନିଜାର୍ ଆତ୍ ଆର୍ ହାଦ୍ ଦଃଉତି; ଇରି ତାର୍ ଆର୍ ତାର୍ ବଃଉଁସାର୍ ବଃଉଁସ୍ ବଃଉଁସ୍ ହଃତେକ୍ ମାନ୍ତାର୍ ସଃବୁଦିନାର୍ ବିଦି ଅୟ୍ଦ୍।"
22 ଆରେକ୍ ମାପୁର୍ ମସାକେ କୟ୍ଲା, 23 "ଇ ସଃବୁ ବଃଡେ ନିକ ବାସ୍ନା ଜିନିସ୍ ବଃଲେକ୍, ପବିତ୍ର ଟାଣାର୍ ସେକଲ୍ ହଃର୍କାରେ ହାଞ୍ଚ୍ସଅ ସେକଲ୍ ନିର୍ମୁଳ୍ ଗଃନ୍ଦ୍ ରଃସ୍ ଆର୍ ତାର୍ ଅଦା ବଃଲେକ୍ ଦୁୟ୍ସଃଅ ସେକଲ୍ ସୁଆଦ୍ ବାସ୍ନା ଦାରୁ ଚିନି ଆର୍ ଦୁୟ୍ସଃଅ ସେକଲ୍ ସୁଆଦ୍ ବାସ୍ନା ବଃଚ୍କାନ୍ଦା ନେସି।" 24 ହାଞ୍ଚ୍ସଅ ସେକଲ୍ ତେଜ୍ ହଃତାର୍ ଆର୍ ଗଟେକ୍ ହିନ୍ ଜିତ୍ ଚିକଣ୍ ରୁଣ୍ଡାଉସି। 25 ସେସଃବୁ ତଃୟ୍ହୁଣି ତୁମି ଅବିସେକ୍ ପବିତ୍ର ଚିକଣ୍ ବଃଲେକ୍, ଗନ୍ଦ ବଣିକାର୍ କାମ୍ ହଃର୍କାରେ ଚିକଣ୍ ତିଆର୍ କଃରାସ୍, ସେରି ଅବିସେକ୍ ହାଁୟ୍ ପବିତ୍ର ଚିକଣ୍ ଅୟ୍ଦ୍। 26 ସେରି ତୁୟ୍ ନଃୟ୍ ପବିତ୍ର ତୁମ୍ ଆର୍ ନିୟମ୍ ହେଳି ଅବିସେକ୍ କଃର୍, 27 ଆରେକ୍, ଟେବୁଲ୍, ସେତି ରିଲା ସଃବୁ ଆସ୍ତି, ଦିହ୍ ରୁକା ଆର୍ ସେତିର୍ ସଃବୁ ଆସ୍ତି, 28 ଆରେକ୍, ଦୁହ୍ଣି ବେଦି ସେତି ରିଲା ସଃବୁ ଆସ୍ତି ଦଃଉତା ଡକା ଆର୍ ତାର୍ ବାଣିକେ ମାୟ୍ନ୍ କଃରାସ୍। 29 ଆରେକ୍, ଇ ସଃବୁ ଆସ୍ତିକେ ପବିତ୍ର କଃରାସ୍, ତଃବେ ସେରି ବଃଡେ ପବିତ୍ର ଅୟ୍ଦ୍, ଜେଏ ହେଁ କି ଜାୟ୍ରି ହେଁ ସେରି ଚୁୟ୍ଦ୍ ସେରିସଃବୁ ପବିତ୍ର ଅୟ୍ଦ୍। 30 ଆରେକ୍, ତୁୟ୍ ହାରଣକେ ଆର୍ ତାର୍ ହୟ୍ସିମଃନ୍କେ ମର୍ ଜାଜକ୍ କାମ୍ କଃର୍ତା ହାଁୟ୍ ଅବିସେକ୍ କଃରି ପବିତ୍ର କଃର୍ସି। 31 ଆର୍ ଇସ୍ରାଏଲ୍-ଲକ୍ମଃନ୍କେ କଃଉସି, ତୁମିମଃନାର୍ ବଃଉଁସ୍ ବଃଉଁସ୍ ହଃତେକ୍ ମର୍ ଗିନେ ସେରି ଅବିସେକ୍ ହାଁୟ୍ ପବିତ୍ର ଚିକଣ୍ ଅୟ୍ଦ୍। 