1 ଜିଉଦାର୍ ରଃଜା ଉସିୟ ମଃଲାବଃର୍ସ୍ ମୁୟଁ ମର୍ ମାପୁର୍କେ ଦଃକୁକ୍ ସୁଜଗ୍ ହାୟ୍ଲେ, ସେ ଗଟେ ନିକ ଆର୍ ବଃୟଙ୍କାର୍ ସିଙ୍ଗାସଣ୍ ଉହ୍ରେ ବଃସିରିଲା। ତାର୍ ରାଜ୍ ହଃଚ୍ୟା ମଃନ୍ଦିର୍କେ ଚାରିହାକ୍ ହୁର୍ନ୍ କଃରିରିଲି। 2 ତାର୍ଚଃମେ ସଃରାପ୍ମଃନ୍ ଟିଆ ଅୟ୍ଲାୟ୍; ହଃତିତାକେ ଚଅ ଚଅଗଟ୍ ଡେଣା ରିଲି; ହଃତି ଜଳେକ୍ ଡେଣା ନିଜାର୍ ନିଜାର୍ ମୁଉଁକେ ଡାହି ଅଃଉତିରିଲି, ଆର୍ ଜଳେକ୍ ଡେଣା ହାଦ୍କେ ଡାହି ଅଃଉତିରିଲି, ଆର୍ ଜଳେକ୍ ଡେଣା ଉଡ୍ତି ରିଲି। 3 ସେମଃନ୍ ଏକ୍ଆରେକ୍କେ କୁଦି କଃଉତି ରିଲାୟ୍, "ସଃବୁର୍ଉଟ୍ୟା ସଃକ୍ତିମାନ୍ ମାପୁର୍ ଦଃର୍ମି, ଦଃର୍ମି,ଦଃର୍ମି; ତାର୍ ମାୟିନ୍କାରି ଗୁଣ୍ ହୁର୍ତିବିୟେ ହୁରୁଣ୍ ଅୟିଆଚେ।" 4 ସଃଡେବଃଳ୍ କବୁର୍ କାରିର୍ କଃତାର୍ ଡାକେ ଦୁଆର୍ବଃନ୍ଦ୍ ଚୁଲ୍ବୁଲି ଗଃଲି ଆର୍ ମାପୁରାର୍ ମଃନ୍ଦିର୍ ଦୁଆଁଇ ହୁର୍ନ୍ଅୟ୍ଲି। 5 ସଃଡେବଃଳ୍ ମୁୟି ଡିରିକଃରି କୟିଲେ, "ଏ ଉବା, ଏ ଉବା; ମୁୟି ମଃଲେ। କାୟିତାକ୍ ବଃଲେକ୍ ମୁୟି ଅଃପର୍ବଳ୍ ହାହି ଅୟିଆଚି ଜେ, ମାପୁର୍ ଚଃମେ କଃଉଁକ୍ ଜୟିଗ୍ ନାୟ୍। ଇହର୍ ହାହିମଃନାର୍ ତଃୟ୍ ବାସ୍କଃରି ଆଚି ଜେ, ମାପୁରାର୍ ଚଃମେ କଃଉଁକ୍ ଜୟିଗ୍ ନାୟ୍। ତଃବେ ହେଁ ମୁୟି ସଃବୁର୍ଉଟ୍ୟା ସଃକ୍ତିମାନ୍ ମାପୁର୍କେ ଦଃକୁଲେ।" 6 ଇତାର୍ହଃଚ ସେ ସିରାପ୍ ଦୁତ୍ମଃନ୍କାର୍ ବିତ୍ରେ ଗଟେ ଦୁତ୍ ମର୍ ଚଃମେ ଉଡି ଆସ୍ଲି, ତାର୍ ଆତେ ହୁଞ୍ଜେକ୍ କଃଚ୍ତା ଜଃୟ୍ଇଙ୍ଗ୍ରା ରିଲି, ସେ ଦୁତ୍ମଃନ୍କାର୍ ବିତ୍ରେ ଗଟେ ଦୁତ୍ ଚିମ୍ଟା ସଃଙ୍ଗ୍ ଗଟେକ୍ କଃଚ୍ତା ଇଙ୍ଗ୍ରା ଆଣ୍ଲି ଆର୍ ସେ କଃଚ୍ତା ଇଙ୍ଗ୍ରା ଆଣି ମଃର୍ଚଃମେ ଆୟ୍ଲି। 