1 ଜୁୟ୍ମଃନ୍ ମକେ ହଃଚାରି ନଃକେଲାୟ୍ ସେମଃନ୍ ମକେ କଜୁଳାୟ୍, ଜୁୟ୍ମଃନ୍ ମକେ କଜି ନଃକେଲାୟ୍ ସେମଃନ୍ ମକେ ମିଳାଉଁଲାୟ୍ ଜୁୟି ଦେସାର୍ ଲକ୍ ନାଉଁହୁଟା ଅୟି ନଃରିଲାୟ୍ ସେମଃନ୍କେ ମକେ ଦଃକା ବଃଲି ମୁୟ୍ଁ କୟିଲେ। 2 ଜୁୟ୍ମଃନ୍ ନିଜାର୍ ନିଜାର୍ ଜଜ୍ନା ହଃର୍କାରେ ଚାଲ୍ତି, ଇ ହର୍ ବିରଦି ଲକେ ମୁଁୟ୍ ଦିନ୍ଜାକ ନିଜାର୍ ଆତ୍ ଲାମାୟ୍ ଆଚି। 3 ସେମଃନ୍ ନିଲାଜି ବାବେ ମକେ ଲାଜ୍କଃରାୟ୍ ଲାଗ୍ତି, ପବିତ୍ର ବଗିଚାୟ୍ ସେମଃନ୍ ଦେବ୍ତାମଃନ୍କେ ହୁଜାଦେତି ଆର୍ ଦେଉତା ବେଦିୟେ ହୁଜାଦେତି। 4 ସେମଃନ୍ ମଃସ୍ଣେ ଆର୍ ହାର୍ ବିତ୍ରେ ବଃସ୍ତିଏ ସେମଃନ୍ ଗୁସ୍ରା ମାସ୍ କାତି ଆର୍ ସେମଃନାର୍ କପାୟ୍ ଦେଉତା ମଃନ୍କେ ହୁଜାଦିଲା ମାସାର୍ ଜଳ୍ ରଃୟ୍ଦ୍। 5 ସେମଃନ୍ କଃଉତି, ତେଣେ ଗୁଚା, ଲଃଗେ ଆସା ନାୟ୍, କାୟିତାକ୍ବଃଲେକ୍ ଅଃମି ତୁମାର୍ ତଃୟ୍ ହୁଣି ନିର୍ମୁଳ୍; ମର୍ ନାସିର୍ ଦୁଆଁ ହର୍ ଇମଃନାର୍ ବିରୁଦେ ଦିନ୍ଜାକ ଲାଗ୍ତା ଜୟ୍ହର୍। 6 ସେମଃନ୍କେ ଦଃଣ୍ଡ୍ ଦେତାର୍ ଟିକ୍ କଃରିଆଚି, ସେମଃନାର୍ ବିଚାର୍ ଲେକା ଅୟି ଆଚେ ସେମଃନ୍ ଜାୟ୍ରି କଃରି ଆଚ୍ତି ସେତାକ୍ ମୁୟ୍ ଚାଡି ନଃକେରି, ସେମଃନକେ ବାୟ୍ଦ୍ରେ ଦଃଣ୍ଡ୍ ଦଃୟ୍ନ୍ଦ୍। 7 ଇସ୍ୱର୍ କଃଉଁଲା, ହଃର୍ବାତେ ଦୁହ୍ନି ହଡାୟ୍ ଆଚାସ୍ ଆର୍ କୁହୁଲି ଉହ୍ରେ ମକେ ଲିନ୍ଦା କଃରି ଆଚାସ୍, ତୁମିମଃନାର୍ ଆର୍ ତୁମାର୍ ଦାଦି ବାବୁର୍ ହାହାର୍ ହଃଳ୍ ମୁଁୟ୍ ଅଃକାବଃଳ୍ ଦଃୟ୍ନ୍ଦ୍; ମୁଁୟ୍ ହଃର୍ତୁ ସେମଃନ୍ କଃତେକ୍ ହାହ୍ କଃଲାୟି ଆଚ୍ତି ସେ ଇସାବେ ଦଃୟ୍ନ୍ଦ୍। 