1 ମର୍ ଲକ୍ମଃନ୍କେ ସୁସ୍ତା ଦିଆସ୍, ତୁମିମଃନାର୍ ଇସ୍ୱର୍ ଇରି କଃଉଁଲା। 2 କାୟିତାକ୍ବଃଲେକ୍ ଜିରୁସାଲମେ ହୁଣି ଗଟେକ୍ ବାକିଲକ୍ ଆର୍ ରଃକ୍ୟା ହାୟ୍ଲା ଲକ୍ ସିୟନ୍ ହଃର୍ବାତେ ହୁଣି ବାରାଉତି; ସଃୟ୍ନ୍ମୁଳିକା ଇସ୍ୱର୍ ଇରି ସାଦୁନ୍ କଃରେଦ୍। ମାର୍ ଲକ୍ମଃନ୍କେ ସାସ୍ ଦିଆସ୍, ଆର୍ ତାର୍ ଜୁଜ୍ ସେସ୍ ଅୟ୍ଲି, ତାର୍ ହାହ୍ କେମା ଅୟ୍ଲି, ସେ ଇସ୍ୱରାର୍ ଆତେ ହୁଣି ନିଜାର୍ ସଃବୁ ହାହାର୍ ଗିନେ ଦୁଇ ଗୁଣ୍ ହାୟ୍ଆଚେ ବଃଲି ତାର୍ହାକ୍ ପର୍ଚାର୍ କଃରା। 3 ଗଟେ ଲକାର୍ ଡାକ୍ ପର୍ଚାର୍ କଃରୁଲା, ତୁମିମଃନ୍ ମରୁବଃଟାୟ୍ ମାପୁର୍ ବାଟ୍ ତିଆର୍ କଃରା, ମରୁ ବଃଟାୟ୍ ଅଃମିମଃନାର୍ ଇସ୍ୱରାର୍ ଗିନେ ରଃଜାର୍ ବାଟ୍ ସଃଳ୍କ୍ କଃରା। 4 ସଃବୁ ଦଲ୍କାକେ ଉଚ୍କଃରା ଜାୟ୍ଦ୍, ହଃତି ହର୍ବାତ୍ ଆର୍ କୁହୁଲିମଃନ୍ ନିଚା କଃରାଜାୟ୍ଦ୍ ଆର୍ ବାଙ୍ଗ୍ଟାରି ସଃଳ୍କ୍ ସକଃରା ଜାୟ୍ଦ୍, ଆର୍ କାଲ୍ଟେଲ୍ ସଃମାନ୍ କଃରା ଜାୟ୍ଦ୍। 5 ଆର୍ ଇସ୍ୱରାର୍ ଜଃଜ୍ମାନ୍ ଦଃକାଜାୟ୍ଦ୍ ଆର୍ ସଃବୁ ମୟ୍ଚ୍ହୁର୍ ସେରି ଦଃକେଦ୍; କାୟିତାକ୍ ବଃଲେକ୍ ମାପୁର୍ ଟଣ୍ଡ୍ ସେରି କୟିଆଚେ। 6 ଗଟେଲକାର୍ ଟଣ୍ଡ୍ କଃଉଁଲି,ପର୍ଚାର୍କଃରା, ତଃବେ ଏକ୍ଲା କୟ୍ଲା, କାୟିରି ପର୍ଚାର୍ କଃରୁଆଁ? ମୟିଚ୍ହୁର୍ ରଃନ୍ ହର୍ ଆର୍ ତାର୍ ସଃବୁ ଜଃମିର୍ ହୁଲ୍ହର୍। 7 ରଃନ୍ ସୁକିଜାୟ୍ଦ୍; ହୁଲ୍ କମ୍ଞ୍ଜିଜାୟ୍ଦ୍; କାୟିତାକ୍ ବଃଲେକ୍ ତାର୍ ଉହ୍ରେ ଇସ୍ୱରାର୍ ହୁଣ୍ଡ୍ତା ହଃବନ୍ ଜାୟ୍ଦ୍ ବାୟ୍ଦ୍ରେ ଲଃକ୍ମଃନ୍ ରଃନ୍ହର୍। 