7 ଆରେକ୍, ଦୁତ୍ ମର୍ ଅଟିକେ ଚୁୟ୍କଃରି କୟ୍ଲି, ଦଃକ୍, ମୁୟି ଇ କଃଚ୍ତା ଇଙ୍ଗ୍ରାସଃଙ୍ଗ୍ ତର୍ ଅଟିକେ ଚୁୟ୍ଲେ କାୟିତାକ୍ ବଃଲେକ୍ ଅଃନ୍କଃଲାକ୍ ତର୍ ହାହ୍ କେମା ହାୟ୍ଲିସ୍। 8 ଇତାର୍ହଃଚ ମୁୟି ମାପୁର୍ କଃଉତାର୍ ସୁଣ୍ଲେ "ମୁୟି କାକେ ହଃଟାୟିନ୍ଦ୍ ଆର୍ କେଏ ଅଃମାର୍ ଗିନେ ଜାୟିଦ୍?" ତଃବେ ମୁୟି କୟିଲେ, ମୁୟିଆଚି ମକେ ହଃଟାଉ। 9 ତାର୍ହଃଚେ ମାପୁର୍ କୟ୍ଲା, " ଜାଆ ଆର୍ ଇ କଃତା ଲକ୍ମଃନ୍କେ କଃଉ ତୁମିମଃନ୍ ସୁଣୁଲାସ୍, ମଃତର୍ ବୁଜୁନାହାରୁଲାସ୍ ଆର୍ ଦଃକୁଲାସ୍, ମଃତର୍ ଜାଣୁନଃହାରୁଲାସ୍। 10 ସେମଃନ୍କେ ବୁଲ୍କାଉ, ଲଃକ୍ମଃନ୍ ଜଃନ୍କଃରି ନିଜାର୍ ଆକିୟେ ଦଃକ୍ତି ଆର୍ କାନେ ସୁଣ୍ତି ସେରି ଜଃନ୍କଃରି ବୁଜୁ ନଃହାର୍ତି ସେହର୍ ସେମଃନ୍କେ ଅଃଟୁଉଆ କଃର୍ ସେମଃନ୍କାର୍ କାନ୍ବଃୟିରା କଃର୍ ସେମଃନ୍କାର୍ ଆକିକେ ମୁଦି ଦେସ୍।" 11 ତଃବେ ମୁୟି କୟିଲେ, "ଏ ମାପୁର୍, କଃତିକାଳ୍ ହଃତେକ୍ ଇରି କଃରିନ୍ଦ୍?" ତଃବେ ସେ କୟ୍ଲା, ଜୁଣ୍ହଃତେକ୍ ଗଃଳ୍ସଃବୁୟେ ମାନାୟିର୍ ବାସା ନଃରେୟି, ଆର୍ ଗଃର୍ସଃବୁୟେ ଲକ୍ମଃନ୍କାର୍ ବାସା ସୁୟିନ୍ ଅୟିଦ୍ ଆର୍ ଅଃବ୍କା ଟଃଙ୍ଗ୍ରାବୁୟ୍ଁ ରଃୟିଦ୍, 12 ମାପୁର୍ ସଃବୁ ଲକ୍କେ ଦୁରିକ୍ କଃଦେଦ୍। ଦେସେ ସଃବୁବାଟ୍ ନଃର୍ ସୁୟିନ୍ ଅୟିଦ୍। 13 ମଃତର୍ ସୟେ କେଏ ଦଃସ୍ବାଗ୍ ରିଲେକ୍ହେଁ ସେରି କୁରୁପ୍ନାସ୍ ଅୟ୍ଦ୍ ଇମଃନ୍ ଆଲନ୍ ଗଃଚ୍ ହର୍ ଅଃଉତି, ଅକ୍ଗଃଚ୍କେ ମାର୍ଲା ହଃଚେ ତାର୍ କୁଟ୍ ଜଃନ୍କଃରି ଅଃଟୁଉଆ ରଃୟିଦ୍; ସେହର୍ସେ ନିର୍ମୁଳ୍ ବଃଉଁସ୍ ଇ ଗସ୍ଟିର୍ ଗଃଣ୍ଡି ହର୍ ଅୟିଦ୍।
Publicidade
Isaías 6
ଜିସାୟକେ ଦଃର୍ସନ୍ ଆର୍ ଡାକ୍ରା
Veja também
Publicidade