32 ଲକ୍ମଃନାର୍ ଗଃଗାଳେ ସେରି ଲାଗାଉଆ ନାୟ୍; କି ତୁମିମଃନ୍ ସେତି ମିସ୍ଲା ଜିନିସାର୍ ତାର୍ ନାହ୍ ହଃର୍କାରେ ତାର୍ ସଃମାନ୍ କାୟି ଚିକଣ୍ ତିଆର୍ କଃରା ନାୟ୍। ସେରି ପବିତ୍ର ଚିକଣ୍ ଆର୍ ସେରି ତୁମିମଃନାର୍ ହାଁୟ୍ ପବିତ୍ର ଅୟ୍ଦ୍। 33 ଜୁୟ୍ଲକ୍ ଇ ଚିକଣ୍ ହର୍ ବାସ୍ନା ଚିକଣ୍ ତିଆର୍ କଃରେଦ୍, କି ଜୟ୍ଗ୍ ନୟ୍ଲା ଲକାର୍ ଗଃଗାଳେ ଲାଗାୟ୍ଦ୍; ସେ ନିଜାର୍ ଲକ୍ମଃନାର୍ ବିତ୍ରେ ହୁଣି ନାସ୍ ଅୟ୍ଦ୍।
34 ଇତାର୍ହଃଚ ମାପୁର୍ ମସାକେ କୟ୍ଲା, "ତୁୟ୍ ନିଜାର୍ ଲଃଗେ ବାସ୍ନା ଜିନିସ୍, ବଃଲେକ୍, ଚରାମାଲି, ଦୁହ୍ନି ଆର୍ ନିର୍ମୁଳ୍ ଲବାନ୍ ଇ ସଃବୁ ବାସ୍ନା ଜିନିସ୍ ସଃମାନ୍ ବାବେ ରୁଣ୍ଡାଉ।"
35 ଇ ସଃବୁ ମିସାୟ୍ କଃରି ବାସ୍ନା ଚିକଣ୍ ତିଆର୍ କଃର୍ତା ହାଁୟ୍ ଆର୍ ନଣ୍ ଅୟ୍ଲା ଗଟେକ୍ ନିର୍ମୁଳ୍ ପବିତ୍ର ବାସ୍ନା ଦୁହ୍ଣି ତିଆର୍ କଃର୍।
36 ସେତିର୍ ଅଃଳକ୍ ଗୁଣ୍ଡ୍ କଃରି ଜୁୟି ପବିତ୍ର ତୁମ୍ଲଃଗେ ମୁୟ୍ ତୁମାର୍ ସଃଙ୍ଗ୍ ବେଟ୍ଗାଟ୍ ଅୟ୍ନ୍ଦ୍, ସେତି ନିୟମ୍ ହେଳି ମୁୟେଁ ସଃଙ୍ଗାଉସି; ସେରି ତୁମିମଃନାର୍ ହାଁୟ୍ ବଃଡେ ପବିତ୍ର ଅୟ୍ଦ୍।
37 ଆରେକ୍, ତୁୟ୍ ଜୁୟି ବାସ୍ନା ଦୁହ୍ଣି କଃର୍ସି ସେତି ମିସାୟ୍ଲା ଜିନିସାର୍ ହିସାବ୍ ହଃର୍କାରେ ନିଜାର୍ ହାଁୟ୍ ତିଆର୍ କଃରା ନାୟ୍, ସେରି ତୁମିମଃନାର୍ ଗିନେ ମାପୁରାର୍ ହାଁୟ୍ ପବିତ୍ର ଅୟ୍ଦ୍।
38 ଆରେକ୍ କେଏ ଜଦି ନିଜାର୍ ସୁଙ୍ଗ୍ତା ଗିନେ ତାର୍ ସଃମାନ୍ ବାସ୍ନା ଦୁହ୍ଣି ତିଆର୍ କଃରେଦ୍ ତଃବେ ସେ ନିଜାର୍ ଲକ୍ମଃନାର୍ ବିତ୍ରେ ହୁଣି ନାସ୍ ଅୟ୍ଦ୍।