ଜୁଆର୍ ଆର୍ ବଃର୍ସା କଃତା
3 ମର୍ ଦାଦିବାବୁମଃନାର୍ ହର୍ ନିର୍ମୁଳ୍ ମଃନେ ମୁୟ୍ଁ ଜୁୟି ଇସ୍ୱର୍କେ ହୁଜା କଃରୁଲେ, ଦିନ୍ ରାତି ମର୍ ପାର୍ତନାୟ୍ ସଃବୁବଃଳ୍ ତର୍ ନାଉ ଦଃରି ଇସ୍ୱର୍କେ ଜୁଆର୍ କଃରୁଲେ । 4 ମୁୟ୍ଁ ଜଃନ୍କଃରି ସଃର୍ଦାୟ୍ ହୁରା ଅୟ୍ନ୍ଦ୍, ଇତାର୍ ଗିନେ ତର୍ ଆସୁ ଏତାୟ୍ କଃରି ତକ୍ ଦଃକୁକେ ଅଃନାୟ୍ ମଃନ୍ କଃରୁଲେ । 5 ୧:୫ ପେରି ୧୬:୧.କାୟିତାକ୍ ବଃଲେକ୍ ଜୁୟି ନିର୍ମାୟ୍ ବିସ୍ୱାସେ ତର୍ ଆୟ୍ଦି ଇଉନିକି ଆର୍ ବୁଡିନାନା ଲଇ ତଃୟ୍ ରିଲି, ଆର୍ ତର୍ତଃୟ୍ ହେଁ ଆଚେ ବଃଲି ମର୍ ବେସି ବିସ୍ୱାସ୍, ତର୍ ସେ ନିର୍ମାୟା ବିସ୍ୱାସ୍ କଃତା ମୁୟ୍ଁ ସୁଣି ଆଚି ।