6 ତଃବେ ଅଃମିମଃନ୍ ସଃବୁବଃଳ୍ ସାସ୍ ଦଃରି ଆଚୁ, ଆର୍ ଇ ଗଃଗାଳାର୍ ଗଃରେ ଜୁୟି ହଃତେକ୍ ବାସା କଃରୁଲୁ, ସେ ହଃତେକ୍ ଜେ ଅଃମିମଃନ୍ ମାପୁରାର୍ ଗଃରେହୁଣି ଦୁରିକ୍ ବାସା କଃରୁଲୁ, ଇତି ଜାଣିଆଚୁ । 7 କାୟିତାକ୍ବଃଲେକ୍ ଅଃମିମଃନ୍ ଡିସ୍ତା କଃତାୟ୍ ଜିବନ୍ ନଃକାଟି, ବିସ୍ୱାସେ ଜିବନ୍ କାଟୁଲୁ । 8 ହିଁ ଅଃମିମଃନ୍ ସାସି, ଆର୍ ଇ ଗଃଗାଳେ ହୁଣି ଦୁରିକ୍ ବାସା କଃରି ମାପୁରାର୍ ତଃୟ୍ ବାସା କଃରୁଲାକ୍ ଅଃମିମଃନାର୍ ବୁତେକ୍ ସଃର୍ଦା । 9 ଇତାର୍ ଗିନେ ହେଁ ବାସା କଃର୍ତା ଲକ୍ ଅଃଉଆ କି ହଃର୍ଦେସ୍ୟା ଅଃଉଆ, ତାର୍ ତଃୟ୍ ସଃର୍ଦାର୍ ଲକ୍ ଅଃଉଁକେ ଅଃମିମଃନାର୍ ବଃଡେ ମଃନ୍ ।
Publicidade