20 ଗଟ୍ ବଃଡ୍ ଲକାର୍ ଗଃରେ ଅଃକାୟ୍ ସନା ଆର୍ ରୁହାର୍ ତଃୟ୍ ତିଆର୍ ଅୟ୍ଲା ଆସ୍ତି ରଃୟ୍ଦ୍, ସେରି ନାୟ୍, ମଃତର୍ ଗଃଚାର୍ ଆର୍ ମାଟିର୍ ଆସ୍ତି ହେଁ ରଃୟ୍ଦ୍; କଃତେକ୍ତାକ୍ ଲାଡ୍ କଃରୁକେ ଅୟ୍ଦ୍ ଆର୍ କଃତେକ୍ତାକ୍ ଲାଡ୍ କଃରି ନୟ୍ । 21 ତଃବେ, ଜଦି କେଏ ସେ ସଃବୁଲକାର୍ ତଃୟହୁଣି ନିଜ୍କେ ନିର୍ମୁଳ୍ କଃରେଦ୍, ତଃନ୍ ଅଲେ ସେ ନିର୍ମୁଳ୍, ସାଉକାରାର୍ କାମେ ଲାଗ୍ତା ଜୟ୍ଗ୍, ଆର୍ ସେ ସଃବୁ ନିକ କାମାର୍ ଗିନେ ତିଆର୍ ଅୟି, ଇରଃକମେ ସଃବ୍କାର୍ ଗିନେ ଗଟ୍ ଲାଡାର୍ ଅୟ୍ଦ୍ ।
Publicidade