ସଃର୍ଗେ ସଃର୍ଦା
1 ଇତାର୍ ହଃଚେ ମୁୟ୍ ଜାୟ୍ରି ସୁଣୁଲେ, ସେରି ସଃର୍ଗାର୍ ଗଟ୍ ଅଲେକାର୍ ଲକ୍ମଃନ୍ଦାର୍ କାଲାହୁଲିର୍ ସଃବ୍ଦ୍ ହର୍ ଲାଗ୍ତି ରିଲି । ସେମଃନ୍ କଃଉତି ରିଲାୟ୍, "ଇସ୍ୱରାର୍ ସ୍ତୁତି କଃରା । ଅଃମାର୍ ଇସ୍ୱର୍ ମୁକ୍ତି, ଜଃଜ୍ମାନ୍ ଆର୍ ସଃକ୍ତିର୍ ଅଃଦିକାରି । 2 ତାର୍ ବିଚାର୍ ସଃତ୍ ଆର୍ ନ୍ୟାୟ୍ କଃରାପ୍ କାମେ ହୁର୍ତିବିକ୍ ବିଟାଳ୍ କଃର୍ତା ବେସ୍ୟାଣିକ୍ ସେ ଟିକ୍ ଡଃଣ୍ଡ୍ ଦଃୟ୍ଆଚେ । ଇସ୍ୱରାର୍ ସେବାକାରିମଃନ୍କେ ମଃର୍ନେ ମାରି ରିଲାକ୍ ସେ ତାକ୍ ଡଃଣ୍ଡ୍ ଦଃୟ୍ଆଚେ ।" 3 ମୁୟ୍ ସୁଣ୍ଲେ, ସେମଃନ୍ ଆରେକ୍ କାଲାହୁଲି ଅୟି କୟ୍ଲାୟ୍, "ହାଲେଲୁୟା; ସେ ବଃଡ୍ ଗଃଳ୍କେ ବଃସମ୍ କଃର୍ତା ଜୟ୍ ଦୁଆଁ ଜୁଗେଜୁଗେ ଉହ୍ରେ ଉଟ୍ତି ରଃୟ୍ଦ୍ ।"