ଅଃବିସ୍ୱାସି ମଃନ୍କେ ଜାଚାୟ୍ ନଃଉଆଁ
14 ଅବିସ୍ୱାସିମଃନାର୍ ସଃଙ୍ଗ୍ ସଃମାନ୍ ବାବେ ନିଜ୍କେ ଗଃଣାୟ୍ ଅଃଉଆ ନାୟ୍, କାୟିତାକ୍ବଃଲେକ୍ ଦଃର୍ମ୍ ଆର୍ ଅଃଦଃର୍ମ୍ ବିତ୍ରେ କାୟି ମିଳାମିସା ? କି ଅଃନ୍ଦାର୍ ସଃଙ୍ଗ୍ ଉଜାଳାର୍ କାୟି ମିଳାମିସା ? 15 ସୟ୍ତାନ୍ ସଃଙ୍ଗ୍ କ୍ରିସ୍ଟର୍ କାୟି ମିଳାମିସା ? କି ଅବିସ୍ୱାସି ସଃଙ୍ଗ୍ ବିସ୍ୱାସିର୍ କାୟି ବାଗ୍ ? 16 ୬:୧୬ ୧ କର ୩:୧୬; ୬:୧୯.ମୁର୍ତି ସଃଙ୍ଗ୍ ଇସ୍ୱରାର୍ ମନ୍ଦିରାର୍ କାୟି ମିସାଣ୍ ଆଚେ ? କାୟିତାକ୍ବଃଲେକ୍ ଆମିମଃନ୍ ଜିବନ୍ ଇସ୍ୱରାର୍ ମନ୍ଦିର୍,
ଜଃନ୍କଃରି ଇସ୍ୱର୍ କୟ୍ଆଚେ, "ମୁୟ୍ଁ ସେମଃନାର୍ ବିତ୍ରେ ବାସା କଃରିନ୍ଦ୍,
ଆର୍ ସେମଃନାର୍ ବିତ୍ରେ ଚାଲାବୁଲା କଃରିନ୍ଦ୍;
ମୁୟ୍ଁ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍,
ଆର୍ ସେମଃନ୍ ମର୍ ଲକ୍ ଅଃଉତି ।"
17 ଇତାର୍ ଗିନେ ମାପୁର୍ ଇରି କଃଉଁଲା,
"ତୁମିମଃନ୍ ସେମଃନାର୍ ବିତ୍ରେ ହୁଣି ବାରାୟ୍ ଆସା,
ଆର୍ ଅଃଲ୍ଗା ଅଃଉଆ, ଆର୍ ବିଟାଳ୍ରି ଚିଉଆ ନାୟ୍,
ଆରେକ୍ ମୁୟ୍ଁ ତୁମିମଃନ୍କେ ଆଗଳି ଦଃରିନ୍ଦ୍ ।