1 ସର୍ସିଦନ୍ ବିସୟେ ବାବ୍ବାଣି କୟିଲାର୍। ଏ ତର୍ସିସାର୍ ଜାଜ୍ସଃବୁ, ତୁମିମଃନ୍ କାନ୍ଦାସ୍; କାୟିତାକ୍ ବଃଲେକ୍ ସେରି ଇହର୍ ନଃସ୍ଟ୍ ଅୟ୍ଗଃଲି, ସେ ବିତ୍ରେ କୁୟି ହେଁ ଗଃର୍ ନାୟ୍, କି ସେତି ହୁର୍ତା ବାଟ୍ ହେଁ ନାୟ୍; କିତିମ୍ ଦେସେ ହୁଣି ଇରି ସେମଃନ୍କାର୍ ଉହ୍ରେ ଜାଣାୟି ଦିଆଗଃଲି। 2 ଏ ଟାପୁୟେ ବାସିନ୍ଦାମଃନ୍, ତୁମିମଃନ୍ ଚିମ୍ରା ହଃଳା; ସଃମ୍ନ୍ଦ୍ ଲାଗି ଆସି ସିଦନ୍ ତଃୟିର୍ ବେପାରିମଃନ୍ ତୁମାର୍ ଦେସ୍କେ ହୁର୍ନ୍ କଃୟ୍ଲାୟ୍। 3 ଆରେକ୍, ସେ ହାଣି ଉହ୍ରେ ସିୟନାର୍ କାଦି ଆର୍ ନିଳି ଗାଡାର୍ ଚାସ୍ ତାର୍ ଲାବ୍ରିଲି; ଆରେକ୍, ସେରି ବିନ୍ବିନ୍ ଦେସାର୍ ଲକ୍ମଃନ୍କାର୍ ବେପାର୍ ଟାଣ୍ ରିଲି। 4 ଏ ସିଦନ୍, ତୁୟ୍ ଲାଜ୍ ହାଉସି, କାୟିତାକ୍ ବଃଲେକ୍ ସଃମୁନ୍ଦ୍ ଅଃଟୁଉଆ କଃରି ଇ କଃତା କଃୟ୍ଆଚେ, ଅଃମି ହିଲାହାଉତା ଦୁକା ବଗ୍ କଃର୍ତା ଲକ୍ ନଃଉଁ, ହିଲା ଜଃଲମ୍ ନଃକେରୁ, କି ଦଃଙ୍ଗ୍ଳିମଃନ୍କେ ହସିହାଳି ନଃକେରୁ। 5 ଇ କବୁର୍ ମିସର୍ ଦେସେ ହଃଚ୍ଲେକ୍, ଲକମଃନ୍ ସର୍ ଗଃଳ୍ ବିସୟାର୍ କବୁରେ ଅଃଦିକ୍ ଚଃମ୍କିଜାତି। 6 ତୁମିମଃନ୍ ସଃମୁନ୍ଦ୍ ଲାଙ୍ଗିକଃରି ତର୍ସିସ୍କେ ଜଃହା; ଏ ଟାପୁୟେ ବାସା କଃଲା ଲକମଃନ୍, ଦୁକ୍ ହାଉଆସ୍। 7 ଇରି କାୟି ତୁମିମଃନ୍କାର୍ ସଃର୍ଦାକଃର୍ତା ଗଃଳ୍? ଇରି ହୁର୍ବ କାଳେ ହେଁ ରିଲି; ଇତାର୍ ହାଦ୍ ଦୁରି ଦେସ୍ ଜଃଉଁକେ ଇତାକ୍ ନଃୟ୍ଗଃଲି। 8 ମୁକୁଟ୍ ବିକ୍ତା ଲକ୍ ସର୍ ଗଃଳାର୍ ବେପାରିମଃନ୍, ମାୟିନ୍କାରିଲକ୍ ଆର୍, ସେତିର୍ ମାଜନ୍ମଃନ୍ ହୁର୍ତିବିର୍; ତାର୍ ବିରୁଦେ କେଏ କୁଟ୍ କଃରିଆଚେ? 9 ସଃୟିନ୍ଅଃଦିକାରିର୍ ସଃଜ୍ସିଙ୍ଗାର୍କେ ଇସ୍ୱର୍ ହୁର୍ତିବିର୍ ସଃବୁ ଅଃକାରିମଃନ୍କାର୍ ଗଃର୍ବ୍କେ, ମାଜନ୍ମଃନ୍କାର୍ ଜଃଜ୍ମାନ୍ ବାଙ୍ଗୁକେ କୁଟ୍ କଃରି ଆଚେ। 10 ଏ ତର୍ସିସାର୍ ଟକିମଃନ୍, ତୁମି ନିଳ୍ଗାଡ୍ ହର୍ ବାଉଳି ଜଃହା ଆର୍ ନିଜାର୍ ଜଃମିୟେ ଚାସ୍ କଃରା, କାୟିତାକ୍ ବଃଲେକ୍ ତୁମିକେ କେଏ ବାଦା ଦେତାଲକ୍ କେନାୟି। 