1 ଇତାର୍ହଃଚ ସେ ସିଟିମ୍ କାଟାର୍ ହାଞ୍ଚ୍ଆତ୍ ଲଃମ୍ ଆର୍ ହାଞ୍ଚ୍ଆତ୍ ଅଃସାର୍ ଆର୍ ତିନି ଆତ୍ ଉଚ୍ ଗଟେକ୍ ଚାରିକନିଆ ହମ୍ହୁଜା ବେଦି ତିଆର୍ କଃଲା। 2 ଆରେକ୍ ବେଦିର୍ ଚାରି କଃନ୍ ଉହ୍ରେ ସିଙ୍ଗ୍ ତିଆର୍ କଃରି ହିତୁଳ୍ ଡାଳାୟ୍ଲାୟ୍; ସେ ସିଙ୍ଗ୍ ଆର୍ ବେଦି ମିସିକଃରି ରିଲି। 3 ଆର୍ ସେ ବେଦିର୍ ସଃବୁ ଆସ୍ତି, ବଃଲେକ୍, ଚାର୍ କାଡ୍ତା ଚଃଟୁ, କୁଣ୍ଡ୍, ଆକଳା ଆର୍ ଜୟ୍ କାଡ୍ତା ଚଃଟୁ, ଇ ସଃବୁ ଆସ୍ତି ହିତୁଳ୍ ଲଃଗେ ତିଆର୍ କଃଲାୟ୍। 4 ଇ ବେଦିବାଳ୍ ତଃଳେ ହୁଣି ମଃଜି ହଃତେକ୍ ହିତୁଳାର୍ ଜାଲି ଜାଞ୍ଜ୍ରି କଃଲାୟ୍। ଆର୍ ବଃଉତା ମଃଣ୍ଡଳା ଗିନେ ହିତୁଳ୍ ଜାଞ୍ଜ୍ରି ଚାରି କନେ କଃଲାୟ୍। 5 ତାର୍ହଃଚେ ସେ ହିତୁଳାର୍ ମଃଣ୍ଡଳା ତିଆର୍ କଃଲା ଇ ମଃଣ୍ଡଳା ବିତ୍ରେ କଣା ହୁରାୟ୍ ବେଦିକେ ବଃଉଆ ଅୟ୍ଲି। ସେ ହିତୁଳ୍ ଜାଲିର୍ ଚାରି କନେ ଚାରିଗଟ୍ ମଃଣ୍ଡଳା ଲାଗାୟ୍ଲା। 6 ଆରେକ୍, ସିଟିମ୍ କାଟେ ଇ ବେଦିକେ ବଃଉତା ହାଁୟ୍ କଣା ହାଜି ସେ କଣା ଉହ୍ରେ ହିତୁଳ୍ ଡାଳାୟ୍ଲାୟ୍। 7 ବେଦିକେ ବଃଉତା ହାଁୟ୍ ସେ ହୁଜା ବେଦି ଦୁୟ୍ ହାକ୍ ରିଲା ମଃଣ୍ଡଳା ବିତ୍ରେ କଣାକେ ହୁରାୟ୍ଲା; ଆରେକ୍ ଚୁଚା ହେଳି ହର୍ ହାଟା ଲଃଗେ ସେ ହୁଜା ବେଦିକେ ତିଆର୍ କଃଲାୟ୍।
8 ଆର୍ ମାୟ୍ଜିମଃନ୍ ଦଃୟ୍ରିଲା ହିତୁଳେ ତିଆର୍ ଅୟ୍ରିଲା ଦଃର୍ହାଣ୍ ତଃୟ୍ହୁଣି ଆତ୍-ଗଡ୍ ଦଃଉତା ହିଳାହାଟା ଆର୍ ତୁମ୍ ଦୁଆରେ ବାଣିହିଣ୍ଡା ତିଆର୍ କଃଲାୟି। 9 ଇତାର୍ହଃଚ ସେ କୁଆଳ୍ ତିଆର୍ କଃଲାୟି; କୁଆଳାର୍ ଉତୁର୍ ବାଟ୍ୟା ବଃଳ୍ଲା ଦବ୍ଳା ମଃସ୍ଣି ସୁତାୟ୍ ସୟେ ଆତ୍ ଲଃମ୍ ପର୍ଦା ତିଆର୍ କଃଲାୟି। 