1 ଆରେକ୍, ମାପୁର୍ ମକେ କୟ୍ଲା, ତୁୟ୍ ଗଟେକ୍ ବଃଡ୍ ଲେକ୍ତା ହାଟା ଆର୍ କୁଟି ଆଣ୍ ଆର୍ ଲଃକ୍ମଃନ୍ ବେବାର୍କଃର୍ତା ଅଃକରେ ତାର୍ଉହ୍ରେ ଇ କଃତାସଃବୁ ଲେକ୍, ମହେର-ସାଲଲହାସ୍-ବସ୍, ଇତାର୍ ଅଃର୍ତ୍ ଅଃଉଁଲି ବେଗି, ଚରି ଆର୍ ଡାକାୟିତ୍ ଅୟିଦ୍ 2 ଆରେକ୍, ମୁୟି ଇ କଃତାର୍ ସଃତ୍ଗିନେ ଉରିୟ ଜାଜକ ଆର୍ ଜିବରିୟର୍ ହୟସି ଜିକରିୟକେ ଇ କଃତାର୍ ସାକି କଃରିନ୍ଦ୍। 3 ଇତାର୍ହଃଚ ମୁୟି ଆସ୍ତାଦିନାର୍ କଃତା ଜାଣ୍ତା ମାୟିଜି ସଃଙ୍ଗ୍ ସୟ୍ଲେ, ସେ ଗଃର୍ବବାସ୍ଜାୟି ଗଟେକ୍ ଅଃଣ୍ଡ୍ରାହିଲା ଜଃଲମ୍କଃଲି। ତଃବେ ମାପୁର୍ ମକେ କୟ୍ଲା, "ତାର୍ ନାଉ ମହେର-ସାଲଲହାସ୍-ବସ୍ ସଃଙ୍ଗାଉ। 4 କାୟିତାକ୍ ବଃଲେକ୍ ସେ ହିଲା ଉବା ଆର୍ ଆୟା ବଃଲି କୁଦୁକ୍ ସିକୁକ୍ ଆରୁମ୍କଃରି ଗିଆନ୍ ହାଉତା ଆଗ୍ତୁ ଦାମସକ ଆର୍ ସମରିଆର୍ ସଃବୁ ଦଃନ୍ବିତ୍ ମାପୁର୍ ନଃୟ୍କଃରି ଅଃସୁରିଆ ରଃଜାକେ ଦଃୟିଦ୍।
5 ଇତାର୍ହଃଚ ମାପୁର୍ ମକେ ଆରେକ୍ଗଟ୍ତର୍ କୟ୍ଲା, 6 ଇ ଲକମଃନ୍ ସିଲହାର୍ ଦିରେଦିରେ ଗଃସୁର୍ତା ହାଣି ଉଲାଳ୍କେ ମଃନ୍ନଃକେରି ରସ୍ଚିନ୍ ଆର୍ ରମଲିୟର୍ ହୟିସି ତଃୟି ସଃର୍ଦାକଃରୁଲାୟ୍; 7 ଇତାର୍ଗିନେ ମାପୁର୍ ଅଃସୁରିଆ ରଃଜା ଆର୍ ତାର୍ ସଃବୁ ସଃକ୍ତିକେ ଜିଉଦାର୍ ବିରୁଦେ ଆଣେଦ୍। ସେମଃନ୍ ପରାତ୍ ଗାଡାର୍ ସଃକ୍ତିକାରି ଗାଡାର୍ ଉଲାଳ୍ ହର୍ ଅଃପର୍ବଳ୍ ମୁଜଳେ ରିସାଅୟ୍ ଆସ୍ତି। ଗାଡାର୍ ହୁର୍ହାଣି କଃଣ୍ଡିଡଃଗାୟ୍ ଚାହ୍ଲା ହର୍, ସେମଃନ୍କାର୍ ଉହ୍ରେ ତାର୍ ସଃକ୍ତି କାମ୍କଃରେଦ୍; 8 ଆରେକ୍, ସେ ହାଣି ରସେ ଜିହୁଦା ରାୟିଜ୍ ହଃତେକ୍ ଜାୟିଦ୍; ସେ ହାଣି ଡୁଙ୍ଗିକଃରି ସଃବୁବାଟ୍ ଚାହେଦ୍; ଜିହୁଦା ରାୟିଜାର୍ ଗଃଳା ହଃତେକ୍ ହାଣି ଚଃଗେଦ୍; ଆରେକ୍, ଇମାନୁୟେଲ୍, ତାର୍ ଡେଣାୟ୍ ଦେସ୍କେ ରଃକ୍ୟାକଃରେଦ୍।" 