8 ରଃନ୍ ସୁକିଜାୟ୍ଦ୍, ହୁଲ୍ କମ୍ଞ୍ଜି ଜାୟ୍ଦ୍; ମଃତର୍ ଅଃମିମଃନାର୍ ଇସ୍ୱରାର୍ ବାକ୍ୟ ଜୁଗେ ଜୁଗେ ରଃୟ୍ଦ୍। 9 ଏ ସିୟନ୍ ଚଃମେ ନିକକବୁର୍ ପର୍ଚାର୍ କଃର୍ତାଲକ୍, ତୁୟ୍ ଉଚ୍ ହଃର୍ବାତ୍କେ ଜାଆ; ଏ ଜିରୁସାଲେମ୍ ଜିରୁ ସାଲେମ୍ ଚଃମେ ନିକ କବୁର୍ ପର୍ଚାର୍କାରିଣି ତୁୟ୍ ବଃଳ୍ଦଃକାୟ୍ ଉଚ୍ସଃବଦ୍ କଃର୍, ଡିର୍ ନାୟ୍; ଜିଉଦାର୍ ବଃସ୍ତିମଃନ୍କେ କଃଉ, ଏ ଦଃକ୍, ତୁମିମଃନାର୍ ଇସ୍ୱର୍। 10 ଦକା ଜୁଗ୍ଜୁଗାର୍ ଇସ୍ୱର୍ ସଃକ୍ତିକାରି ହର୍ ଆସେଦ୍ ଆର୍ ତାର୍ ବାହୁ ତାର୍ ହାଁୟ୍ ରାଜ୍କଃରେଦ୍; ତାର୍ ସଃଙ୍ଗ୍ ତାର୍ ପୁରିସ୍କାର୍ ଆଚେ ଆର୍ ତାର୍ ଆଗେ ତାର୍ ହଃଳ୍ଆଚେ। 11 ସେ ମେଣ୍ଡା ଗଃଉଳିଆ ହର୍ ନିଜାର୍ ମଃନ୍ଦା ଚଃରାୟିଦ୍। ମେଣ୍ଡା ହିଲାମଃନ୍କେ ସେ ନିଜାର୍ ବାହୁ ଲଃଗେ ଗଟେ ତଃୟ୍ କଃରେଦ୍ ଆର୍ ଅଃହ୍ଣାର୍ କଳେ ସେମଃନ୍କେ ବଃୟ୍ ନଃୟିଦ୍ ଆର୍ ଦୁଦ୍ କାଳାଉତା ମାୟ୍ ଚେଳିମଃନ୍କେ ଦିରେ ଚାଲାୟ୍ଦ୍।
12 କେଏ ନିଜାର୍ ଆତେ ସଃମ୍ନ୍ଦ୍ ନାହିଆଚେ କି ନିଜାର୍ ବିତା ସଃଙ୍ଗ୍ ଅଃଗାସ୍ମଃଣ୍ଡଳ୍ ନାହିଆଚେ କି କପାୟ୍ ହୁର୍ତିବିର୍ ମାଟି ବଃରିଆଚେ, ହଃର୍ବାତ୍ମଃନ୍କେ ନିକ୍ତି ଲଃଗେ ତୁଳିଆଚେ କି? କୁହୁଲିମଃନ୍କେ ନାହ୍ତା ଡାଙ୍ଗ୍ ନାୟି ଆଚେ କି? 13 ଇସ୍ୱରାର୍ ଆତ୍ମାକେ କେଏ ଆଦେସ୍ ଦିଲାଆଚେ କି? କେଏ ଇସ୍ୱର୍କେ ସିକ୍ୟା ଦଃୟି ଆଚେ କି? 14 ସେ କାର୍ ସଃଙ୍ଗ୍ କଃତାବାର୍ତା କଃଲା, କେଏ ତାକେ ସିକ୍ୟା ଦିଲା ଆର୍ ବିଚାର୍ବାଟ୍ ତାକେ କେଏ ସିକାୟ୍ଲା ଆର୍ ଗିଆନ୍ ସିକ୍ୟାଦିଲା ଆର୍ ବାବ୍ନା ବାଟ୍ ତାକେ ଦଃକାୟ୍ଲା? 