8 ଇସ୍ୱର୍ ଇ କଃତା କଃଉଁଲା, ଅଙ୍ଗୁର୍ ଜୁବ୍ଳାୟ୍ ଜଃନ୍କଃରି ନଃଉଆ ରଃସ୍ ମିଳେଦ୍ କେହେଁ ଇରି ନଃସ୍ଟ୍ କଃରା ନାୟ୍, କାୟିତାକ୍ବଃଲେକ୍ ଇତି ଆସିର୍ବାଦ୍ ଆଚେ; ମର୍ଲକେ କଃବେ ନଃସ୍ଟ୍ ନଃକେରି, ଜୁୟ୍ଲକ୍ ସେବା କଃର୍ତି ସେମଃନ୍କେ ରଃକ୍ୟା କଃରିନ୍ଦ୍। 9 ମୁଁୟ୍ ଜାକୁବ ତଃୟ୍ ହୁଣି ଗଟେକ୍ ବଃଉଁସ୍ ଆର୍ ଜିଉଦା ତଃୟ୍ ହୁଣି ଗଟେକ୍ ଅଃଦିକାରି ବାର୍ କଃରିନ୍ଦ୍ ମୁଁୟ୍ ଜାକେ ବାଚିଆଚି ସେମଃନ୍ ସେରି ଅଃଦିକାର୍ କଃର୍ତି ମର୍ ଦାସ୍ମଃନ୍ ସେତି ବଃସ୍ତି କଃର୍ତି। 10 ଆର୍ ଅଃମାର୍ ଜୁୟି ଲଃକ୍ମଃନ୍ ମକେ କଜ୍ତି, ସେମଃନାର୍ ଗିନେ ସାରଣ ଗଟେକ୍ ମେଣ୍ଡା କୁଆଳ୍ ଆର୍ ଆକର୍ ନାଉଁଆର୍ ଆଟାଳେ ଗାଇମଃନ୍ ସଃଉତା ଟାଣ୍ ଅୟ୍ଦ୍। 11 ମଃତର୍ ଇସ୍ୱର୍କେ ଚାଡୁଲାସ୍,ମର୍ ପବିତ୍ର ହଃର୍ବାତ୍କେ ହାରୁଲାସ୍, ଗାଦ୍ ଆର୍ ମେନି ଦେବ୍ତାର୍ ଗିନେ ମିସାୟିଲା ମଃଦ୍, ତୁମିମଃନ୍ କଃରୁଲାସ୍। 12 ତୁମିମଃନ୍ କଃଣ୍ଡାୟ୍ ମଃରାସ୍ ତୁମିମଃନ୍ ହୁଜ୍ତା ତଃୟ୍ ଗଃଳା ଅଦାସ୍; କାୟିତାକ୍ବଃଲେକ୍ ମୁଁ କୁଦ୍ଲା ବଃଳ୍ ତୁମି ଉତୁର୍ ନଃଦିଲାସ୍, ମୁଁୟ୍ କଃତା କୟ୍ଲାବଃଳ୍ ସୁଣି ନଃକେଲାସ୍; ମଃତର୍ ମର୍ ଆକାୟ୍ ଜାୟ୍ରି ମଃନ୍ଦ୍,ସେରି ତୁମିମଃନ୍ କଃଲାସ୍ ଆର୍ ମୁଁୟ୍ ଜୁୟ୍ତି ସଃଲ୍ମତ୍ ନାୟ୍,ସେରି ହଃକା ବାଚ୍ଲାସ୍। 