1 ବାବିଲନ୍ ବିସୟାର୍ କବୁର୍, ଆମସାର୍ ହୟସି ଜିସାୟ୍ ଦର୍ସନ୍ ହାୟ୍ଲା। 2 ଇସ୍ୱର୍ କୟ୍ଲା, ଟଃଙ୍ଗ୍ରା ଡଙ୍ଗୁର୍ ଉହ୍ରେ ଜଃଜା ବାନ୍ଦା, ଆତ୍ ଲକ୍ମଃନ୍କେ ବଃଡ୍ ଡାକ୍ କଃରି କୁଦା, ଆତ୍ ଆଲାଉଆ, ସାସନ୍କାରିମଃନାର୍ ଦୁଆର୍ ବାଟ୍ ଅୟି ହୁରତ୍। 3 ମୁୟ୍ଁ ମର୍ ପବିତ୍ର ଲକମଃନ୍କେ ଆଦେସ୍ କଃରି ଆଚି, ହେଁ, ମୁୟ୍ଁ ମର୍ ରିସାର୍ ଦଃଣ୍ଡ୍ ଦେଉଁକ୍ ମଃର୍ ବିରମଃନ୍କେ ଏକ୍ଜୁଟ୍ କଃରିଆଚି ବଃଲେକ୍ ମୁୟ୍ଁ ଇ ଲକ୍ମଃନ୍କାର୍ ଗିନେ ସଃର୍ଦା କଃରିଆଚି। 4 ହର୍ବାତ୍ ଉହ୍ରେ ଉରାଟୁ ଅଃଉତା ଲକ୍ମଃନ୍କାର୍ ଉହ୍ରେ ଦିଆନ୍ କଃରା; ଇରି ବୁତେକ୍ ଲକ୍ ଉଲ୍ଗାଟ୍ ଅଃଉତା ଟଣ୍ଡ୍ ହର୍ ସୁଣାଜଃଉଁଲି। ବୁତେକ୍ ରାଇଜାର୍ ଲକ୍ ଗଟେ ତଃୟ୍ ରୁଣ୍ଡି ଆଚ୍ତି। ସଃୟ୍ନ୍ମଃନାର୍ ମୁଳିକା ମାପୁର୍ ଜୁଜ୍ କଃରୁକେ ତାର୍ ସଃୟ୍ନ୍ମଃନ୍କେ ଗଟେତଃୟ୍ ରୁଣ୍ଡୁକେ ଆଦେସ୍ ଦେୟ୍ ଆଚେ। 5 ସେମଃନ୍, ବଃଲେକ୍, ଇସ୍ୱର୍ ସଃୟ୍ନ୍ମଃନ୍ ଆର୍ ତାର୍ ରିସାର୍ ଅତ୍ୟାର୍ ସଃବୁ ଇ ଦେସ୍କେ ନାସ୍ କଃରୁକେ, ଦୁରି ଦେସ୍ ଟାଣୁ, ଅଃଗାସାର୍ ସଃନ୍ଦିୟେ ଟାଣୁ ଆସେଦ୍। 6 ଇସ୍ୱର୍ ଆସ୍ତା ଦିନ୍ ଚଃମେ ଅଃଉଁଲି; ସେ ଇରି ଗଃଟାଉଁକ୍ କଃରୁଲା, ସେତାକ୍ ତୁମିମଃନ୍ କାନ୍ଦାସ୍ ଆର୍ ଦୁକ୍ କଃରାସ୍, 7 ଇତାର୍ଗିନେ ଲକମଃନ୍ ସେମଃନ୍କାର୍ ସାସ୍ ଆରାଉତି ଆର୍ ଡିର୍ ଲକମଃନ୍କାର୍ ମଃନ୍କେ ଦୁର୍ବଳ୍ କଃରେଦ୍ 8 ଆରେକ୍, ସେମଃନ୍ ଡିରିଜାତି; ଦୁକା ଆର୍ ଦୁକ୍ ସେମଃନ୍କେ ଦଃରେଦ୍; ସେମଃନ୍ ହିଲା ଜଃଲମ୍ କଃର୍ତା ମାୟ୍ଜି ହର୍ କଃସ୍ଟ ହାଉତି; ସେମଃନ୍ ଏକ୍ଆରେକାର୍ ବିସୟେ କାବା ଅଃଉତି ସେମଃନ୍କାର୍ ମୁଉଁ ଜଃୟ୍ ଉଳାହର୍ ଅୟ୍ଦ୍। 