15 ଦଃକା ଗସ୍ଟିମଃନ୍ ଡକାର୍ ହାଣି ତିହ୍ଡ଼ା ହର୍ ଆର୍ ନିକ୍ତିର୍ ଦୁଳିହର୍ ଗଃଣିତା ଅଃଉତି; ଦଃକା ସେ ଟାପୁମଃନ୍କେ ବେସି ସାନ୍ ଜିନିସ୍ ହର୍ ଟେକେଦ୍। 16 ଆର୍ ଲିବାନନ୍ ବଃନାର୍ ଦାରୁ ଜୟ୍ ଲାଗାଉତା ଗିନେ ଆର୍ ସେତିର୍ ଜିବ୍ଜଃତୁ ହମ୍ହୁଜାର୍ ଗିନେ ଅକେଟ୍ ଅୟିଦ୍। 17 ସଃବୁ ଦେସ୍ବାସି ତାର୍ ତଃୟ୍ ମଃଲ୍ନାୟ୍ଲାର୍; ସେମଃନ୍ ତର୍ ତଃୟ୍ କିଚିନାୟ୍। 18 ତଃବେ ତୁମିମଃନ୍ ଇସ୍ୱର୍କେ କାର୍ ସଂଙ୍ଗ୍ ତୁଳ୍ନା କଃରାସ୍? କି କୁୟି ମୁର୍ତିକେ ତାର୍ହର୍ କଃରାସ୍? 19 ମୁର୍ତି ହାଜୁ ମୁର୍ତିକେ ଚଃଚେ ଡାଳେଦ୍ ଆର୍ ସନେରି ସେରି ବାନା କାଚେଦ୍, ଆର୍ ସେତାର୍ ଗିନେ ରୁହାର୍ ସିକ୍ଳି ହାଜେଦ୍। 20 ଜୁୟ୍ଲକ୍ ଇରଃକମ୍ ଇନାମ୍ ହାଁୟ୍ ବେସି ଦରିଦ୍ର, ସେ ଅଃଟୁଆ କାଟ୍କେ ବାଚେଦ୍, ସେ ଅଃଟୁଆ କଦିକଃରି ତିଆର୍ କଃରୁକେ ଗଟେକ୍ ସିକ୍ଲା ଲକେ ତିଆର୍କଃରୁକେ କଜେଦ୍। 21 ତୁମିମଃନ୍ କି ଜାଣି ନଃକେରାସ୍? ତୁମିମଃନ୍କି ସୁଣି ନଃକେରାସ୍? ଆରୁମେ ହୁଣି ତୁମିକେ ଜାଣାୟି ଦିଆଜାୟ୍ନଃକେରେ? ହୁର୍ତିବିର୍ କୁନାଦି ଆରୁମେହୁଣି ତୁମିମଃନ୍ ବୁଜି ନଃକେରାସ୍? 22 ଜେ ତାର୍ ସିଙ୍ଗାସଣେ ବଃସି ଆଚେ ଆର୍ ସେରି କଃଲାର୍ ହୁର୍ତି ଉହ୍ରେ ଆର୍ ଅଃଗାସ୍ ଉହ୍ରେ ଲଃକ୍ମଃନ୍ ତଃଳେ ଚିଟ୍କା ହର୍, ସେ ହଃଚ୍ୟା ହର୍ ଅଃଗାସ୍ମଃଣ୍ଡଳ୍ ଅସାର୍ କଃରେଦ୍ ଆର୍ ତୁମ୍ହର୍ ସେତି ବାସା କଃରୁକେ ଅୟ୍ଦ୍। 23 ସେ ଜଃମି ମାଲିକ୍ମଃନ୍କେ ତଃଳେ ହଃକାୟିଦ୍ ଆର୍ ହୁର୍ତିବିର୍ ବିଚାର୍କଃରୁମଃନ୍କେ ଲଳାକ୍ ନାୟ୍ଲା କଃରେଦ୍। 