କ୍ରିସ୍ଟର୍ ଗିନେ ଜିଣ୍ତାର୍
14 ମଃତର୍ ଇସ୍ୱର୍କେ ଦନ୍ୟବାଦ୍, କାୟିତାକ୍ବଃଲେକ୍ ସେ ସଃବୁବଃଳ୍ ଅଃମିମଃନ୍ କ୍ରିସ୍ଟର୍ ସଃଙ୍ଗ୍ ମିସି ଆଚୁ, ସେତାର୍ ଗିନେ ଇସ୍ୱର୍ ଅଃମିକ୍ ଜିଣ୍ଲା ହଃର୍ବ୍ ମାନୁକ୍ ବାଟ୍ କାଡାୟ୍ ନେଉଁଲା, ଆର୍ ସଃବୁ ଟାଣେ କ୍ରିସ୍ଟର୍ ଗ୍ୟାନ୍ ହର୍ ବାସ୍ନା ଅଃମାର୍ ତଃୟ୍ହୁଣି ଜାଣାଉଁଲା । 15 କାୟିତାକ୍ବଃଲେକ୍ ମୁକ୍ତି ହାଉତାର୍ ଆର୍ ନାସ୍ ଅଃଉତା ଲକ୍ମଃନାର୍ ବିତ୍ରେ ଉର୍ଜି ଅଃଉତା ଅଃମିମଃନ୍ ଇସ୍ୱରାର୍ ଆକାୟ୍ କ୍ରିସ୍ଟର୍ ନିକ ବାସ୍ନା ହର୍ । 16 କାୟିତାକ୍ବଃଲେକ୍ ଜୁୟି ଲକ୍ମଃନ୍ ନାସ୍ ଅୟ୍ଲାୟ୍ ଆଚ୍ତି, ଇତି ସେମଃନାର୍ ଗିନେ ମଃର୍ନ୍ ଦେଉଁକେ କଃରାପ୍ ବାସ୍ନା ହର୍, ମଃତର୍ ଜୁୟି ଲକ୍ମଃନ୍ ମୁକ୍ଳି ଆଚ୍ତି, ସେମଃନାର୍ ଗିନେ ଇତି ଜିବନ୍ ଦେଉଁକେ ସୁନ୍ଦୁର୍ ବାସ୍ନା ହର୍ । ଆର୍ ଇରଃକମ୍ କଃସ୍ଟ କାମ୍ କେଏ କଃରୁ ହାରେ ? 17 ଅଃମି ବିନ୍ ଲକାର୍ ହର୍ ଅଃମିମଃନ୍ ନିଜାର୍ ଲାବ୍ ଗିନେ ଇସ୍ୱରାର୍ କଃତା ପର୍ଚାର୍ ନଃକେରୁ, ମଃତର୍ ଅଃମି କ୍ରିସ୍ଟର୍ ଦଃଙ୍ଗ୍ଳା ହର୍ ଇସ୍ୱର୍ ଦିରା ବାବେ ଇସ୍ୱରାର୍ ସଃତ୍ କଃତା ପର୍ଚାର୍ କଃରୁଲୁ ।