1 ଇତାର୍ ହଃଚେ ହିଜିକିୟ ରଃଜା ସୁଣ୍ଲାକେ, ତାର୍ ନିଜାର୍ ବଃସ୍ତର୍ ଚିରି ବାସ୍ତା ଗୁଳ୍ୟାୟ୍ ଅୟି ମାପୁର୍ ଗଃରେ ଗଃଲା। 2 ଆର୍ ସେ ରଃଜା ଗଃରାର୍ ମୁଳିକା ଇଲିୟାକିମ୍ ଆର୍ ସିବ୍ନ ଲେକୁକେ ଆର୍ ଜାଜକ୍ମଃନାର୍ ପାରାଚିନ୍ମଃନ୍କେ ବାସ୍ତା ହିନ୍ଦାୟ୍ ଆମସାର୍ ହୟିସି ଜିସାୟ୍ ବାବ୍ବାଦି ହାକ୍ ହଃଟାୟ୍ଲା। 3 ତଃବେ ସେମଃନ୍ ତାକେ କୟ୍ଲାୟ୍ ହିଜିକିୟ ଇହର୍ କୟ୍ଆଚେ, ଆଜିର୍ ଦିନ୍ ଆପଦ୍ ଆର୍ ବିରଦ୍ ଆର୍ ଲାଜ୍କଃରାଉତା ଦିନ୍; କାୟିତାକ୍ ବଃଲେକ୍ ହିଲାମଃନ୍ ଜଃର୍ନ୍ ଦୁଆରେ ଆଚ୍ତି, ମଃତର୍ ଜଲମ୍ ଦେଉଁକେ ସଃକ୍ତି ନାୟ୍। 4 ଅଃଉଁ ହାରେ ଜିବିତ୍ ଇସ୍ୱର୍କେ ନାୟ୍ ବଃଲୁକେ ନିଜାର୍ ମାଲିକ୍ ଅଃସୁରିଆ ରଃଜା ହଃଟାୟ୍ଲା ଲକାର୍ ସଃବୁ କଃତା ଜୁଗ୍ଜୁଗାର୍ ଇସ୍ୱର୍ ସୁଣେଦ୍ ଆର୍ ଇସ୍ୱର୍ ଜୁୟ୍କଃତା ସୁଣିଆଚେ, ସେତାକେ ବିରଦ୍ କଃରେଦ୍; ଇତାକେ ଜୁୟି ବାକିଆଚ୍ତି, ସେମଃନାର୍ ହାଁୟ୍ ତୁମି ପାର୍ତନା କଃରା।
5 ଇ ହର୍ ହିଜିକିୟ ରଃଜାର୍ ଦାସ୍ମଃନ୍ ଜିସାୟ୍ ଲଃଗେ ରୁଣ୍ଡ୍ଲାୟ୍। 6 ତଃବେ ଜିସାୟ୍ ସେମଃନ୍କେ କୟ୍ଲା, ତୁମିମଃନ୍ ନିଜାର୍ ସାଉକାର୍କେ ଅଃନ୍ କଃଉଆ, ଇସ୍ୱର୍ କଃଉଁଲା, ଅଃସୁରିଆ ରଃଜାର୍ ଦାସ୍ମଃନ୍ ଅଃମିକେ ଲିନ୍ଦାକଃର୍ତା ଜୁୟି କଃତା ତୁମି ସୁଣି ଆଚାସ୍, ସେରି ଡିରା ନାୟ୍। 7 ଦଃକା ମୁୟ୍ ତାକେ ଗଟେକ୍ ଆତ୍ମା ଦଃୟ୍ନ୍ଦ୍, ଆର୍ ସେ କୁୟ୍ଅଲେ କଃତା ସୁଣି ନିଜାର୍ ଦେସେ ବାଉଳି ଜାୟ୍ଦ୍; ଆର୍ ମୁଁୟ୍ ତାର୍ ନିଜାର୍ ଦେସେ ତାକେ କଃଣ୍ଡାୟ୍ ମଃର୍ନେ ମାରିନ୍ଦ୍।
