1 ଜାକେ ମୁୟିଁ ଦଃରି ରଃକିନ୍ଦ୍ ଇହର୍ ମର୍ ଦାସ୍କେ, ଜାର୍ତଃୟ୍ ମର୍ ମଃନ୍ସଃଲ୍ମତ୍, ଅଃନ୍କା ମର୍ ବାଚ୍ଲାର୍ ଲକେ ଦଃକା; ମୁୟ୍ ତାର୍ଉହ୍ରେ ମର୍ ଆତ୍ମା ତାହୁନ୍ କଃରି ଆଚି; ସେ ବିନ୍ ଦେସାର୍ ଲକେ ନିଆୟିବିଚାର୍ ଆଣେଦ୍। 2 ସେ ବେଲ୍କି କି ଉଚ୍ ସଃବଦ୍ ନଃକେରେ, କି ରାଜ୍ବାଟେ ନିଜାର୍ ଡାକ୍ନଃସୁଣାୟ୍। 3 ସେ ବଃରୁଆ ବୁଟାର୍ ନଃଳା ନଃବାଙ୍ଗେ କି ଜଃୟ୍ କଃଚ୍ତା ସଃଳିତା ନଃଲିବାୟ୍; ସେ ସଃତେ ନ୍ୟାୟ୍ବିଚାର୍ କଃରେଦ୍। 4 ସେ ହୁର୍ତିବିୟେ ନ୍ୟାୟି ବିଚାର୍ ତାହୁନ୍କଃର୍ତା ହଃତେକ୍ ବାଙ୍ଗିନଃହେଳେ କି ଚିମ୍ରା ନୟ୍; ଆର୍ ଟାପୁୟେ ରିଲା ଲକମଃନ୍ ତାର୍ ବିଦିକେ ଜାଗ୍ତି। 5 ଜେ ଅଃଗାସ୍ ମଃଣ୍ଡଳ୍ ଉବ୍ଜାୟ୍ ଅସାର୍ କଃଲା; ଜେ ବୁୟ୍ଁ ତଃଳାର୍ ଆର୍ ସେତି ଉବ୍ଜି ଆଚେ ସେରି ଅଚାୟ୍ ଅୟ୍ଲାର୍; ଜେ ସେ ଉହ୍ରେ ସଃବୁ ଲକ୍ମଃନ୍କେ ହୁଣ୍ଡ୍ତାର୍ ଦଃୟ୍ଆଚେ ଆର୍ ସେତି ଜାଆ ଆସ୍ କଃର୍ତାର୍ମଃନ୍କେ ଜିବନ୍ ଦଃୟ୍ଦ୍, ସେ ଇସ୍ୱର୍ ଇ କଃତା କଃଉଁଲା। 6 ମୁଁୟ୍ ଜୁଗ୍ଜୁଗାର୍ ଇସ୍ୱର୍ ଦଃର୍ମେ ବାଚିଆଚି, ତର୍ ଆତେଦଃରି ତକେ ରଃକ୍ୟା କଃରିନ୍ଦ୍, ଆର୍ କାଣାମଃନାର୍ ଆକି ଦଃକାଉଁକେ, କଃୟ୍ଦିମଃନ୍କେ ଜଃୟ୍ଲେ ହୁଣି ଆର୍ ଅଃନ୍ଦାରେ ବଃସିରିଲା ଲକେ ଜଃୟିଲ୍ ଗଃରେ ହୁଣି ବାର୍କଃରି ଆଣୁକେ, 7 ମୁୟିଁ ତୁମିକେ ଲକ୍ମଃନାର୍ ନିୟମ୍ ହର୍ ଆର୍ ସଃବୁ ଦେସାର୍ ଲକେ ଉଜାଳ୍ହର୍ କଃରି ବାଚିନ୍ଦ୍। 8 ମୁୟିଁ ଇସ୍ୱର୍; ଇରି ମର୍ ନାଉ; ମୁୟିଁ ନିଜାର୍ ଜଃଜ୍ମାନ୍ ବିନ୍ଲକେ କି ନିଜାର୍ ମାୟିନ୍ ତିଆର୍କଃଲା ମୁର୍ତିକେ ଦେୟ୍ ନଃକେରି। 9 ଦଃକ୍ ଆରୁମାର୍ ବିସୟ୍ମଃନ୍ ସିଦ୍ ଅୟ୍ଲି, ଆର୍ ମୁୟି ନଃଉଆ ବିସୟ୍ମଃନ୍ ଜାଣାୟ୍ନ୍ଦ୍; ସେରି ଗଃଜା ଅଃଉତା ହୁର୍ବେ ସେ ବିସୟ୍ ମୁୟି ତୁମିମଃନ୍କେ ଜାଣାୟ୍ନ୍ଦ୍।