11 ଇସ୍ୱର୍ ସଃମୁନ୍ଦ୍ ଉହ୍ରେ ନିଜାର୍ ଆତ୍ ମେଲା କଃରିଆଚେ, ସେ ରାୟିଜ୍ ସଃବୁକେ ତଃରହଃର୍ କଃରିଆଚେ; ଇସ୍ୱର୍ କିଣାନାର୍ ଅଃଟୁଆ ମେଳ୍ମୁଣ୍ଡା ସଃବୁ ବାଙ୍ଗି ଦେଉଁକେ ତାର୍ ବିରୁଦେ ଆଦେସ୍ ଦଃୟ୍ଆଚେ। 12 ଆରେକ୍, ସେ କୟ୍ଲା ଏ ସିଦନାର୍ ବାଳତ୍ଟକିମଃନ୍, ତୁମି ଆର୍ ସଃର୍ଦା କଃରାନାୟ୍, ଅଃବେ ସଃମୁନ୍ଦ୍ ଲିଙ୍ଗି କିତିମ୍କେ ଜାହା; ସେଟାଣେ ହେଁ ତୁମିକେ ଆସ୍ର ନଃମିଳେ। 13 କଲଦିୟ୍ମଃନାର୍ ଦେସ୍କେ ଦଃକା; ଇ ଲକ୍ମଃନ୍ ଆର୍ ସେତି ନାୟ୍, ଅଃସୁରିଆମଃନ୍ ସେରିକ୍ ଜୁଜ୍କଃରି ତାର୍ ଚାରିବେଳ୍ତ୍ ସଃୟିନ୍ମଃନ୍ ଜାଗ୍ତା ମେଳ୍ମୁଣ୍ଡା ବଃନାୟ୍ ଆଚ୍ତି। ତାର୍ ସଃୟିନ୍ମଃନ୍ ସେ ସୁନ୍ଦୁର୍ ମେଳେ ହୁଣି ସଃବୁ ଜିନିସ୍ ଚରି ନଃୟ୍ଆଚ୍ତି। ବାବିଲ୍କେ କୁଳୁପ୍ନାସ୍ କଃରି ତାକେ ବଃନାର୍ ଗଃଦ୍ବାଗ୍ ମଃନ୍କାର୍ ବାସା ଟାଣ୍ କଃରି ଆଚ୍ତି। 14 ଏ ତର୍ସିସାର୍ ଜାଜ୍ସଃବୁ, ଦୁକ୍ କଃର୍ କାୟିତାକ୍ ବଃଲେକ୍ ତୁମିମଃନ୍କାର୍ ଅଃଟୁଆ ମେଳ୍ମୁଣ୍ଡା କୁଳୁପ୍ନାସ୍ ଅୟିଆଚେ। 15 ସେଦିନ୍ ଇ ହର୍ ଗଃଟେଦ୍ ଜେ, ଗଟେକେ ରଃଜାର୍ ଅଃଦିକାର୍ ସଃମୟାର୍ ହଃର୍କାରେ, ସତୁରି ବଃର୍ସ୍ ହଃତେକ୍ ବେସୁଆର୍ ଗିତ୍ ହଃର୍କାରେ ସର ଉହ୍ରେ ଗଃଟେଦ୍। 16 ଏ ବୁଲ୍ତି ରିଲା ବେସ୍ୟା, ସାର୍ଙ୍ଗି ତଃୟ୍ ନଃୟ୍ ବଃସ୍ତି ବଃସ୍ତି ବୁଲି ଲକମଃନ୍ ଜଃନ୍କଃରି ମଃନେ ଏତାଉତି, ସେତାକେ ମଦୁର୍ ତାଳ୍ ଦଃୟି ବାଜାଉ ଆର୍ ଅଃନେକ୍ ଗିତ୍ କଃଉ। 17 ଆରେକ୍ ସତୁରି ବଃର୍ସ୍ ହଃଚେ, ଇସ୍ୱର୍ ସର ବିସୟେ ମଃନେ ବିଚାର୍ କଃରେଦ୍, ଆରେକ୍ ସର ତାର୍ ଆଗାର୍ ବେପାର୍ କଃରେଦ୍, ଆରେକ୍, ହୁର୍ତିବିର୍ ସଃବୁ ରାୟିଜ୍ ସଃଙ୍ଗ୍ ଦାରିକାମ୍ କଃରେଦ୍। 18 ଆରେକ୍, ତାର୍ ବେପାର୍ ଆର୍ ବାଳା ମାପୁର୍ ଗିନେ ପବିତ୍ର ଅୟିଦ୍; ସେରି ବଃଣ୍ଡାରେ ରଃକାଜାୟ୍ ନଃକେରେ କି ଜଃମା କଃରି ରଃକା ଜାୟ୍ ନଃକେରେ; କାୟିତାକ୍ ବଃଲେକ୍ ଜେ ଇସ୍ୱରାର୍ ଚଃମେ ବାସ୍ କଃରେଦ୍, ସେମଃନ୍କାର୍ କାଦି ଜଃଜବଳି ଅୟିଦ୍ ଆର୍ ସଃବୁ ଦିନାର୍ ବଃସ୍ତର୍ ଗିନେ ତାର୍ ବେପାର୍ ଅୟିଦ୍।
Publicidade
Isaías 23
ସର୍ ସିଦନ ଉହ୍ରେ ବାବ୍ବାଣି
Veja também
Publicidade