9 ଜାଣା, ଦେସ୍ ବଃସମ୍ କଃରୁକ୍ ଆର୍ ସେତି ଟାଣୁ ହାହିମଃନ୍କେ ନାସ୍ କଃରୁକ୍ ଇସ୍ୱର୍ ଆସ୍ତା ଦିନ୍ ବୟଙ୍କାର୍ ଅୟ୍ଦ୍; ସେ ରିସା ଆର୍ ଅଃପର୍ବଳ୍ ରିସା ଅୟି ଆସୁଲା। 10 କାୟତାକ୍ବଃଲେକ୍ ଅଗାସାର୍ ତାରାମଃନ୍, ବେଳ୍ ଆର୍ ଜଃନ୍ ଉଜାଳ୍ ଦଃୟି ନଃକେର୍ର୍ତି; ବେଳ୍ ଉଦ୍ତା ବଃଳ୍ ଅଃନ୍ଦାର୍ ଅୟିଦ୍ ଆର୍ ଜଃନ୍ ହେଁ ତାର୍ ଉଜାଳ୍ ଦଃୟି ନଃକେରେ। 11 ଆରେକ୍, ଇସ୍ୱର୍ କଃଉଁଲା, ଜଃଗତାର୍ ହାହ୍ କାମାର୍ ଗିନେ ଆର୍ ଦୁସ୍ଟ ଲକମଃନ୍କାର୍ ଅଃଦ୍ର୍ମ୍ ଗିନେ ଦଃଣ୍ଡ୍ ଦେଉଁକ୍ ଆର୍ ଅଃକାରିମଃନାର୍ ଗଃର୍ବ୍ ବାଙ୍ଗିଦଃୟିନ୍ଦ୍,ଆର୍ ଦୁସ୍ଟ ଲକାର୍ ଗଃର୍ବ୍କେ ଲାଜ୍ କଃରାୟିନ୍ଦ୍। 12 ଇସ୍ୱର୍ କଃଉଁଲା ମୁଁୟ୍ ନିକ ସନା ହର୍ ମାନାୟିକେ ହୁର୍ତିବିୟେ, ଅପିରାର୍ ସୁଦ୍ ସନା ଟାଣୁ ଅଃଦିକ୍ ମଲ୍ କଃରିନ୍ଦ୍। 13 ଇତାର୍ଗିନେ ମୁଁୟ୍ ଅଃଗାସ୍ମଃଣ୍ଡଳ୍କେ ଦଃଲ୍କାୟ୍ନ୍ଦ୍, ଆରେକ୍ ସଃୟ୍ନ୍ମଃନ୍କାର୍ ଅଃଦିକାରି ଇସ୍ୱର୍ ରିସାୟ୍ ଆର୍ ତାର୍ ଅଃପର୍ବଳ୍ ରିସାୟ୍ ହୁର୍ତିବି ଗୁଚି କଃରି ନିଜାର୍ ଜଃଗା ଚାଡେଦ୍। 14 ସେତି ଇହର୍ ଗଃଟେଦ୍ ଜେ, ମାଡ୍ ଅୟ୍ଲା କଟ୍ରା ହର୍ ଆର୍ ଗଃଉଳିଆ ନୟଲା ମେଣ୍ଡା ହର୍ ଲଃକ୍ମଃନ୍ ନିଜାର୍ ନିଜାର୍ ଗସ୍ଟି ତଃୟ୍ ବାଉଳି ଜାତି, ଆର୍ ଜୁଣ୍ଲକ୍ ଦଃରାହଃଳେଦ୍ ସେମଃନ୍କେ କଃଣ୍ଡା ସଃଙ୍ଗ୍ ମାରାଜାୟିଦ୍। 15 ଜୁଣ୍ ଲକାର୍ ଟିକ୍ଣା ଜାଣା ଜାୟିଦ୍, ତାକେ ଅତ୍ୟାର୍ ସଃଙ୍ଗ୍ ବୁସା ଜାୟିଦ୍ ଆର୍ ଜୁଣ୍ ଲକେ ଦଃରା ଜାୟିଦ୍, ତାକେ କଃଣ୍ଡା ସଃଙ୍ଗ୍ ମାରାଜାୟିଦ୍। 