13 ଇତାକେ ଇସ୍ୱର୍ ଇ କଃତା କଉଁଲା, ଦଃକା ମର୍ ଦାସ୍ମଃନ୍କେ କାଉଁକେ ମିଳେଦ୍, ମଃତର୍ ତୁମିମଃନ୍ ବୁକ୍ ମଃରାସ୍; ମର୍ ଦାସ୍ମଃନ୍କେ ହିଉଁକେ ମିଳେଦ୍ ମଃତର୍ ତୁମିମଃନ୍ ସସେ ମଃରାସ୍; ଦଃକା ମର୍ ଦାସ୍ମଃନ୍ ସଃର୍ଦା କଃର୍ତି, ମଃତର୍ ତୁମିମଃନ୍ ଲାଜ୍ ହାଉଆସ୍। 14 ଦଃକା ମର୍ ଦାସ୍ମଃନ୍ ମଃନ୍ସଃର୍ଦାୟ୍ ଗିତ୍ କଃଉତି, ମଃତର୍ ତୁମିମଃନ୍ ମଃନ୍ଦୁକେ କାନ୍ଦାସ୍। 15 ଆର୍ ତୁମିମଃନ୍ ଡାକ୍ ହାୟ୍ଲା ଲକ୍ମଃନାର୍ ହାକ୍ ସଃୟ୍ପ୍ ରୁହେ ରଃକାସ୍ ଆର୍ ମାପୁର୍ ଇସ୍ୱର୍ ତୁମିକେ ଅଃତ୍ୟା କଃରେଦ୍,ସେ ନିଜାର୍ ଦାନ୍ ମଃନ୍କେ ବିନ୍ ନାଉଁୟେ ଡାକେ ହୁଟାୟିଦ୍। 16 ଆର୍ ଜୁୟି ଲକ୍ ନିଜ୍କେ ହୁର୍ତିବିୟେ ଆସିର୍ବାଦ୍ କଃରେଦ୍ ସେ ସଃତ୍ ଇସ୍ୱରାର୍ ତଃୟ୍ ଆସିର୍ବାଦ୍ କଃରେଦ୍, ଜେ ହୁର୍ତିବିକେ ସଃୟ୍ତ୍ କଃରେଦ୍, ସେ ସଃତ୍ ଇସ୍ୱର୍ ସଃଙ୍ଗ୍ ସୟ୍ତ୍ କଃରେଦ୍ ବଃଲେକ୍ ହୁର୍ବ୍ କାଳାର୍ ବିବ୍ତି ଚାଲି ଜାୟ୍ଆଚେ ସେରି ସଃବୁ ମର୍ ଆକାୟ୍ ହୁଣି ଲୁକି ଜାୟ୍ ଆଚେ। 17 କାୟିତାକ୍ବଃଲେକ୍ ଦଃକା ମୁଁୟ୍ ନଃଉଆ ଅଃଗାସ୍ ମଃଣ୍ଡଳ୍ ଆର୍ ନଃଉଆ ହୁର୍ତିବି ଉବ୍ଜାଣ୍ କଃରିନ୍ଦ୍ ଆର୍ ହୁର୍ବ୍ କାଳାର୍ ବିସୟ୍ମଃନ୍ ଆରେକ୍ ଏତାଉଁ ନଃଚୁଆଁ କି ମଃନେ ଦଃରୁ ନଃଚୁଆଁ।
18 ମଃତର୍ ମୁଁୟ୍ ଜୁୟ୍ରି ଉବ୍ଜାଣ୍କଃରିନ୍ଦ୍, ତୁମିମଃନ୍ ସେତି ଉଲାସେ ରଃୟ୍ ସଃର୍ଦା କଃରା; କାୟତାକ୍ବଃଲେକ୍ ମୁଁୟ୍ ଜିରୁସାଲେମ୍କେ ଉଲାସ୍ ଆର୍ ସେତିର୍ ଲକ୍ମଃନ୍କେ ସଃର୍ଦାର୍ ଲକ୍ କଃରି ଉବ୍ଜାଣ୍ କଃରିଆଚି। 