19 ଇତାକ୍ ବାବ୍ବାଦିମଃନ୍ କୟ୍ରିଲା ବାବ୍ବାଣି ଅଃମିମଃନାର୍ ତଃୟ୍ ଅଃଦିକ୍ ଅଃଟୁଆ ଅୟିଆଚେ, ତୁମିମଃନ୍ ସେରି ଜିଙ୍ଗ୍ଜିଙ୍ଗା ଅଃନ୍ଦାର୍ ଟାଣେ କଃଚ୍ତା କୁପି ହର୍ ମଃନେ ବାବି ଉଜାଳ୍ ନଃହାଉତା ହଃତେକ୍ ଆର୍ ତୁମିମଃନାର୍ ମଃନେ ହାଉଁତିଆ ତାରା ନଃଉଦ୍ତା ହଃତେକ୍ ତାକେ ମଃନ୍ ଦିଆନ୍ କଃଲେକ୍ ନିକ ଅୟ୍ଦ୍ ।
Publicidade
Publicidade