1 ଏ ସିୟନ୍ ଉଟ୍, ଉଟ୍ ନିଜାର୍ ବଃଳ୍ଦଃକାଉ; ଏ ପବିତ୍ର ଗଃଳ୍ ଜିରୁସାଲେମ୍, ତୁୟ୍ ନିଜାର୍ ବଃସ୍ତର୍ ହିନ୍ଦ୍; କାୟିତାକ୍ ବଃଲେକ୍ ଆଜି ହୁଣି ତର୍ହାକ୍ ଅସୁନତ୍ କି ବିଟାଳ୍ଲକ୍ ଆରେକ୍ ନାସେ। 2 ତୁମି ନିଜାର୍ ଗଃଗାଳାର୍ ଦୁଳି ଜାଡ଼ିଦିଆସ୍; ଏ ଜିରୁସାଲେମ୍ ଉଟ୍, ହିଳାହାଟାୟ୍ ବଃସ୍; ଏଗା ସିୟନାର୍ କଃୟ୍ଦି କଃନ୍ୟା ନିଜାର୍ ଗଃଳାର୍ ସିକ୍ଡ଼ି ସଃବୁ ଇଟାୟ୍ହଃକାଉ। 3 କୟିତାକ୍ବଃଲେକ୍ ଇସ୍ୱର୍ ଇ କଃତା କଃଉଁଲା ତୁମିମଃନ୍ ବିନାମଲେ ବିକ୍ରି ଜାୟ୍ରିଲାସ୍; ଆର୍ ବିନା ମଲେ ମୁକ୍ତି କଃରା ଜାୟ୍ଦ୍। 4 କାୟିତାକ୍ବଃଲେକ୍ ଇସ୍ୱର୍ ଇ କଃତା କଃଉଁଲା ଅଃମାର୍ ଲକ୍ମଃନ୍ ହଃର୍ତୁ ହଃର୍ବାସି ଅଃଉଁକେ ମିସର୍କେ ଗଃଲାୟ୍; ଆର୍ ଅଃସୁରିଆ ବିନାକାରଣେ ସେମଃନ୍କେ ସାଦ୍ଲା। 5 ଇତାକେ ଇସ୍ୱର୍ କଃଉଁଲା, ଅଃମାର୍ ଲକ୍ମଃନ୍କେ ବିନା କାରଣେ ନେଉଁଲାୟ୍, ଅଃମି ଇତି ରଃୟ୍ କାୟ୍କଃରୁଲୁ? ଇସ୍ୱର୍ କଃଉଁଲା ସେମଃନାର୍ ଉହ୍ରେ ରାଜ୍ କଃରୁମଃନ୍ ଗଃର୍ଜାଣ୍ କଃରୁଲାୟ୍ ଆର୍ ଅଃମାର୍ ନାଉ ଦିନ୍ଜାକ ଲିନ୍ଦା ହାଉଁଲି। 6 ଇତାକେ ଅଃମାର୍ ଲଃକ୍ମଃନ୍ ଅଃମାର୍ ନାଉ ଜାଣ୍ତି; ଇତାକେ ଜେ କଃତା କଃଉଁଲା, ସେ ଜେ ମୁଁୟ୍ ହଃକା ଇରି ସେମଃନ୍ ସେଦିନ୍ ଜାଣ୍ତି; ଦଃକା ସେ ମୁଁୟ୍। 7 ଜୁୟ୍ଲକ୍ ନିକ କବୁର୍ ଆଣୁଲା ଜେ ସୁସ୍ତା ପର୍ଚାର୍ କଃରୁଲା; ଜେ ସିୟନ୍କେ ତୁମାର୍ ଇସ୍ୱରାର୍ ରାୟ୍ଜ୍ କଃରେଦ୍ ବଃଲି କଃଉଁଲା,ତାର୍ ହାଦ୍ ହର୍ବାତ୍ ଉହ୍ରେ କଃତେକ୍ ସବା ହାୟ୍ଦ୍। 8 ହାଦେ ତୁମାର୍ ସଃୟ୍ନ୍ମଃନାର୍ ସଃବଦ୍; ସେମଃନ୍ ଉଚ୍ ସଃବଦ୍ କଃରୁଲାୟ୍, ସେମଃନ୍ ଏକ୍ ଅୟି ଗିତ୍ କଃଉଁଲାୟ୍; କୟିତାକ୍ବଃଲେକ୍ ଇସ୍ୱର୍ ସିୟନ୍କେ ବାଉଡ଼ି ଆସ୍ତାବଃଳ୍ ସେମଃନ୍ ମୁକାମୁକି ଅୟି ଦଃକ୍ତି। 