16 ସେ ଅଃହ୍ଣାର୍ ସଃବୁ ଚିଟି ଲଃଗେହେଁ ଇ ସଃବୁ କଃତା ଲେକିକଃରି ସେରଃକମ୍ କଃଉଁଲା; ସେସଃବୁ ତଃୟ୍ ଇରଃକମ୍ କଃତେକ୍ କଃତା ଆଚେ, ଜୁୟ୍ରିକି ବୁଜୁକ୍ ବଃଡେ କଃସ୍ଟ, ଆର୍ ଅସିକିତ୍ ଉତ୍ହାତ୍ୟା ଲକେ ଅଃହ୍ଣା ଅଃହ୍ଣାର୍ ନାସ୍ କଃରୁକେ ବିନ୍ ସଃବୁ ସାସ୍ତର୍ ଜଃନ୍କଃରି, ସେ ସଃବୁର୍ ହେଁ ସେରଃକମ୍ ବିନ୍ ଅଃର୍ତ୍ କଃର୍ତି ।