10 ତାର୍ ହାଁୟ୍ କଳେଗଟ୍ ମୁଣ୍ଡା ଆର୍ କଳେଗଟ୍ ବେଦ୍ ରିଲା ହିତୁଳାର୍ କଟ୍ଲା ରିଲି, ଆରେକ୍ ସେ ମୁଣ୍ଡାର୍ ଆକଳି ଆର୍ ବାନ୍ଦୁଣ୍ ରୁହାର୍ ରିଲି। 11 ଉତୁର୍ ଦିଗାର୍ ପର୍ଦା ସୟେ ଆତ୍ ଲଃମ୍, ଆରେକ୍, ତାର୍ କଳେଗଟ୍ ମୁଣ୍ଡା, କଳେଗଟ୍ ବେଦ୍ ସାମା ହିତୁଳାର୍, ଆର୍ ମୁଣ୍ଡାର୍ ଆକଳି ଆର୍ ରୁହାର୍ ରିଲି। 12 ବୁଡ୍ତି ବାଟ୍ୟାର୍ ପର୍ଦା ପଚାସ୍ ଆତ୍ ରିଲି, ତାର୍ ଦଃସ୍ଗଟ୍ ମୁଣ୍ଡା ଆର୍ ଦସ୍ଗଟ୍ ବେଦ୍ ରିଲା କଟ୍ଲା ରିଲି, ଆରେକ୍, ମୁଣ୍ଡାର୍ ଆକଳି ଆର୍ ରୁହାର୍ ବାନ୍ଦୁଣ୍ ରିଲି। 13 ହୁର୍ବ୍ ଦିଗାର୍ କୁଚିବାଟ୍ ହାୟ୍ଁ ପଚାସ୍ ଆତ୍ ଲଃମ୍ ରିଲି। 14 ଦୁଆରାର୍ ଗଟେ ବାଟ୍ୟା ହାୟ୍ଁ ହଃନ୍ଦ୍ର ଆତ୍ ପର୍ଦା ରିଲି ଆର୍ ତାର୍ ମୁଣ୍ଡା ତିନିଗଟ୍ ଆର୍ ତିନିଗଟ୍ ବେଦ୍ ରିଲା କଟ୍ଲା ରିଲି; 15 ସେରଃକମ୍ ବିନ୍ ବାଟ୍ୟା ହାୟ୍ଁ ହଃନ୍ଦ୍ର ଆତ୍ ଲଃମ୍ ପର୍ଦା ରିଲି। କୁଆଳ୍-ଦୁଆର୍ ଲଃଗେ ଇବାଟ୍ୟା ହଃନ୍ଦ୍ର ଆତ୍ ଆର୍ ସେ ବାଟ୍ୟା ହଃନ୍ଦ୍ର ଆତ୍ ପର୍ଦା ରିଲି ଆର୍ ତାର୍ ତିନିଗଟ୍ ମୁଣ୍ଡା ଆର୍ ତିନି ଗଟ୍ ବେଦ୍ ରିଲା କଟ୍ଲା ରିଲି। 16 କୁଆଳାର୍ ଚାରିବେଳ୍ତାର୍ ସଃବୁ ପର୍ଦା ବଃଳ୍ଲା ଦଃବ୍ଳା ମଃସ୍ଣି ସୁତାୟ୍ ତିଆର୍ ଅୟ୍ରିଲି। 17 ଆରେକ୍, ମୁଣ୍ଡାର୍ ବେଦ୍ ରିଲା କଟ୍ଲା ସଃବୁ ହିତୁଳାର୍ ରିଲି; ମୁଣ୍ଡାର୍ ଆକଳି ଆର୍ ବାନ୍ଦୁଣ୍ ରୁହାର୍ ରିଲି; ଇ ମୁଣ୍ଡାର୍ ଉହ୍ରାର୍ ବାଗ୍ ରୁହା ଡାଳା ଅୟ୍ରିଲି; ଆରେକ୍, କୁଆଳାର୍ ମୁଣ୍ଡା ସଃବୁ ରୁହାର୍ ବନ୍ଦୁଣେ ଜଳିଅୟିରିଲି। 