19 ମୁଁୟ୍ ଜିରୁସାଲେମ୍ ଉଲାସ୍ କଃରିନ୍ଦ୍; ଆର୍ ସେତି କାନ୍ଦ୍ଣାର୍ ସଃବଦ୍ ସୁଣା ଜାୟି ନଃକେରେ। 20 ସେ ସମୟେ ହୁଣି ସେଟାଣେ ଅଃଳକ୍ ଦିନାର୍ ହିଲା କି ବଃୟିସ୍ ନଃହୁର୍ଲା ବୁଡା ଲକ୍ ଆର୍ ନଃରେୟ୍; କାୟିତାକ୍ବଃଲେକ୍ ଜୁବା ହିଲା ଏକ୍ସଅ ବଃର୍ସ୍ ଅୟିଲେକ୍ ମଃରେଦ୍ ଆର୍ ହାହି ଏକ୍ସଅ ବଃର୍ସ୍ ଅୟିଲେକ୍ ସାୟ୍ପ୍ ହାୟ୍ଦ୍। 21 ଆର୍ ଲଃକ୍ମଃନ୍ ଗଃର୍ ବାନ୍ଦି ସେତି ବାସ୍ କଃର୍ତି ଆର୍ ଲଃକ୍ମଃନ୍ ଅଃଙ୍ଗୁର୍ବାଳ୍ ତିଆର୍ କଃରି ସେତିର୍ ହଃଳ୍ କାତି। 22 ସେମଃନ୍ ତିଆର୍ କଃଲେକ୍, ବିନ୍ କେଏ ସେତି ବାସ୍ କଃରିନଃକେର୍ତି; ସେମଃନ୍ ରିଲେକ୍, ବିନ୍ କେଏ ହେଁ ହଃଳ୍ ନଃକାତି; କାୟିତାକ୍ବଃଲେକ୍ ମର୍ ଲକ୍ମଃନାର୍ ଆୟ୍ସ୍ ଗଃଚାର୍ ଆୟ୍ସ୍ ହର୍ ଅୟ୍ଦ୍ ମୁଁୟ୍ କୁଦ୍ଲା ଲଃକ୍ମଃନ୍ ବେସିଦିନ୍ ହଃତେକ୍ ନିଜାର୍ ଆତେ କଃଲା କାମାର୍ ହଃଳ୍ ବଗ୍ କଃର୍ତି। 23 ସେମଃନ୍ ହଲ୍ୟା କଃସ୍ଟ ନଃକେର୍ତି, ସେମଃନାର୍ ହିଲାମଃନ୍ ବିଦି ହାଁୟ୍ ଜଲମ୍ ନଃଉତି; କାୟିତାକ୍ବଃଲେକ୍ ସେମଃନାର୍ ବଃଉଁସ୍ମଃନ୍ ମାପୁର୍ ଦିଲା ଆସିର୍ବାଦ୍ ହାଉତି। 24 ଆର୍ ଇରି ଗଃଟେଦ୍ ସେମଃନ୍ କୁଦ୍ତା ଆଗ୍ତୁ ମୁଁୟ୍ ଉତୁର୍ ଦଃୟ୍ନ୍ଦ୍ ଆର୍ ସେମଃନ୍ କଃଉଁ କଃଉଁ ମୁଁୟ୍ ସୁଣିନ୍ଦ୍। 25 ଗଃଦବାଗ୍ ଆର୍ ମେଣ୍ଡାହିଲା ମିସ୍ଣେ ଚଃର୍ତି, ଆର୍ ସିମାବାଗ୍ ଗରୁ ହର୍ ହିରି କାୟ୍ଦ୍; ଆର୍ ଦୁଳି ସାହ୍ କାତା କାଦି ଅୟ୍ଦ୍। ସେମଃନ୍ ମର୍ ପବିତ୍ର ହଃର୍ବାତେ କୁୟ୍ତି ହେଁ ରିସା କି ନାସ୍ ନଃକେର୍ତି।