1 ଇଦମେ ହୁଣି, ରଃତା ବଃସ୍ତର୍ ହିନ୍ଦି ବସ୍ରାୟ୍ ହୁଣି ଜେ ଆସୁଲା,ସେ କେଏ? ଅଃହ୍ଣାର୍ ହିନ୍ଦା ବଃସ୍ତରେ ଜଃଜ୍ମାନ୍ ଆଚେ; ଆର୍ ନିଜାର୍ ସଃକ୍ତିୟେ ଆସୁଲା ଜେ ସେ କେଏ? ମୁଁୟ୍ ମାପୁର୍ ରଃକ୍ୟା କଃରୁକେ ସଃକ୍ତି ଆଚେ ତାର୍ ଜିତ୍ତା କଃଉଁକେ ଆସୁଲା। 2 ତର୍ ହିନ୍ଦ୍ଲା ବଃସ୍ତର୍ କାୟିତାକ୍ ଅଃତେକ୍ ରଃତା ଅଃଙ୍ଗୁର୍ କୁଣ୍ଡେ ରଃସ୍ ହିଳ୍ତା ଲକାର୍ ବଃସ୍ତର୍ ହର୍ କାୟି କଃରୁକେ। 3 ମୁଁୟ୍ ଏକ୍ଲା ଅଙ୍ଗୁର୍ ଗଃଣା ହିଳୁଲେ ଆର୍ କେଏ ମର୍ ସଃଙ୍ଗ୍ ନଃରିଲାୟ୍, ମୁଁୟ୍ ନିଜାର୍ ରିସାର୍ ଗିନେ ମାଡ୍ଲେ ଆର୍ ନିଜାର୍ ରିସାର୍ ଗିନେ ସେମଃନ୍କେ ମଃଳ୍ଲେ, ସେତାକ୍ ସେମଃନାର୍ ବଃନି ଉହ୍ଡ଼ି ମର୍ ବଃସ୍ତରେ ଲାଗ୍ଲି ଆର୍ ମର୍ ବଃସ୍ତର୍ ରଃତା ଅୟିଆଚେ। 4 କାୟିତାକ୍ବଃଲେକ୍ ବେର୍ ସୁଜୁକେ ମର୍ ମଃନେରିଲି, ମର୍ ମୁକ୍ତିର୍ ଲକ୍ମଃନାର୍ ବଃର୍ସ୍ ହଚ୍ଲି। 5 ଆର୍ ମୁଁୟ୍ ଅଃନ୍ୟାୟ୍ଲେ ଉହ୍କାର୍ କଃରୁକେ କେଏ ନଃରିଲା କାବା ଅୟ୍ଲେ; ଇତାକେ ମର୍ ରିସା ମକେ ଅଃଟୁଆ କଃଲି ଆର୍ ମୁଁୟ୍ ମର୍ ନିଜେ ଜିତ୍ଲେ। 6 ମୁଁୟ୍ ନିଜାର୍ ରିସାୟ୍ ଲକ୍ମଃନ୍କେ ମାଡି ହଃକାୟ୍ଲେ ଆର୍ ମର୍ କହେ ଲକ୍ମଃନ୍କେ ମାତାୟ୍ଲେ ଆର୍ ବୁୟେଁ ସେମଃନାର୍ ଜିବନ୍-ବଃନି ଡାଳି ହଃକାୟ୍ଲେ।
7 ମର୍ ଇସ୍ୱରାର୍ ଲାଡାର୍ ଦଃୟାର୍ ଗିନେ ଗୁଣ୍ କଃଉଁଆ, ଇସ୍ୱର୍ ଅଃମାର୍ ଜୁୟି ଉହ୍କାର୍ କଃରିଆଚେ, ସେ ଇସ୍ରାଏଲାର୍ ଲକ୍ମଃନ୍କେ ବଃଡେ ଉହ୍କାର୍ କଃରି ଆଚେ, କାୟିତାକ୍ବଃଲେକ୍ ତାର୍ ଦଃୟା ଆର୍ ଲାଡାର୍ ଗିନେ ଗୁଣ୍ କଃଉଆଁ। 8 କାୟିତାକ୍ବଃଲେକ୍ ସେ କୟ୍ଲା ବାୟ୍ଦ୍ରେ ସେମଃନ୍ ମର୍ ଲକ୍, ଜୁୟ୍ମଃନ୍ ସଃତ୍ ବେବାର୍ କଃର୍ତି, ସେ ରଃକମ୍ ହିଲାମଃନ୍; ସେତାକ୍ ସେମଃନାର୍ ରଃକ୍ୟାକାରି ଅୟ୍ଲା। 9 ସେମଃନାର୍ ସଃବୁ ଦୁକେ, ସେ ଗଟେକ୍ ଦୁତ୍ ହର୍ ନୟ୍କଃରି ମାପୁର୍ ସେମଃନ୍କେ ରଃକ୍ୟାକଃଲା; ସେ ଆଗେ ହୁଣି ସେମଃନ୍କେ ସଃବୁବଃଳ୍ ଦିଆନ୍ଦିଲା। 10 ମଃତର୍ ସେମଃନ୍ ବିରଦି ଅୟ୍ଲାୟ୍ ଆର୍ ପବିତ୍ର ଆତ୍ମାକେ ଦୁକ୍ ଦିଲାୟ୍; ସେତାକେ ସେ ତାକାର୍ ସଃତ୍ରୁ ଆୟ୍ଲା ଆର୍ ନିଜେ ସେମଃନାର୍ ବିରଦିକେ ଜୁଜ୍ କଃଲା। 