2 ଲାଡାର୍ ସଃଙ୍ଗ୍, ତର୍ ଆତ୍ମାର୍ ଜଃନ୍କଃରି ସୁବ୍ ଅଃଉଁଲି, ସେନ୍କଃରି ସଃବୁ ବିସୟେ ତର୍ ସୁବ୍ ଅଃଉଅ ଆର୍ ତର୍ ଗଃଗାଳ୍ ସଃବୁବଃଳ୍ ନିକ ରେଅ, ଇରି ମର୍ ପାର୍ତନା । 3 କାୟିତାକ୍ବଃଲେକ୍ କଃତେକ୍ ବିସ୍ୱାସି ବାୟ୍ମଃନ୍ ଆସି ଜଃଡେବଃଳ୍ ସଃତ୍ ଉହ୍ରେ ତର୍ ସଃର୍ଦା, ଆଚେ ଆର୍ କଃନ୍କଃରି ଜିବନେ ସଃତ୍ ଚାଲାଚାଲ୍ତି କଃରୁଲିସ୍, ଇ କଃତା ସାକି ଦିଲାୟ୍ ସଃଡେବଃଳ୍ ମୁଁୟ୍ ବଃଡେ ସଃର୍ଦା ଅୟ୍ଲେ । 4 ମର୍ ହିଲାମଃନ୍ ଜେ ସଃତେ ରଃୟ୍ ଜିବନ୍ କାଟୁଲାୟ୍ ବଃଲି ସୁଣ୍ଲେକ୍ ମୁଁୟ୍ ବଃଡେ ସଃର୍ଦା ଅୟ୍ନ୍ଦ୍ ।
Publicidade