1 ବେଲ୍ ଦେଉତା ତଃଳେ ହଃଳେଦ୍, ନବ ଦେବ୍ତା ସେସ୍ ଅୟି ଆଚେ। ସେମଃନାର୍ ମୁର୍ତି ମଃନ୍ ହସୁ ଆର୍ ଜିବ୍ଜଃତୁମଃନାର୍ ଉହ୍ରେ ସଃଙ୍ଗା ଅୟି ଆଚ୍ତି; ଜୁୟି ଜିନିସ୍ ତୁମିମଃନ୍ ବୟ୍ କଃରି ବୁଲ୍ଲାସ୍,ସେରି ବଜ୍ ଅୟି ଆଚେ, ତାକ୍ଲା ହସୁର୍ ହିଟାୟ୍ ବଜ୍ ଅୟି ଆଚେ। 2 ସେମଃନ୍ ତଃଳେ ହଳ୍ତି, ସେମଃନ୍ ମିସି କଃରି ତଃଳେ ହଃଳ୍ତି, ସେମଃନ୍ ବଜ୍ ରଃକ୍ୟା କଃରୁ ନଃହାର୍ଲାୟ୍, ମଃତର୍ ନିଜେ ବନ୍ଦି ଅୟି ଜାୟ୍ ଆଚ୍ତି। 3 ଏ ଜାକୁବ ବଃଉଁସ୍ ଏ ଇସ୍ରାଏଲାର୍ ବଃଉଁସାର୍ ଉବୁର୍ଲା ଲକ୍ ମର୍କଃତା ସୁଣା, ତୁମିମଃନ୍ ହେଟେ ରିଲା ବଃଳ୍ ହୁଣି ଜଃତୁନ୍ କଃରା ଜାୟ୍ ଆଚେ। 4 ଆର୍ ମୁଁୟ୍ ତୁମିମଃନାର୍ ବୁଡା ଅଃଉତା ହଃତେକ୍ ମୁଁୟ୍ ସେ ହଃକା ଆର୍ ବାଳ୍ ହାକ୍ତା ହଃତେକ୍ ମୁୟ୍ ତୁମିମଃନ୍କେ ସଃମ୍ବାଳିନ୍ଦ୍; ହେଁ ମୁଁୟ୍ ବୟିନ୍ଦ୍ ଆର୍ ରଃକ୍ୟା କଃରିନ୍ଦ୍। 5 ତୁମିମଃନ୍ ଅଃମିକେ କାର୍ ହର୍ ଆର୍ ସଃମାନ୍ କଃରାସ୍ କାର୍ ସଃଙ୍ଗ୍ ମକେ ତୁଳ୍ନା କଃରାସ୍, ମୁଁୟ୍ ସଃମାନ୍ ଅୟ୍ନ୍ଦ୍। 6 ସେମଃନ୍ ତୁଳାୟ୍ ସନା ଡାଳ୍ତି ଆର୍ ନିକ୍ତିଏ ରୁହା ତୁଳ୍ତି ସେମଃନ୍ ସୁନା କିରି ବୁତି ଲାଗାଉତି ଆର୍ ସେ ଗଟେକ୍ ଦେବ୍ତା ତିଆର୍ କଃର୍ତି, ସେମଃନ୍ ମୁଣ୍ଡିଆ ମାରି ହୁଜା କଃର୍ତି। 7 ସେମଃନ୍ ତାକେ କଃନ୍ଦେ ବୟ୍ ନେତି ଆର୍ ତାକେ ନଃୟ୍ ତାର୍ ଟାଣେ ସଃଙ୍ଗାଉତି, ତଃବେ ସେ ଟିଆ ଅୟ୍ଦ୍; ସେ ନିଜାର୍ ଟାଣେ ହୁଣି ଗୁଚି ନଃକେରେ; ଆର୍ କେଏ ତାକେ କୁଦ୍ଲେକ୍ ହେଁ ସେ ଉତୁର୍ ଦେଉଁ ନଃହାରେ କି ବିପଦେ ରଃକ୍ୟା କଃରୁ ନଃହାରେ 8 ତୁମିମଃନ୍ ଇରିକେ ମଃନେ ଏତାଉଆ, ତୁମିମଃନ୍ ଏ ଅଃଦଃର୍ମିମଃନ୍ ତୁମି କଃଉଆ, 9 ଆଗାର୍ କଃତା ସଃବୁ ଏତାଉଆ; କାୟିତାକ୍ବଃଲେକ୍ ମୁୟ୍ ହଃକା ଇସ୍ୱର୍ ଆରେକ୍ କେଏ ନାୟ୍; ମୁଁୟ୍ ଇସ୍ୱର୍ ମର୍ହର୍ କେଏ ନାୟ୍ 10 ମୁଁୟ୍ ସେସ୍ ବିସୟ୍ ଆରୁମେ ହୁଣି କୟ୍ନ୍ଦ୍, ଆର୍ ଜୁୟ୍ରି ସାଦୁନ୍ ଅୟ୍ନଃକେରେ, ସେରି ହୁର୍ବ୍କାଳେ ହୁଣି ଜାଣାୟ୍ନ୍ଦ୍, ଆର୍ କଃୟ୍ନ୍ଦ୍, ମର୍ ଜଜ୍ନାର୍ ମୁଁୟ୍ ସଃବୁ ଇଚା ସିଦ୍ କଃରିନ୍ଦ୍। 11 ମୁଁୟ୍ ହୁର୍ବ୍ଦିଗେ ହୁଣି ବିରା ଚେଳେକେ; ଦୁରି ଦେସେହୁଣି ମାନାୟ୍କେ କୁଦିନ୍ଦ୍; ମୁଁୟ୍ କୟ୍ ଆଚି ଆର୍ ମୁଁୟ୍ ସେରି ସିଦ୍ କଃରିନ୍ଦ୍; ମୁଁୟ୍ ଜଃଜନା କଃରି ଆଚି ମୁଁୟ୍ ସେରି ସିଦ୍ କଃରିନ୍ଦ୍। 12 ଏ, ଦଃର୍ମେ ହୁଣି ଦୁରିକେ ଗଃଲା ଅଃଟୁଆମଃନାର୍ ଲଃକ୍ମଃନ୍ ମଃର୍କଃତା ସୁଣା। 13 ମୁଁୟ୍ ନିଜାର୍ ଦଃର୍ମ୍ହାକ୍ ଆଣୁଲେ, ସେରି ଦୁରି ନୟ୍; ମର୍ ମୁକ୍ତି ଦେତାର୍ ବେସି ଦିନ୍ ନୟ୍; ମର୍ ଜଃଜ୍ମାନାର୍ ହର୍ ଇସ୍ରାଏଲାର୍ ଗିନେ ମୁଁୟ୍ ସିୟନାର୍ ମୁକ୍ତି ତାହୁନ୍କଃରିନ୍ଦ୍।
Publicidade
Publicidade