11 ସଃଡେବଃଳ୍ ହୁର୍ବ୍କାଳେ ମସା ଆର୍ ନିଜାର୍ ଲକ୍ମଃନାର୍ କଃତା ମଃନେ ଏତାୟ୍ କୟ୍ଲାୟ୍, ନିଜାର୍ ଦଃଳାର୍ ମୁଳିକା ମଃନାର୍ ସଃଙ୍ଗ୍ ସେମଃନ୍କେ ସଃମୁନ୍ଦ୍ ଲିଙ୍ଗାୟ୍ ଆଣ୍ଲା ସେ କଃୟ୍? ଜେ ସେମଃନାର୍ ଜିବନେ ପବିତ୍ର ଆତ୍ମା ରଃକ୍ଲା। 12 ତାର୍ ନିଜାର୍ ଜଃଜ୍ମାନାର୍ ଜେ ଗବିର୍ ହାଣିକେ ଦୁଇ ବାଗ୍ କଃରି ତାର୍ ଲକ୍ମଃନ୍କେ ବାଟ୍ କାଡାୟ୍ଲା ସେ ମାପୁର୍ କଃୟ୍? ଜେ ମସାକେ ଦଃୟି ବଃଡ୍ ବିସୟ୍ ସାଦୁନ୍ କଃଲା। 13 ଜେ ମରୁ ବଃଟାୟ୍ ଜାତା ଗଳା ହର୍ ଗବିର୍ ସମୁନ୍ଦ୍ ବିତ୍ରେ ସେମଃନ୍କେ ଇଣ୍ଡାୟ୍ଲିସ୍ ଆର୍ ସେମଃନ୍ ଜଟ୍ୟାୟ୍ ନୟ୍ଲାୟ୍, ସେ କଃୟ୍? 14 ଆଟାଳ୍କେ ଉତ୍ରି ଜାତା ହସୁମଃନ୍ଦା ହର୍ ମାପୁର୍ ତାର୍ ଆତ୍ମା ସେମଃନ୍କେ ବିସାଉଁଣି ଦିନ୍; ଇ ହଃର୍କାରେ ନିଜାର୍ ହାଁୟ୍ ଗଟେକ୍ ଜଃଜ୍ମାନାର୍ ନାଉ ତାହୁନ୍ କଃରୁକେ ଲକ୍ମଃନ୍କେ ଇଣ୍ଡାୟ୍ଲିସ୍।
15 ଅଃବେ ସଃର୍ଗେ ହୁଣି ଆକି ହଃକାଉ ଜୁୟ୍ତି ହୁଣି ତର୍ ପବିତ୍ର ଆର୍ ଜଃଜ୍ମାନାର୍ ଟାଣେ ଆଚ୍ସି, ତର୍ ବଃଡେ ସାସ୍ କଃୟ୍? କଃୟ୍ ତଃବେ ତର୍ ଲାଡ୍ ଆର୍ ଦଃୟା କଃୟ୍? କଃୟ୍ ତର୍ ସଃକ୍ତି? ଅଃମିକେ ହାକ୍ରେ ହଃକାଉ ନାୟ୍। 16 ଅବ୍ରାହାମ୍ ଅଃମିକେ ନଃଜାଣେ ଆର୍ ଇସ୍ରାଏଲ୍ ଅଃମିକେ ମଃନେ ବିଚାରି ନଃକେରେ,ଅୟିଲେକ୍ ହେଁ ତୁୟ୍ ତଃମିମଃନାର୍ ଉବା; ଏ ମାପୁର୍ ତୁୟ୍ ଅଃମିମଃନାର୍ ଉବା, ଜୁଗେ ଜୁଗେ ହୁଣି ତୁୟ୍ ଅଃମାର୍ ମୁକ୍ତିକାରି ବଃଲି ତର୍ ନାଉ ଆଚେ। 17 ଏ ମାପୁର୍ କାୟ୍କଃରୁକେ ଅଃମିକେ ତର୍ ବାଟେ ହୁଣି ହାକ୍ରେ ହଃକାଉଁଲିସ୍ ତକେ ଡିର୍ତାର୍ ମଃନ୍କେ ଅଃଟୁଆ କଃରାଉଁଲିସ୍? ଜୁୟ୍ମଃନ୍ ତକେ ସେବା କଃରୁଲାୟ୍ ସେମଃନାର୍ ଗିନେ ବାଉଡ଼ି ଆଉ 18 ତର୍ ପବିତ୍ର ଲକ୍ମଃନ୍କାର୍ ଗିନେ ସେରି ଅଃଦିକାର୍ କଃଲାୟି ଅଃମାର୍ ବିରଦିମଃନ୍ ତର୍ ପବିତ୍ର ମନ୍ଦିରେ ଅଃମିକେ ମାଡି ଦଃକାଉଁଲାୟ୍। 19 ଜୁୟ୍ମଃନାର୍ ଉହ୍ରେ ତୁୟ୍ କଃବେ ରଃଜା ନାୟ୍ ଜୁୟ୍ମଃନ୍ କଃବେ ଡାକେ ହୁଟି ନଃରିଲାୟ୍ ଇରଃକମ୍ ଲକ୍ହର୍ ଅୟିଆଚୁ।