9 ଏ ଗସ୍ଟିସଃବୁ, ତୁମିମଃନ୍ ଜୁଜ୍ ହାଁୟି ଜଃଗ୍ରାତ୍ ଅଃଉଆ ମଃତର୍ ତୁମିମଃନ୍ ଆରାସ୍; ଆରେକ୍, ଏ ଦୁରିଦେସାର୍ ଲଃକ୍ମଃନ୍ ତୁମିମଃନ୍ କାନ୍ଦଃୟି ସୁଣା; ତୁମିମଃନ୍ ଜୁଜ୍ ଗିନେ ଜଃଗ୍ରାତ୍ ଅୟିଲେକ୍ ହେଁ ଆରାସ୍। 10 ତୁମିମଃନ୍ ଜୁଜ୍ ହାଁୟି ଜଃତେକ୍ ଜଃଜନା କଃଲେକ୍ ହେଁ, ତୁମିମଃନାର୍ ଜଃତେକ୍ ଜଃଜ୍ନା ଅୟିଲେକ୍ ହେଁ ଜିତୁନଃହାରାସ୍;କାୟିତାକ୍ ବଃଲେକ୍ ମାପୁର୍ ଅଃମିମଃନାର୍ ସଃଙ୍ଗ୍ ଆଚେ।
11 ବିନ୍ ଗଃସ୍ଟିର୍ ଲକ୍ମଃନାର୍ ହର୍ ନଃଉଁକେ ମାପୁର୍ ତାର୍ ସଃକ୍ତିର୍ବଃଳେ ମକେ କୟ୍ଲା। 12 ସେମଃନାର୍ ସଃଙ୍ଗ୍ କୁଟ୍କଃର୍ତା ବଃଳ୍ ସେମଃନାର୍ ସଃଙ୍ଗ୍ ମିସାନାୟ୍ ; କି ସେମଃନ୍ ଡିର୍ତାର୍ ବିସଃୟ୍କେ ତୁମିମଃନ୍ ଡିରାନାୟ୍, 13 ସଃୟିନ୍ମଃନାର୍ ଅଃଦିକାରି ମାପୁର୍କେ ହଃକା ତୁମିମଃନ୍ ମାୟିନ୍କଃରା, ଆରେକ୍, ତାକେହଃକା ଡିରା। 14 ଜଦି ତୁମିମଃନ୍ ମାପୁର୍କେ ମାୟିନ୍ ଆର୍ ପବିତ୍ରବାବେ ହୁର୍ଦେ ଦଃରା, ତଃବେ ସେ ତୁମାର୍ ଗଟେକ୍ ମଃତର୍ ଆସ୍ରଟାଣ୍ ଅୟିଦ୍। ମଃତର୍ ତୁମି ମାୟିନ୍ ନଃକେରାସ୍ ତଃବେ ସେ ଗଟେକ୍ ଟେଳା ହର୍, ଜୁୟିତିକି ଗଟେକ୍ ଲକ୍ ଜଃଟ୍ୟାୟ୍ ଅୟିଦ୍, ଜିରୁସାଲେମ୍ ଲକ୍ମଃନ୍କାର୍ ଗିନେ ହାସ୍ ଆର୍ ହାନ୍ଦାହର୍ ଅୟିଦ୍। 15 ଆର୍, ଗାଦେକ୍ଲକ୍ ଇ ଟେଳା ଜଟ୍ୟାୟ୍ ଅଃଉତି ଆର୍ ସେମଃନ୍ ଅଦ୍ରିକଃରି ଚୁନାଅଉତି ଆର୍ ହାନ୍ଦାୟ୍ ଲାଗି ଦଃରାହଃଳ୍ତି।
