14 ମଃତର୍ ତୁୟ୍ ଜୁୟି ଜୁୟ୍ରି ସିକ୍ୟା ହାୟଆଚ୍ସି, ଆର୍ ଜୁୟି କଃତାମଃନ୍ ସଃତ୍ ବଃଲି ଜାଣିଆଚ୍ସି, ସେ ସଃବୁ ତଃୟ୍ ତିର୍ ଅୟ୍ରେ, ବଃଲେକ୍ ତୁୟ୍ ଜାଣୁଲିସ୍ କାର୍ ତଃୟହୁଣି ସେରିମଃନ୍ ସିକି ଆଚ୍ସି 15 ଆରେକ୍ ଜୁୟି ଦଃର୍ମସାସ୍ତର୍ ଜିସୁ କ୍ରିସ୍ଟର୍ ତଃୟ୍ ବିସ୍ୱାସ୍ କଃଲେକ୍ ତକ୍ ମୁକ୍ଳାଉତା ଗିଆନ୍ ଦେଉଁ ହାରେ, ସେରି ତୁୟ୍ ହିଲାବଃଳ୍ହୁଣି ଜାଣିଆଚ୍ସି ।