6 ଦଃର୍ମିଲକ୍ ସଃତ୍ କଃରି ମାଜନ୍ ବଃଲେକ୍ ତାର୍ ଜଃତେକ୍ ଆଚେ ସଃତେକ୍ ତଃୟ୍ ସଃର୍ଦା ଅୟି ରଃୟ୍ଦ୍ । 7 ବଃଲେକ୍ ଅଃମିମଃନ୍ ଜଃଗତେ କାୟିରି ହେଁ ଆଣି ନଃକେରୁ, ଆର୍ ଇତିହୁଣି କାୟିରି ହେଁ ସଃଙ୍ଗେ ନେଉଁ ନଃହାରୁ । 8 ତଃବେ ଅଃର୍ନ୍ ଆର୍ ବଃସ୍ତର୍ ରିଲେକ୍ ଅଃମାର୍ ହାଁୟ୍ ସଃରି ।
Publicidade