8 ଅଃସୁରିଆ ଲାକିସ୍ଟା ତଃୟ୍ହୁଣି ବାଉଡ଼ି ଜାୟ୍ଆଚେ ବଃଲି ରବାକି ସୁଣି ବାଉଡ଼ି ଗଃଲା ତାକେ ଲିବ୍ନା ବିରୁଦେ ଜୁଜ୍ କଃର୍ତାର୍ ଦଃକ୍ଲା। 9 ଆର୍ ଅଃସୁରିୟ ରଃଜା କୁସ୍ଦେସାର୍ ତିର୍ହକ୍ ରଃଜା ବିସୟେ ଇ କଃତା ସୁଣ୍ଲା ଜେ, ସେ ତର୍ ବିରୁଦେ ଜୁଜ୍କଃରୁକେ ଆସିଆଚେ; ଇରି ସୁଣି ହିଜିକିୟ ହାକ୍ ଦୁତ୍ ହଃଟାୟ୍ କୟ୍ଲା, 10 ତୁମିମଃନ୍ ହିଜିକିୟ ରଃଜାକେ ଇ କଃତା କଃଉଆସ୍, ଜିରୁସାଲେମ୍ ଅଃସୁରିଆ ରଃଜାର୍ ଆତେ ନଃହେଳେ, ଇ କଃତା କୟ୍ଆଚେ ତୁମି ସଃତ୍କଃର୍ତା ଇସ୍ୱର୍ ତୁମିକେ ବୁଲ୍କାୟ୍ନଃକେର। 11 ଦଃକା ଅଃସୁରିଆର୍ ରଃଜାମଃନ୍ ସଃର୍ନେ ନାସ୍କଃଲାର୍ ଗିନେ ସଃବୁ ଦେସାର୍ ଗିନେ ଜୁୟ୍ରି କଃରିଆଚେ, ସେରି ତୁମି ସୁଣି ଆଚାସ୍; ଆର୍ ତୁମି କାୟି ରଃକ୍ୟା ହାଉଆସ୍। 12 ମର୍ ଦାଦିବାବୁମଃନ୍ ଜୁୟି ଗସନ୍ ଆର୍ ହାରଣ୍ ଆର୍ ରେସପ୍ ଦେସାର୍ ଲକେ ଆର୍ ତଳ୍ସର୍ ବାସ୍କଃର୍ତା ଲକ୍ ଏଦନ୍ତଃୟ୍ର୍ ହିଲାମଃନ୍କେ ନାସ୍କଃଲା। ସେମଃନାର୍ ମାପୁର୍ କାୟି ସେମଃନ୍କେ ରଃକ୍ୟା କଃଲାୟି। 13 ହମାତର୍ ରଃଜା ଆର୍ ଅର୍ପଦର୍ ରଃଜା ଆର୍ ସପର୍ବିୟମ୍ ଗଃଳ୍ ହେନାର୍ ଆର୍ ଅବ୍ନାର୍ ରଃଜା କଃୟ୍ତଃବେ?
