5 ଆରେକ୍ ବିସ୍ୱାସାର୍ ଜୟ୍ଗ୍ ସାକି, ମଃଲା ଲକ୍ମଃନାର୍ ତଃୟ୍ହୁଣି ହଃର୍ତୁ ଉଟ୍ଲାର୍ ଆର୍ ହୁର୍ତିବିର୍ ରଃଜାମଃନାର୍ ରଃଜା ଜିସୁ କ୍ରିସ୍ଟର୍ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନାର୍ ଉହ୍ରେ ଅଃଉଅ । ସେ ଅଃମିମଃନ୍କେ ଲାଡ୍ କଃରୁଲା ଆର୍ ଅଃହ୍ଣାର୍ ବଃନି ସଃଙ୍ଗ୍ ଅଃମିମଃନ୍କେ ଅଃମାର୍ ହାହେ ହୁଣି ମୁକ୍ଳାୟ୍ ଆଚେ, 6 ୧:୬ ପ୍ରକା ୫:୧୦.ଆରେକ୍ ତାର୍ ଉବାସି ଇସ୍ୱରାର୍ ସେବା କଃରୁକେ ଅଃମିକ୍ ଗଟେକ୍ ଜାଜକାର୍ କୁଳ୍ବଃଉଁସ୍ କଃରି ବାଚିଆଚେ । ସଃବୁ ଜଃଜ୍ମାନ୍ ଆର୍ ସଃକାତ୍ ଜୁଗେଜୁଗେ ଜିସୁ କ୍ରିସ୍ଟର୍ ଅଃଉଅ । ଆମେନ୍ ।
Publicidade