10 ଏ ସଃମ୍ନ୍ଦେ ଜାତା ଲକ୍ ଆର୍ ସଃମୁନ୍ଦ୍ ବିତ୍ରେ ରିଲା ସଃବୁ ଲକ୍, ଏ ଟାପୁମଃନ୍ ଆର୍ ସେତି ବାସ୍କଃରୁମଃନ୍, ତୁମି ସଃବୁ ଲକ୍ ମାପୁର୍ ଇସ୍ୱରାର୍ ମାୟିନ୍ ଗିତ୍ ଆର୍ ହୁର୍ତିବି ସେସେ ହୁଣି ତାର୍ ଗୁଣ୍ଗିତ୍ କଃଉଆ। 11 ସଃନ୍ଦିୟେ ଆର୍ ସେତିର୍ ଗଃଳ୍ମଃନ୍, କେଦାରାର୍ ବଃସ୍ତିମଃନ୍ ଗାଉଁମଃନ୍ ନିଜାର୍ ସଃବଦ୍ ବେସି କଃରତ୍; ସେଲା ବଃସ୍ତିୟେ ବାସ୍କଃରୁମଃନ୍ ଗିତ୍ କଃଉଅତ୍ ହର୍ବାତ୍ ଟିହେହୁଣି ବଃଡେ ସଃର୍ଦାୟ୍ ସଃବଦ୍ କଃରତ୍। 12 ସେମଃନ୍ ଇସ୍ୱର୍କେ ଜଃଜ୍ମାନ୍ କଃରତ୍ ଆର୍ ଟାପୁମଃନ୍ ତଃୟ୍ ତାର୍ ଗୁଣ୍ କଃଉଅତ୍। 13 ଇସ୍ୱର୍ ବିର ହର୍ ଆସେଦ୍; ସେ ଜଦା ହର୍ ସେ ଜୁଜ୍କଃରୁକେ ଜଃଗ୍ରାତ୍ ଆଚେ; ସେ ଉଚ୍ ସଃବଦ୍ କଃରେଦ୍, ହେଁ ସେ ମହା ସଃବଦ୍ କଃରେଦ୍; ସେ ନିଜାର୍ ସଃତ୍ରୁମଃନାର୍ ବିରୁଦେ ବିର ହାଣ୍ ଦଃକାୟିଦ୍।
14 ମୁଁୟ୍ ବେସିଦିନ୍ ହୁଣି ଚିମ୍ରା ଅୟିଆଚି, ମୁଁୟ୍ ତିର୍ ଅୟ୍ଆଚି, ଅଃବେ ମୁଁୟ୍ ହିଲାଜଃଲମ୍ କଃର୍ତା ମାୟିଜି ହର୍ ଡାକ୍ଚାଡିନ୍ଦ୍, ମୁଁୟ୍ ଅଃକାବଃଳ୍ ହୁଣ୍ଡାଣ୍ ଚାଡି ରିସାଅୟିନ୍ଦ୍ 15 ମୁୟ୍ ହର୍ବାତ୍ ଆର୍ କୁହୁଲିମଃନ୍କେ କୁରୁପ୍ନାସ୍ କଃରିନ୍ଦ୍ ଆର୍ ସେତିରିଲା ରଃନ୍ମଃନ୍ ସୁକାୟ୍ନ୍ଦ୍; ଆର୍ ମୁୟ୍ ଗାଡ୍ନାଳ୍କେ ଟାପୁ ଆର୍ ହାଣି ବଃନ୍ଦ୍କେ ସୁକାୟ୍ନ୍ଦ୍। 16 ଆର୍ କାଣାମଃନ୍କେ ସେମଃନାର୍ ନଃଜାଣ୍ଲା ବାଟ୍ଦଃୟ୍ ଆଣିନ୍ଦ୍; ଜୁୟ୍ବାଟ୍ ସେମଃନ୍ ନଃଜାଣ୍ତି, ସେ ସଃବୁ ବାଟେ ସେମଃନ୍କେ କାଡାୟ୍ନ୍ଦ୍; ମୁୟ୍ ସେମଃନାର୍ ମୁଆଟି ରାତିକେ ଉଜାଳ୍ ଆର୍ ବାଙ୍ଗ୍ଟା ସଃବୁକେ ସଃଳ୍କ୍ କଃରିନ୍ଦ୍। ଇ ସଃବୁ କାମ୍ ମୁୟ୍ କଃରିନ୍ଦ୍ ସେମଃନ୍କେ ଚାଡିନଃକେରି। 