24 ହେଁ ସେମଃନ୍ ରହ୍ଲାର୍ ନୟ୍; ହେଁ ସେମଃନ୍ ବୁଣ୍ଲାର୍ ନୟ୍; ହେଁ ସେମଃନାର୍ ଚେର୍ ବୁୟେଁ ହୁରି ନଃକେରେ, ଆର୍ ସେ ସେମଃନାର୍ ଉହ୍ରେ ହୁକେଦ୍, ସେତାକ୍ ସେମଃନ୍ ସୁକିଜାତି ଆର୍ ବଃତାସ୍ ବାଉ ଜାଟି ମାଟି ହର୍ ସେମଃନ୍କେ ଉଡାୟ୍ନଃୟ୍ଦ୍। 25 ସେତାକେ ସେ ଦଃର୍ମି ଇସ୍ୱର୍ କଃଉଁଲା; ମୁୟ୍ କାର୍ ସଃମାନ୍ ଅଃଉଁ ହାରି, ଇ ହର୍ କାର୍ ସଃଙ୍ଗ୍ ତୁମିମଃନ୍ ମକେ ତୁଳ୍ନା କଃରାସ୍? 26 ଅଃକାସ୍କେ ଦଃକା ତୁମି ଜୁୟି ତାରାମଃନ୍ ଦଃକୁଲାସ୍ କେଏ ଉବ୍ଜାଣ୍ କଃରି ଆଚେ, ସେ ସଃବୁ ତାରାମଃନାର୍ ବିତ୍ରେ ଗଟେକ୍ ଗଟେକ୍କଃରି ବାର୍କଃରି ଆଣେଦ୍ ସଃବ୍କେ ସେ ନାଉଦଃରି କୁଦେଦ୍, ତାର୍ ବେସି ସଃକ୍ତି ଆଚେ ଆର୍ ସେ ସଃକ୍ତିୟେ ଗଟେକ୍ ହେଁ ଲୁକିନଃରେୟ୍। 27 ଅଃମାର୍ ବାଟ୍ ଇସ୍ୱର୍ ଆକାୟ୍ ଗୁପ୍ତ ଆର୍ ଅଃମାର୍ ବିଚାର୍ ଇସ୍ୱରାର୍ ଗିଆନାର୍ ଆସିଆଚେ, ଏ ଜାକୁବ, ତୁୟ୍ କାୟିତାକ୍ ଇରି କଃଉଁଲିସ୍, ଏ ଇସ୍ରାଏଲ୍ ତୁୟ୍ କାୟିତାକ୍ ଇରି କଃଉଁଲିସ୍? 28 ତୁୟିକି ନଃଜାଣ୍ସି? ତୁୟ୍କି ନଃସୁଣ୍ସି? ହୁର୍ତିବିର୍ ସେସ୍ ହଃତେକ୍ ଉବ୍ଜାଣ୍କାରି ଜୁଗ୍ଜୁଗାର୍ ଇସ୍ୱର୍ ତାକିନଃକେରେ, କି ବିସାୟ୍ ନଃକେରେ ତାର୍ ବୁଦି ବିସୟ୍ ଜାଣିନୟ୍। 29 ସେ ତାକ୍ଲା ଲକେ ସଃକ୍ତି ଦଃୟ୍ଦ୍ ଆର୍ ବଃଳ୍ନୟ୍ଲା ଲକେ ବଃଳ୍ ଜାଗାୟ୍ଦ୍। 30 ବେଣ୍ଡିଆମଃନ୍ ହେଁ ବାୟିଦ୍ରେ ତାକ୍ତି ଆର୍ ଦଃଙ୍ଗ୍ଳାମଃନ୍ ଜଟିଆୟ୍ ଅୟି ଅଦୁର୍ତି। 31 ମଃତର୍ ଜୁୟ୍ମଃନ୍ ଇସ୍ୱର୍କେ କଜ୍ତି ସେମଃନ୍ ନଃଉଆ ନଃଉଆ ବଃଳ୍ହାଉତି; ସେମଃନ୍ ବିରା ଚେଳେ ହର୍ ଡେଣାୟ୍ ଉହ୍ରେ ଉଟ୍ତି; ସେମଃନ୍ ତାକି ନଃକେରି ଦଃବୁଳ୍ତି, ସେମଃନ୍ ତାକିନଃକେରି ଇଣ୍ଡ୍ତି।