16 ଇତାର୍ ଗିନେ ତୁମି କାକର୍ କି ତାହାତ୍ ନଃୟ୍କଃରି ନଃକ୍ ଉସୁମ୍ ଅୟି ଆଚାସ୍, ଇତାର୍ ଗିନେ ମୁଁୟ୍ ତୁମିକେ ମର୍ ଟଣ୍ଡେ ହୁଣି ଉକାଳୁକ୍ ଜଃଉଁଲେ । 17 ତୁମି କଃଉଁଲାସ୍, ମୁୟ୍ଁ ମାଜନ୍, ମର୍ ବୁତେକ୍ ସଃମ୍ପତି ଆଚେ, ମର୍ କାୟିରି ହେଁ ଅକେଟ୍ ନାୟ୍; ମଃତର୍ ତୁମାର୍ ବାୟ୍ଗ୍ ଜେ କଃରାପ୍, ତୁମି ଦୁକି, ଗଃରିବ୍, କାଣା ଆର୍ ନଃଗ୍ଳା, ଇରି ନଃଜାଣାସ୍ ।
Publicidade
ପ୍ରକାସିତ୍ ବାକ୍ୟ 3
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.