10 ଜୁୟି ସଃବୁ ଦୁକ୍ ବୟଃଗ୍ କଃରୁକେ କଃଉଁଲାସ୍, ସେ ସଃବୁର୍ ଗିନେ ଡିରା ନାୟ୍; ସୁଣା, ତୁମିମଃନଃକ୍ ପରିକ୍ୟା କଃରୁକେ ସୟ୍ତାନ୍ ତୁମିମଃନାର୍ ବିତ୍ରେ କାକେ କାକେ ଜଃଇଲେ ହୁରାୟ୍ଦ୍, ଆର୍ ତୁମିମଃନ୍ ଦଃସ୍ ଦିନ୍ କଃସ୍ଟ ବୟଃଗ୍ କଃରାସ୍ । ତୁମି ମଃର୍ନ୍ ହଃତେକ୍ ବିସ୍ୱାସ୍ କଃରି ରିଆ, ସେତାକ୍ ମୁଁୟ୍ ତୁମିକେ ଜିବନାର୍ ମୁକୁଟ୍ ଦଃୟ୍ନ୍ଦ୍ ।"
Publicidade
Publicidade