16 ଜିସାୟ୍ କୟ୍ଲା, ତୁମି ଇ ସଃୟିତ୍ କଃରା ଆର୍ ଇତାକ୍ ଟାମ୍ପ୍ ମାରା। ଆସ୍ତାଦିନାର୍ ଗିନେ ରଃକ୍ୟା କଃରିରିଆ। ମର୍ ଚେଲାମଃନାର୍ ଗିନେ ଇରି କଃରା 17 ଆରେକ୍, ଜଃଡେବଃଳ୍ ଜାକୁବର୍ ବଃଉଁସ୍ ଟାଣୁ ସେ ନିଜାର୍ ମୁଁ ଲୁକାୟିଦ୍, ମୁୟି ମାପୁର୍ ଉହ୍ରେ ଆସା ରଃକିନ୍ଦ୍ ଆର୍ ଇତାର୍ ଗିନେ ଜାଗିରଃୟିନ୍ଦ୍। 18 ଇସ୍ରାଏଲାର୍ ଲକମଃନ୍କାର୍ ଗିନେ ମୁୟି ଆର୍ ମର୍ ହିଲାମଃନ୍ ଚିନା ଆର୍ ସଃୟିତ୍ ହର୍ ଅୟିଆଚୁ। କାୟିତାକ୍ ବଃଲେକ୍ ସିୟନ୍ ହଃର୍ବାତ୍ଉହ୍ରେ ବାସାକଃର୍ତା ମାପୁର୍ ଦଃୟି ଅଃମିମଃନ୍ ଚାଲ୍ଚାଲ୍ତି କଃରୁଲୁ। 19 କଃତିଲକ୍ କଃଉତି, ଜଃଡେବଃଳ୍ ତୁମି ଦିସାରି ଆର୍ ଗୁଣିଆମଃନ୍ ଗୁଣ୍ଗୁଣ୍ ଆର୍ ପୁସ୍ପୁସ୍କଃରି କଃଉତି, ସେମଃନ୍କେ ଜାଣା ଲକ୍ମଃନ୍ କାୟ୍ ନିଜାର୍ ମାପୁର୍କେ ଜାଣି ନଃକେର୍ତିକି? ସେମଃନ୍ କାୟି ଜିବିତ୍ ମଃନ୍କାର୍ ବାଟ୍ୟା ମଃଲାଲକେ କଜ୍ତିକି? 20 ବିଦି ଆର୍ ସଃତ୍ ଜାଣ୍ଲା ହଃର୍କାରେ କଃତାବାର୍ତା କଃରା। ଜଦି ସେମଃନ୍ ଇ ବଃଚନ୍ ହଃର୍କାରେ କଃତାନଃଉତି, ତଃବେ ବାୟିଦ୍ରେ ସେମଃନ୍କାର୍ ଗିନେ ସଃବୁବଃଳ୍ ଜିବନ୍ ଅଃନ୍ଦାର୍।
21 ତୁମିମଃନ୍ ଜଦି ସେ ବୁଲ୍ ଆଦେସ୍ ମାନାସ୍ ତଃବେ ଦେସେ ଦୁକ୍ ଆର୍ କଃତାର୍ ଅୟିଦ୍। ସଃଡେବଃଳ୍ ସେମଃନ୍ ଗିଜ୍ରି ଅଃଉତି ଆର୍ ସେମଃନ୍କାର୍ ସାସନ୍କାରି ଆର୍ ମାପୁରାର୍ ବିରୁଦେ କଃଉତି। ତାର୍ହଃଚେ ସେମଃନ୍ ମାପୁର୍ ଟାଣେ ଉହ୍କାର୍ ମାଗୁକ୍ ଅଃଗାସ୍ ବାଟ୍ ମୁଉଁକଃରି ଅଃନାଉତି। 22 ସେମଃନ୍ ତାକାର୍ ଦେସାର୍ ଚାରିବାଟ୍ ଆକି ବୁଲାୟ୍ ଦଃକ୍ତି ତଃବେ ସେମଃନ୍ ଅଃବ୍କା ଦୁକ୍ ଆର୍ ଅଃନ୍ଦାର୍ ହଃକା ଦଃକ୍ତି, ଅଃନ୍ଦାର୍ ଲକମଃନ୍କେ ଦେସ୍ ଚାଡୁକ୍ ବଃଳ୍ମାଡ୍ କଃରେଦ୍। ଆରେକ୍ ସେ ଅଃନ୍ଦାର୍ ବିତ୍ରେ ରିଲା ମାନାୟ୍ ନିଜ୍କେ ସେ ଅଃନ୍ଦାରେ ହୁଣି ମୁକ୍ଳାଉଁ ନାହାରେ।