14 ତଃବେ ହିଜିକିୟ କବୁର୍କାରିଆ ଆତେ ହୁଣି ଚିଟି ହାୟ୍ଁ ସେରି ହଳ୍ଲା; ଆର୍ ହୁଇକିୟ୍ ଇସ୍ୱରାର୍ ଗଃରେ ଜାୟ୍ ମାପୁର୍ ମୁଁଏ ସେରି ମେଲା କଃଲା। 15 ଆରେକ୍ ହିଜିକିଅ ମାପୁର୍ ହାକ୍ ପାର୍ତନା କଃରି କୟ୍ଲା। 16 ଏ କିରୁବ୍ ମଃନାର୍ ଉହ୍ରେ ବଃସି ଆଚ୍ତା ସଃୟ୍ନ୍ମଃନାର୍ ମୁଳିକା ଇସ୍ୱର୍ ଇସ୍ରାଏଲାର୍ ଇସ୍ୱର୍, ତୁୟ୍ହଃକା ହୁର୍ତିବିର୍ ସଃବୁ ରାୟ୍ଜାର୍ ଇସ୍ୱର୍; ତୁୟ୍ ସଃର୍ଗ୍ ଆର୍ ହୁର୍ତିବି ଉବ୍ଜାଣ୍ କଃରିଆଚ୍ସି। 17 ଏ ଇସ୍ୱର୍ ନିଜାର୍ କାନ୍ ଡେରି ସୁଣ୍ ଏ ଇସ୍ୱର୍, ନିଜାର୍ ଆକି ମେଲାୟ୍ ଦଃକ୍; ଇସ୍ୱର୍କେ ନିଚ୍କଃରୁକେ ସନେରିବ୍ ଜୁୟ୍ରି କୟ୍ ହଃଟାୟ୍ଆଚେ ସେରି ସଃବୁ କଃତା ସୁଣ୍। 18 ଏ ଇସ୍ୱର୍ ଅଃସୁରିଆ ରଃଜାମଃନ୍ ସଃବୁ ଦେସାର୍ ଲକ୍ମଃନ୍କେ ଆର୍ ସେମଃନାର୍ ଦେସ୍କେ ଜଃତ୍କଃତ୍ କଃରି ଆଚେ। 19 ଆର୍ ସେମଃନାର୍ ଦେଉତାମଃନ୍କେ ଜୟେ ହଃକାୟ୍ଆଚେ, ଇରି ସଃତ୍; କୁଟ୍ ଆର୍ ଟେଳା ସେରିମଃନ୍; ସେତାକେ ସେମଃନ୍ ସେମଃନ୍କେ ନଃସ୍ଟ୍ କଃରିଆଚେ। 20 ସେତାକେ ଏ ଇସ୍ୱର୍, ଅଃମିମଃନାର୍ ଇସ୍ୱର୍ ତାର୍ ଆତେ ହୁଣି ଅଃମିକେ ରଃକ୍ୟା କଃର୍, ତଃବେ ତୁୟ୍ ହଃକା ଜୁଗ୍ଜୁଗାର୍ ଇସ୍ୱର୍, ଇରି ହୁର୍ତିର୍ ସଃବୁ ଜଃଗତ୍ ଜାଣେଦ୍।
21 ଇତାର୍ ହଃଚେ ଆମସାର୍ ହୟିସି ଜିସାୟ ହିଜିକିଅ ହାକ୍ କୟ୍ ହଃଟାୟ୍ଲା, ଜୁଗ୍ଜୁଗାର୍ ଇସ୍ୱର୍ ଇସ୍ରାଏଲାର୍ ଇସ୍ୱର୍ ଇ କଃତା କଃଉଁଲା, ତୁୟ୍ ଅଃସୁରିଆର୍ ରଃଜା ସନ୍ହେରିବ୍ ବିରୁଦେ ମକେ ପାର୍ତନା କଃଲାକେ, 22 ଇସ୍ୱର୍ ତାର୍ ବିରୁଦେ ଇ କଃତା କୟ୍ଆଚେ; ସିୟନାର୍ ବାଳତ୍ଟକି ତକେ ନିଚ୍ ଦଃକିଆଚେ ଆର୍ ତକେ ଲାଜ୍ କଃରାଜାୟ୍ ଆଚେ; ଜିରୁସାଲେମ୍ ବାଳ୍ତ୍ଟକି ତର୍ବାଟ୍ୟା ମୁଣ୍ଡ୍ ଆଲାୟ୍ଆଚେ। 