18 ଆର୍ କୁଆଳ୍-ଦୁଆରାର୍ ଡାହ୍ତା ବଃସ୍ତର୍ ନିଳିଆ, ବେଜା ରଃଙ୍ଗ୍, ସିନ୍ଦୁର୍ ବଃର୍ନ୍ ଆର୍ ବଃଳ୍ଲା ଦବ୍ଳା ମଃସ୍ଣି ସୁତାୟ୍ ବୁଣାଅୟ୍ ରିଲି ଆର୍ କୁଆଳାର୍ ପର୍ଦା ହର୍ ତାର୍ ଲଃମ୍ କଳେ ଆତ୍ ଆର୍ ଅଃସାର୍ ହାଞ୍ଚ୍ ଆତ୍ ରିଲି। 19 ଆରେକ୍, ତାର୍ ହିତୁଳାର୍ ଚାରିଗଟ୍ ମୁଣ୍ଡା, ଚାରିଗଟ୍ ବେଦ୍ ରିଲା କଟ୍ଲା ଆର୍ ସେତିର୍ ମୁଣ୍ଡାୟ୍ ରୁହାର୍ ଆକଳି ଆର୍ ତାର୍ ମୁଣ୍ଡାର୍ ଉହ୍ରାର୍ ବାଗ୍ ରୁହାୟ୍ ଡାଳାଆୟ୍ରିଲି ଆର୍ କୁଟି ଡାଙ୍ଗ୍ ରୁହାର୍ ରିଲି। 20 ଆରେକ୍, ପବିତ୍ର ବାସ୍ତଃୟିର୍ ଆର୍ କୁଆଳାର୍ ଚାରିବେଳ୍ତାର୍ କୁଟି ସଃବୁ ହିତୁଳାର୍ ରିଲି। 21 ମସା ଲେବିୟ ଲକ୍ମଃନ୍କେ ଆଦେସ୍ ଦିଲା, ପବିତ୍ର ତୁମ୍ବିତ୍ରେ ବାଉର୍ତିରିଲା ଆସ୍ତିମଃନ୍କେ ଗଃଣୁକେ ଆର୍ ଇତିର୍ ଦାୟିତ୍ ନଃୟ୍ରିଲା ହାରଣ ଜାଜକାର୍ ହୟିସି ଇତାମର୍। 22 ମାପୁର୍ ମସାର୍ ଦଃୟି ଜୁୟି ବଲ୍ ଦଃୟ୍ରିଲା, ସେହଃର୍କାରେ ଜିଉଦା ବଃଉଁସେ ଜାତ୍ ହୁରାର୍ ନାତି ଉରିର୍ ହୟିସି ବତ୍ସଲେଲ୍ ସେରିସଃବୁ ତିଆର୍ କଃରିରିଲା। 23 ଆର୍ ଦାନ୍ ବଃଉଁସାର୍ ଅହିସାମକାର୍ ହୟିସି ଅହଲିୟାବ୍ କଦି ଲେକ୍ଲା କାମେ, ବାନା କଃରୁକ୍, ନିଳିଆ, ବେଜା ରଃଙ୍ଗ୍ ଆର୍ ରଃତା, ମଃସ୍ଣି ଦବ୍ ସୁତାୟ୍ ବଃସ୍ତର୍ ବୁଣୁକେ ଜାଣୁକାରି ରିଲା ଆର୍ ସେ ତାର୍ ସଃଙ୍ଗୁଆଳି ରିଲା। 24 ପବିତ୍ର ଟାଣ୍ ତିଆର୍ କଃରୁକ୍ ସଃବୁ କାମେ ଇ ସଃବୁ ସନା ଲାଗ୍ଲି, ବଃଲେକ୍, ଦାନ୍ଦିଲାର୍; ସଃବୁ ସନା ପବିତ୍ର ଟାଣାର୍ ସେକଲ୍ ହଃର୍କାରେ ତିରିସ୍ ନଃଅ ତାଳନ୍ତ ଆର୍ ସାତ୍ସତିରିସ୍ ସେକଲ୍ ରିଲି। 