9 ବିଲମ୍ ବଃଲି ଜଃନ୍କଃରି କଃତେକ୍ ଲକ୍ ବାବୁଲାୟ୍, ମାପୁର୍ ଅଃହ୍ଣାର୍ ସଃୟ୍ତ୍ କଃଲାର୍ ସେ ରଃକମ୍ ବିଲମ୍ ନଃକେରେ; ମଃତର୍ କେଏ ହେଁ ଜଃନ୍କଃରି ନାସ୍ ନଃଉତି, ସଃବୁଲକ୍ ମଃନ୍ ବାଦ୍ଲାଉତି, ଇରି ଇଚା କଃରି ସେ ତୁମିମଃନାର୍ ଗିନେ ବୁତେକ୍ ବିନ୍ ହଃତେକ୍ ଜାଗିକଃରି ଆଚେ ।
Publicidade
Publicidade