23 ତୁୟ୍ କାକେ ଲିନ୍ଦା କଃରି ଆଚ୍ସି? ତୁମି କାର୍ ବିରୁଦେ ନିଜାର୍ କଃତା ଉଟାୟ୍ ଆଚାସ୍ ଆର୍ ନିଜାର୍ ଆକି ଉହ୍ରେ ଉଟାୟ୍ ଆଚାସ୍? ଇସ୍ରାଏଲାର୍ ଦଃର୍ମି ବିରୁଦେ ସେରି। 24 ତୁମି ନିଜାର୍ ଦାସ୍ମଃନାର୍ ଗିନେ ନିଜାର୍ ହଅ କେଏ ହାକ୍ରେ ହଃକାୟ୍ ଆଚାସ୍ ଆର୍ କୟ୍ଆଚାସ୍, ଲିବାନନାର୍ ବିତ୍ରେ ଆୟ୍ଲେ ଆଚି; ଆର୍ ମୁୟ୍ ସେତିର୍ ଉଚ୍ ଏରସ୍ ଗଃଚ୍ ଆର୍ ସେତିର୍ ନିକ୍ ଦେବଦାରୁ ଗଃଚ୍ମଃନ୍ କାଟି ହଃକାୟ୍ନ୍ଦ୍। ଆର୍ ତାର୍ ଦୁରିରିଲା ଉଚ୍ଟାଣେ ଆର୍ ତାରହଃଳ୍ ଦଃର୍ଲା ବାଳ୍ମଃନ୍ ବଃନ୍ ହାସ୍ଲାୟ୍ନ୍ଦ୍। 25 ଅଃମି ମାଟିକଃଣି ହାଣି କାୟ୍ଆଚୁ, ଆର୍ ମୁୟ୍ ନିଜାର୍ ହାଦ୍ ତଃଳାର୍ ମିସର୍ ଦେସାର୍ ଗାଡ୍ ସୁଆୟ୍ନ୍ଦ୍।
26 କଃନ୍କଃରି ଅଃମି ଅଃନେକ୍ ଦିନେହୁଣି ଇରି ତିର୍ କଃରିଆଚୁ, ଇରି କାୟି ତୁମି ସୁଣି ନଃକେରାସ୍? ତୁମିଜେ ଚାରିହାକ୍ କଃତି ମାର୍ଲା ଗଃଳ୍ମଃନ୍ ନାସ୍କଃରି ସେରିମଃନ୍ କଃଉଆର୍ ଗାଦାକଃରାସ୍ ଇରି ଅଃବେ ଅଃମି ହୁରୁଣ୍ କଃରିଆଚୁ। 27 ଇତାକେ ସେତି ବାସ୍ କଃରୁମଃନ୍କେ ବେସି ସଃକ୍ତି ନୟ୍ଲି, ସେମଃନ୍ ହଃଦାର୍ ରଃନ୍ ନଃଉଁଆ ଆକର୍ଲା ରଃନ୍, ଗଃର୍ ଉହ୍ରାର୍ ଆରେକ୍ ନଃହାକ୍ଲା ତାସ୍ ହର୍ 28 ମଃତର୍ ତୁମାର୍ ବଃସ୍ତାର୍ ଆର୍ ହଃଦାୟି ଜାତାର୍ ଆର୍ ବିତ୍ରେ ଆସ୍ତାର୍ ଆର୍ ଅଃମାର୍ ବିରୁଦେ ରିସା ଅଃଉତାର୍ ଅଃମି ଜାଣୁ। 29 ତୁମି ଅଃମାର୍ ବିରୁଦେ ରିସା କଃରାୟ୍ ଆଚାସ୍ ଆର୍ ତୁମାର୍ ଗଃର୍ବ୍କଃତା ମର୍ କାନେ ଆସିଆଚେ, ଇତାର୍ ଗିନେ ତୁମାର୍ ନାସାୟ୍ ନିଜାର୍ ଆକଡ଼ି ତୁମାର୍ ଅଟିଏ ନିଜାର ବାକୁର୍ ଲାମାଇନ୍ଦ୍ ଆର୍ ତୁମି ଜୁୟ୍ବାଟେ ଆୟ୍ଲାସ୍, ସେ ବାଟେ ତୁମିକେ ବାଉଳାୟ୍ ଦଃୟ୍ନ୍ଦ୍।
