8 ମଃତର୍ ଜୁୟ୍ମଃନ୍ ଡିର୍କୁଳା, ଅବିସ୍ୱାସି, କଃରାପ୍ ଚାଲାଚାଲ୍ତି, ନଃର୍ ମାରୁ, ଦାରିକଃରୁ, ହାଙ୍ଗୁଣ୍ କଃରୁ, ମୁର୍ତି ହୁଜାକଃରୁ ଆର୍ ମିଚ୍ କଃଉତା ଲକ୍, ଇବାନ୍ୟା ସଃବୁ କଃରାପ୍ କାମ୍ କଃର୍ତା ଲକ୍ମଃନାର୍ ଗିନେ ଟିକ୍ କଃଲା ଟାଣ୍ ଆଚେ, ଗଃନ୍ଦକ୍ ସଃଙ୍ଗ୍ ଜୟ୍ ଲାଗ୍ତା କୁଣ୍ଡ୍ ସେତି ଆଚେ, ସେମଃନ୍ ଦୁୟ୍ତରାର୍ ମଃର୍ନ୍ ବୟ୍ଗ୍ କଃର୍ତି ।"
Publicidade
Publicidade