17 ଜୁୟ୍ମଃନ୍ ଆତେ ଗଃଳ୍ଲା ମୁର୍ତିକେ ଆସ୍ରକଃର୍ତି ଆର୍ ଚଃଚେ ହାଜ୍ଲା ମୁର୍ତିମଃନ୍ ଅଃମାର୍ ଇସ୍ୱର୍ ବଃଲି କଃଉଁଲାୟ୍ ସେମଃନ୍ ନଃଚ୍ତି ଆର୍ ବେସି ଲାଜ୍ହାଉତି।
18 ଏ ବଃୟ୍ରାମଃନ୍, ସୁଣା ଏ କାଣାମଃନ୍ ସୁଣା, ତୁମିମଃନ୍ ଦଃକୁକେ ମୁଁ ବୁଲାଆ। 19 ମର୍ ଦାସ୍କେ ଚାଡି ଆର୍ କେଏ କାଣା ଆଚେ? କି ମର୍ ହଃଟାୟ୍ଲା କବୁର୍କାରିଆ କେଏ? ମର୍ସଃଙ୍ଗ୍ ମିସି ରିଲା ଲକ୍ହର୍ କାଣା ଆର୍ ଇସ୍ୱର୍ ମାପୁରାର୍ ଦାସ୍ ହର୍ କାଣା କେଏ? 20 ତୁମି ଅଃନେକ୍ ବିସୟ୍ ଦଃକୁଲାସ୍, ମଃତର୍ ମଃନ୍ ନଃଦେଉଁଲାସ୍ ତାର୍ କାନ୍ ମେଲାଆଚେ, ମଃତର୍ ସେ ନଃସୁଣୁଲା। 21 ଇସ୍ୱର୍ ନିଜାର୍ ଦଃର୍ମି ଗିନେ ବିଦିକେ ବଃଡ୍ ଆର୍ ମାୟ୍ନ୍ କଃରୁକେ ମଃନ୍କଃଲା। 22 ମଃତର୍ ଇ ଲଃକ୍ମଃନ୍ ନିଜେ ଚରି ଅୟି ଦଃରାହଃଳି ଆଚ୍ତି; ସେ ସଃବୁଲକ୍ କାଲେ ହାନ୍ଦାୟ୍ ହଃଳିଆଚ୍ତି ଆର୍ ଜଃୟ୍ଲେ ଆଚ୍ତି, ମୁକ୍ତି କଃରୁକେ କେଏ ନାୟ୍; ସେମଃନ୍ ଚରି ଅୟ୍ଆଚ୍ତି ବାଉଳାୟ୍ଦିଆ ବଃଲି କଃଉଁକେ କେଏ ନାୟ୍। 23 ଇ କଃତାୟ୍ ଜେ କାନ୍ଦଃୟ୍ଦ୍ ଆର୍ ସୁଣି ଆସୁଲା କାଳାର୍ ଗିନେ ମଃନ୍ଦଃୟ୍ଦ୍, ତୁମାର୍ ବିତ୍ରେ ଅଃନ୍କା ଲକ୍ କେଏ ଆଚେ? 24 ଚର୍ମଃନାର୍ ଆଚେ କେଏ ଇସ୍ରାଏଲ୍ ମଃନ୍କେ ଦିଲା? ସେ ଇସ୍ୱର୍ ସେ ନିଜେ ଅଃମି ଜାର୍ ବିରୁଦେ ହାହ୍ କଃଲୁ; ଅଃମି ସେ ଇଚା କଃଲା ହଃର୍କାରେ ରେଉଁନଃଚ୍ଲୁ ଆର୍ ସିକୁ ନଃଚ୍ଲୁ ସେ ସିକ୍ୟା ଦିଲା। 25 ଇତାକେ ସେ ତାର୍ଉହ୍ରେ ନିଜାର୍ ରିସା ଆର୍ ଜୁଜ୍ଡାଳ୍ଲା; ସେତାକେ ଚାରିବାଟ୍ ଜୟ୍ଲାଗିଗଃଲି, ମଃତର୍ ସେ ଜାଣୁ ନାହାର୍ଲା; ଆର୍ ଜୟ୍ ତାକେ ହଡାୟ୍ଲି, ଅୟିଲେକ୍ ହେଁ ସେମଃନ୍ ନଃଦିଲା।