30 ସେତାକେ ଏ ହିଜିକିଅ ତକେ ଇ ଚିନା ଅୟ୍ଦ୍; ତୁମିମଃନ୍ ହଃର୍ତୁବଃର୍ସ୍ ନିଜେ କଃଲା ତାସ୍ କାହାସ୍; ହଃଚାର୍ ବଃର୍ସ୍ ସେତି ଆକର୍ଲାର୍ ତାସ୍ କାହାସ୍ ଆର୍ ତିନି ବଃର୍ସେ ବିଆନ୍ ବୁଣି ତାସ୍ କାଟାସ୍ ଅଙ୍ଗୁର୍ବାଳ୍କଃରି ସେତିର୍ ହଃଳ୍ କାହାସ୍। 31 ଆର୍ ଜିଉଦି ବଃଉଁସେ ରଃକ୍ୟା ହାୟ୍ଲା ବାକିରି ଲଃକ୍ମଃନ୍ ଆରେକ୍ ତଃଳେ ଚେର୍ ମାଡ୍ତି ଆର୍ ଉହ୍ରେ ହଃଳ୍ହଃଳ୍ତି। 32 କାୟିତାକ୍ବଃଲେକ୍ ଜିରୁସାଲମେ ହୁଣି ଗଟେକ୍ ବାକିଲକ୍ ଆର୍ ରଃକ୍ୟା ହାୟ୍ଲା ଲକ୍ ସିୟନ୍ ହଃର୍ବାତେ ହୁଣି ବାରାଉତି; ସଃୟ୍ନ୍ମୁଳିକା ଇସ୍ୱର୍ ଇରି ସାଦୁନ୍ କଃରେଦ୍। 33 ଇତାକେ ସାସନ୍କାରି ଅଃସୁରିଆ ବିସୟେ ଇ କଃତା କଃଉଁଲା, ସେ ଇ ଗଃଳ୍କେ ନାସେ, କି ସେତି କାଣ୍ଡ୍ ନଃମାରେ, କି ସେ ମୁଆଟିକେ ଜାପଣ୍ ଦଃରି ନାସେ, କି ତାର୍ ବିରୁଦେ ଚାରିହାକ୍ ନଃବେଳେ। 34 ଜିଅବା କଃଉଁଲା, ସେ ଜୁୟ୍ବାଟେ ଆୟ୍ଲା, ସେ ବାଟେ ବାଉଡ଼ି ଜାୟ୍ଦ୍ ଆର୍ ଇ ଗଃଳ୍କେ ନାସେ। 35 କାୟିତାକ୍ ବଃଲେକ୍ ମୁୟ୍ ନିଜାର୍ ଗିନେ ଆର୍ ମର୍ ଦାସ୍ ଦାଉଦାର୍ ଗିନେ ଇ ଗଃଳ୍ ରଃକ୍ୟା କଃରୁକେ ତାର୍ବାଟ୍ ଅୟ୍ନ୍ଦ୍।
36 ଇସ୍ୱର୍ ମାପୁରାର୍ ଦୁତ୍ ବାରୟ୍ ଅସୁରିୟମଃନାର୍ ଚାଉଁଣିଏ ଏକ୍ ଲକ୍ୟ ଅସେ ହାଞ୍ଚ୍ଅଃଜାର୍ ଲକ୍କେ ଅଃତ୍ୟା କଃଲା ଆର୍ ଲଃକ୍ମଃନ୍ ବେସି ସଃକାଳ୍ ଉଟ୍ଲାକେ ଦଃକା ସଃବୁ ମଃରିରିଲାୟ୍। 37 ତଃବେ ଅଃସୁରିଆର୍ ରଃଜା ସନେରିବ୍ ବାରୟ୍ ଗଃଲା ଆର୍ ବାଉଡ଼ି ଜାୟ୍ ନିନିବିଏ ବାସ୍କଃଲା। 38 ଇତାର୍ ହଃଚେ ସେ ନିଜାର୍ ନିସ୍ରକ୍ ନାଉଁଆର୍ ଦେଉତାର୍ ଗଃରେ ହୁଜା କଃର୍ତାବଃଳ୍ ଅଦ୍ରମଲେକ୍ ଆର୍ ସରେସର୍ ନାଉଁଆର୍ ତାର୍ ଜଳେକ୍ ହୟିସି ତାକେ କଃଣ୍ଡାୟ୍ ଅଃତ୍ୟା କଃଲାୟି। ତଃବେ ସେମଃନ୍ ଆରାରଟ୍ ଦେସ୍କେ ହଃଳାୟ୍ଲାୟ୍। ଆର୍ ତାର୍ ହୟିସି ଏସହର୍ଦନ୍ ତାର୍ ହଃଦେ ରାଜୁତି କଃଲା।