16 ସେମଃନ୍କାର୍ ସାନ୍ ହିଲାମଃନ୍ ସେମଃନ୍କାର୍ ଆକିସାମ୍ନାୟ୍ ଚେଚିକଃରି ମାରିନ୍ଦ୍; ସେମଃନ୍କାର୍ ଗଃର୍ ଚରି ଅୟିଦ୍ ଆର୍ ସେମଃନ୍କାର୍ ଡକୁର୍ସିମଃନ୍କେ ଡେଣା ଦଃରା ଜାୟିଦ୍। 17 ଇସ୍ୱର୍ କଃଉଁଲା, ମୁଁୟ୍ ବାବିଲାର୍ ବିରୁଦେ ଜୁଜ୍ କଃରୁକ୍ ମାଦିୟ୍ମଃନ୍କେ ସିର୍ଜାୟ୍ନ୍ଦ୍, ସେମଃନ୍କେ ସନା କି ରୁହା ନଃଦେକ୍ତି ଆର୍ ସନା ହାୟ୍ଲେକ୍ ସଃଲ୍ମତ୍ ନଃଉତି। 18 ସେମଃନ୍କାର୍ ଦଃଣୁ ଦଃଙ୍ଗ୍ଳା ମାନାୟ୍ମଃନ୍କେ ଅଃତ୍ୟା କଃରେଦ୍ ଆର୍ ସେମଃନ୍କାର୍ ଆଙ୍ଗେ ରିଲା ହେଟାର୍ ହିଲାମଃନ୍କେ କାୟି ଦଃୟା ଦଃକାୟ୍ ନଃକେର୍ତି, ସାନ୍ହିଲାମଃନ୍କାର୍ ଉହ୍ରେ ସେମଃନ୍କାର୍ ଦଃୟା ଅୟି ନଃକେରେ। 19 ଆରେକ୍,ତାକାର୍ ରାୟିଜ୍ ସଃବୁ ରାୟିଜ୍ମଃନ୍କାର୍ ବିତ୍ରାର୍ ମାୟ୍ନ୍ କାରି ରିଲି: କଲ୍ଦିୟମଃନ୍କାର୍ ସୁନ୍ଦୁର୍ ରାୟ୍ଜ୍ ରିଲି ବାବିଲ୍, ସେରି ଇସ୍ୱରାର୍ ଦଃୟି ସଦମ୍ ଆର୍ ଗମ୍ରା ହର୍ ଅୟ୍ଦ୍। 20 ସେରି କଃବେ ହେଁ ବାସା କଃର୍ତା ଟାଣ୍ ଅୟ୍ନଃକେରେ, ଜୁଗ୍ ଜୁଗ୍ ହଃତେକ୍ ସେତି କେଏ ବାସା ନଃକେର୍ତି; ଆରବିୟ ଲଃକ୍ମଃନ୍ ସେଟାଣେ ତୁମ୍କୁଳ୍ୟା ହାଜି ବାସା ନଃଉଁତି, କି ମେଣ୍ଡା ଗଃଉଳିଆମଃନ୍ ନିଜାର୍ ନିଜାର୍ ମେଣ୍ଡା ସେଟାଣେ ସଳାୟ୍ନଃକେର୍ର୍ତି। 21 ମଃତର୍ ବଃନାର୍ ଗଃଦ୍ବାଗ୍ ସେଟାଣେ ସଃଉତି ଆର୍ ସେମଃନ୍କାର୍ ଗଃରେ ବଃନାର୍ ଜଃତୁମଃନ୍ ହୁର୍ନ୍ ଅୟି ବାସାକଃର୍ତି; କୁର୍ମା ଚେଳେ ସେଟାଣେ ବାସା କଃର୍ତି ଆର୍ ବଃନ୍ ଚେଳିମଃନ୍ ସେଟାଣେ ନାଚ୍କଃର୍ତି। 22 ଆରେକ୍, ଗଃଦ୍ବାଗ୍ ଆର୍ କଗ୍ମଃନ୍ ସେମଃନ୍କାର୍ ସୁନ୍ଦୁର୍ ମେଳ୍ଗଃର୍ ଟାଣେ ଉଲ୍ଗାଟ୍ ଅଃଉତି; ସେମଃନାର୍ ସଃମୟ୍ ବେସି ଚଃମେ ଆର୍ ତାର୍ ଦିନ୍ ବେସି ଦିନ୍ ଅୟ୍ନଃକେରେ।
Publicidade
Publicidade