3 ବଃଲେକ୍ ବେଳା ଆସେଦ୍, ଜଃଡେବଃଳ୍ ସେମଃନ୍ ନିକ କଃତାର୍ ସିକ୍ୟା ନଃସୁଣ୍ତି, ମଃତର୍ ସୁଣୁକ୍ ମଦୁର୍ କଃତାୟ୍ ସଃର୍ଦାଅୟ୍ ଇଚା ହଃର୍କାରେ ନିଜାର୍ ହାଁୟ୍ ଗାଦାଗଟ୍ ଗୁରୁମଃନ୍କେ କୁଦ୍ତି । 4 ଆର୍ ସଃତ୍ କଃତାୟ୍ କାନ୍ ନଃଦେୟ୍ ମଃନେହାଜି କୟ୍ଲା କଃତାୟ୍ ମଃନ୍ଦେତି ।