25 ଆରେକ୍, ମଃଣ୍ଡଳିର୍ ଗଃଣିତା ଲକ୍ମଃନାର୍ ପବିତ୍ର ଟାଣାର୍ ରୁହା ସେକଲ୍ ହଃର୍କାରେ ସୟେ ତାଳନ୍ତ ଏକ୍ ହଃଜାର୍ ସାତ୍ସ ସତୁରି ହାଞ୍ଚ୍ ସେକଲ୍ ରିଲି। 26 ସଃବୁ ଗଃଣିତା ଲକ୍ମଃନାର୍ ହାୟ୍ଁ, ବଃଲେକ୍ ଜୁୟ୍ମଃନ୍ କଳେ ବଃର୍ସ୍ ବଃୟ୍ସ୍ କି ତାର୍ତଃୟ୍ହୁଣି ଅଃଦିକ୍ ବଃୟ୍ସ୍ ରିଲି, ସେ ଚଅ ଲାକ୍, ତିନି ଅଃଜାର୍, ହାଞ୍ଚ୍ସଅ, ପଚାସ୍, ଲକ୍ମଃନାର୍ ବିତ୍ରାର୍ ହଃତି ଲକ୍ ଗଟ୍ ଗଟ୍ ବେକା, ବଃଲେକ୍ ପବିତ୍ର ଟାଣାର୍ ସେକଲ୍ ହଃର୍କାରେ ଅଦା ଅଦା ସେକଲ୍ ଦେଉଁକେ ଅୟ୍ରିଲି। 27 ତଃବେ ସେ ସୟେ (ତାଳନ୍ତ) ରୁହାୟ୍ ପବିତ୍ର ଟାଣାର୍ ଆର୍ ବଃସ୍ତର୍ ଆର୍ ବେଦ୍ ତିଆର୍ ଅୟ୍ରିଲି; ସୟେ ଗଟ୍ ବେଦ୍ ହାଁୟ୍ ସୟେ ତାଳନ୍ତ, ବଃଲେକ୍ ଗଟେ ଗଟେ ବେଦ୍ ହାଁୟ୍ ଗଟ୍ ଗଟ୍ ତାଳନ୍ତ କଃର୍ଚ୍ ଅୟ୍ଲି।
28 ଆରେକ୍, ସେ ଏକ୍ଅଃଜାର୍, ସାତ୍ସଅ, ସତୁରିହାଞ୍ଚ୍, ସେକଲ୍ ରୁହାୟ୍ ସେ ମୁଣ୍ଡା ହାୟ୍ଁ ଆକଳି ତିଆର୍ କଃଲାୟି ଆର୍ ତାର୍ ମୁଣ୍ଡାର୍ ଉହ୍ରାର୍ ବାଗେ ଡାଳାୟ୍ଲାୟ୍ ଆର୍ ଡାଙ୍ଗ୍କେ ସାମାୟ୍ଲାୟ୍।
29 ଆରେକ୍, ହିତୁଳାର୍ ଦାନ୍ ସତୁରି ତାଳନ୍ତ ଦୁୟ୍ ଅଃଜାର୍, ଚାରିସଃଅ, ସେକଲ୍ ରିଲି।
30 ଇତାକ୍ ସେ ସେ ହିତୁଳେ ପବିତ୍ର-ତୁମ୍ ଦୁଆରାର୍ ବେଦ୍ ସାମା, ହିତୁଳାର୍ ବେଦି, ତାର୍ ହିତୁଳାର୍ ସିକ୍ଳି ଆର୍ ବିଦିର୍ ସଃବୁ ଆସ୍ତି,
31 ଆରେକ୍, କୁଆଳାର୍ ଚାରିବାଟାର୍ ବେଦ୍ ରିଲା କଟ୍ଲା, କୁଆଳ୍ ଦୁଆରାର୍ ବେଦ୍ ରିଲା କଟ୍ଲା, ତୁମ୍ ସଃବୁ କୁଟି ଆର୍ କୁଆଳାର୍ ଚାରିଦିଗାର୍ କୁଟା ସଃବୁ ତିଆର୍ କଃଲାୟି।