1 ସେଦିନ୍ ତୁମି କଃଉଆସ୍, ଏ ମାପୁର୍, ମୁୟ୍ଁ ତକ୍ ଦନ୍ୟବାଦ୍ କଃରୁଲେ; କାୟତାକ୍ବଃଲେକ୍ ତୁୟ୍ ଅଃମିମଃନ୍କାର୍ ଉହ୍ରେ ରିସା ଅୟ୍ରିଲିସ୍, ଅଃବେ ତର୍ ରିସା ଅଃମାର୍ ଉହ୍ରେ ଦଃୟା ବିଚାର୍ କଃଲିସ୍ ଆର୍ ତୁୟ୍ ଅଃମିକେ ଲାଡ୍ କଃରୁଲିସ୍। 2 ଜେହବା ଅଃମାର୍ ଉଦାରକାରି; ମୁୟ୍ଁ ତାକେ ବିସ୍ୱାସ୍ କଃରିନ୍ଦ୍ ଆର୍ ତାକେ ଡିରି ନଃକେରୁମା; କାୟିତାକ୍ ବଃଲେକ୍ ଜିହବା ମାପୁର୍ ମଃର୍ ବଃଳ୍ ଆର୍ ଉଦାର୍କାରି ସେତାକ୍ ତାର୍ ଗୁଣ୍ ଗାଉଁଆଁ। 3 ଇତାର୍ଗିନେ ତୁମିମଃନ୍ ସଃର୍ଦାଅୟ୍ ମୁକ୍ତିର୍ କୁୟେଁ ଟାଣୁ ହାଣି କାଡାସ୍। 4 ଆରେକ୍, ସେଦିନ୍ ତୁମିମଃନ୍ କଃଉଆସ୍, "ମାପୁର୍କେ ଦନ୍ୟବାଦ୍ କଃରା, ତାର୍ ନାଉଁଏ ପାର୍ତାନା କଃରା, ସେ ଜୁଣ୍ କାମ୍ କଃରିଆଚେ ସେରି ଗସ୍ଟିମଃନାର୍ ବିତ୍ରେ ତାର୍ ନାଉଁୟେ ପର୍ର୍ଚାର୍ କଃରା, 5 ମାପୁର୍ ନାଉଁଏ ଗୁଣ୍ ଗାଉଁଆଁ; କାୟିତାକ୍ ବଃଲେକ୍ ସେ ବଃଡ୍ ଡାକ୍ହୁଟା କାମ୍ କଃରିଆଚେ; ସେ କାମାର୍ କବୁର୍ ହୁର୍ତିବି ସଃରା ଜାଣାହଃଳ। 6 ଏ ସିୟନ୍ ବାସିମଃନ୍, ତୁମି ଉଚ୍ଡାକ୍ କଃରି ସଃର୍ଦାର୍ ସଃବଦ୍ କଃରା; କାୟିତାକ୍ ବଃଲେକ୍ ସେ ଇସ୍ରାଏଲାର୍ ପବିତ୍ର ଇସ୍ୱର୍, ସଃବ୍କେ ଉଟ୍ୟା ସେ ତୁମିମଃନ୍କାର୍ ବିତ୍ରେ ଆଚେ।
Publicidade
Isaías 12
ଦନ୍ୟ ବାଦାର୍ ଗିତ୍
Veja também
Publicidade