9 ଏ ଜିରୁ ସାଲେମାର୍ ଉଚ୍ ଟାଣେମଃନ୍, ଉଚ୍ସଃର୍ଦା ସଃବଦ୍କଃରା, ଅଃକା ସଃଙ୍ଗ୍ ଗିତ୍ କଃଉଆ; କାଇତାକ୍ବଃଲେକ୍ ଇସ୍ୱର୍ ନିଜାର୍ ଲକ୍ମଃନ୍କେ ସୁସ୍ତା ଦେୟ୍ଆଚେ, ସେ ଜିରୁ ସାଲେମ୍କେ ରଃକ୍ୟା କଃରିଆଚେ। 10 ଇସ୍ୱର୍ ସଃବୁ ଦେସାର୍ ଲକ୍ମଃନାର୍ ଆକାୟ୍ ନିଜାର୍ ନିର୍ମୁଳ୍ ଆତ୍ ଆଡୁକା କଃରିଆଚେ ଆର୍ ହୁର୍ତିବିର୍ ହୁର୍ବାର୍ ସେସାର୍ ସଃବୁ ଲକ୍ ଅଃମିମଃନାର୍ ଇସ୍ୱରାର୍ ମୁକ୍ତି ଦଃକ୍ତି। 11 ତୁମିମଃନ୍ ବାଉଡ଼ି ଜାହା, ସେ ଟାଣେ ହୁଣି ବାରୟ୍ଜାହା, କାୟିହେଁ ବିଟାଳ୍ ଜିନିସ୍ ଚିଉଆ ନାୟ୍; ତୁମିମଃନ୍ ତାର୍ ତଃୟ୍ହୁଣି ବାରୟ୍ ଜଃହା, ମାପୁର୍ ମନ୍ଦିରେ ଅଃଙ୍ଗୁର୍ ରଃସ୍ ସୁର୍ତା କପା ଦଃରୁମଃନ୍ ତୁମିମଃନ୍ ନିର୍ମୁଳ୍ ଅଃଉଆ। 12 କାୟିତାକ୍ ବଃଲେକ୍ ତଃରହଃର ଅୟି ବାରୟ୍ ଜାହା ନାୟ୍, କି ତୁମିମଃନ୍ ହଃଳାୟ୍ ଜାହା ନାୟ୍ କାୟିତାକ୍ବଃଲେକ୍ ଇସ୍ୱର୍ ତୁମାର୍ ଆଗେ ଆଗେ ଇଣ୍ଡେଦ୍ ଆର୍ ଇସ୍ରାଏଲାର୍ ଇସ୍ୱର୍ ତୁମିମଃନାର୍ ହଃଚେ ହଃଚେ ରଃୟ୍ଦ୍।
13 ଦଃକା ମର୍ଦାସ୍ ନିକ ବିଚାର୍ କଃରି ବେବାର୍ କଃରେଦ୍, ସେ ସଃବ୍କେ ଉଟ୍ୟା, ଉଚ୍ ହଃଦ୍ ହାୟ୍ଲାର୍ ଆର୍ ଜଃଜ୍ମାନାର୍ ଅୟ୍ଦ୍। 14 ମାନାୟ୍ତଃୟ୍ ହୁଣି ତାର୍ ରୁହାର୍ ମାନାୟ୍ ହିଲାମଃନାର୍ ରୁହ୍ ଜଃନ୍କଃରି ଅଃଦିକ୍ ବେସିବଃର୍ନ୍ ଅୟ୍ଲାକେ ଅଃନେକ୍ ଲକ୍ ଚଃମ୍କି ଜାୟ୍ରିଲାୟ୍ 15 ସେ ହର୍ ସେ ଅଃନେକ୍ ଦେସାର୍ ଲକ୍କେ ଚିଚେଦ୍; ରଃଜାମଃନ୍ ତାର୍ ଚଃମେ ନିଜାର୍ ନିଜାର୍ ମୁଁ ବଃନ୍ଦ୍କଃର୍ତି; କାୟିତାକ୍ବଃଲେକ୍ ଜାୟ୍ରି ସେମଃନ୍କେ କଃଉଆ ଜାୟ୍ ନଃରିଲି, ସେରି ସେମଃନ୍ ଦଃକ୍ତି, ଆର୍ ଜାୟ୍ରି ସେମଃନ୍ ସୁଣି ନଃରିଲାୟ୍ ସେରି ବୁଜ୍ତି।